ଶ୍ରୀମନ୍ଦିର ସୁରକ୍ଷା ପାଇଁ ସୁପ୍ରିମକୋର୍ଟରେ ହେବ ଲଢେଇ

0 166

ଭୁବନେଶ୍ୱର 12/5 (ପ୍ରତ୍ୟୁଷା ବ୍ୟୁରୋ )
ଶ୍ରୀମନ୍ଦିର ପ୍ରତି ବିପଦ ରହିଛି l ଏଣୁ ପରିକ୍ରମା ପ୍ରକଳ୍ପରେ ଚାଲିଥିବା ଅବୈଧ କାର୍ଯ୍ୟ ତୁରନ୍ତ ବନ୍ଦ କରାଯାଉ ନଚେତ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଏହାର ସଂଯୋଜକ ବିନୟ ଭୂୟାଁ l ଉଲ୍ଲେଖ ଯେ ଏହାକୁ ନେଇ ଓଡିଶା ହାଇକୋର୍ଟ ଏ ଏସ ଆଇ କୁ ସତ୍ୟ ପାଠ ଦାଖଲ ପାଇଁ କହିବା ପରେ ହେଉଥିବା ନିର୍ମାଣ ସବୁକିଛି ଠିକ ଠାକ ଚାଲୁନି ବୋଲି ଜଣାପଡୁଛି l

Leave A Reply

Your email address will not be published.