ରାଷ୍ଟ୍ର ଧର୍ମ ଗୋ ଗଙ୍ଗା ରକ୍ଷା କରିବା ଆମର ପରମ କର୍ତ୍ତବ୍ୟ ।

0 290

ଭୁବନେଶ୍ବର, 17.06.23 (ପ୍ରତ୍ୟୁଷl ବ୍ୟୁରୋ):ସମାଜ ଏବେ ପ୍ରତିକୂଳ ପରିସ୍ଥିତିରେ ଆଗକୁ ବଢୁଛି ଏଣୁ ଏଭଳି ସମୟରେ ସାଧୁ ସନ୍ଥ ମାନେ ଆଗେଇ ଆସିଲେ ସମାଜରେ ପରିବର୍ତ୍ତନ ଆସିବ l ସାଧୁ ସନ୍ଥ ଅରକ୍ଷିତ ବୈରାଗୀ ମାନଙ୍କୁ ନେଇ ଗଠିତ ଧର୍ମ ସମାଜ ରାଷ୍ଟ୍ର ଧର୍ମ ଗୋ ଗଙ୍ଗା ରକ୍ଷା କରିବା ପାଇଁ ଏକାଠି ହେବାକୁ ଅଖିଳ ଭାରତୀୟ ସନ୍ଥ ସମିତି ସର୍ବ ଭାରତୀୟ ସ୍ତରରେ ସମସ୍ତଙ୍କୁ ଆହ୍ବାନ ଜଣାଇଛନ୍ତି ପୂଜ୍ୟ ଦଣ୍ଡି ସ୍ବାମୀ ଜିତେନ୍ଦ୍ର ନନ୍ଦ ସରସ୍ଵତୀ l କଳ୍ପନା ଛକ ନିକଟରେ ଅବସ୍ଥିତ ସ୍ବାମୀ ନିଗମାନନ୍ଦ ଆଶ୍ରମ ପରିସରରେ ଆୟୋଜିତ ମହା ସଭାରେ ଶନିବାର ଦେଶ ତଥା ରାଜ୍ୟର ବିଭନ୍ନ ପ୍ରାନ୍ତରୁ ଆସିଥିବା ସାଧସନ୍ଥମାନେ ଯୋଗ ଦେଇ ନିଜର ମତ ରଖିଥିଲେ।

Leave A Reply

Your email address will not be published.