Browsing Tag

Odia news headlines today

ସଂକଳ୍ପପତ୍ର”ର ସମସ୍ତ ପ୍ରତିଶ୍ରୁତିକୁ ପୂରଣ କରିବ ବିଜେପି : ଅପରାଜିତା ଷଡଙ୍ଗୀ ।

ଭୁବନେଶ୍ୱର, ତା.୦୯/୦୫ ( ପ୍ରତ୍ୟୁଷା ବ୍ୟୁରୋ ): ଓଡିଶା ହେଉଛି ଅନନ୍ତ ସମ୍ଭାବନାର ପ୍ରଦେଶ । ପ୍ରାକୃତିକ ଓ ମାନବ ସମ୍ପଦରେ ଭରପୁର ଓଡ଼ିଶା । ଓଡ଼ିଶାରେ ଦୀର୍ଘ ୨୫ବର୍ଷ ବିଜେଡି ସରକାରରେ ରହିଛି । ମୁଣ୍ଡ ପିଛା ଆୟରେ ଓଡ଼ିଶା ୨୫ନମ୍ବରରେ ଅଛି । ଅନ୍ତର୍ଜାତୀୟ ଶ୍ରମ ସଂସ୍ଥା ୨୦୨୪ ରିପୋର୍ଟ
Read More...

ଯୁବ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ଏନର୍ଜାଇଜ୍ ଇଣ୍ଡିଆ କ୍ୟାମ୍ପେନ୍‌ର…

ଭୁବନେଶ୍ୱର , 09/05/24 ( ପ୍ରତ୍ୟୁଷା ) : ଡାବର କମ୍ପାନୀର ଅଗ୍ରଣୀ ଇନ୍‌ଷ୍ଟାଂଟ୍ ଏନର୍ଜି ଡ୍ରିଙ୍କ୍ ଡାବର ଗ୍ଲୁକୋଜ ପକ୍ଷରୁ ଦେଶର ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଦେଶରେ ପ୍ରମୁଖ କ୍ରୀଡା ଅନୁଷ୍ଠାନଗୁଡିକରେ ଯୁବ କ୍ରୀଡାବିତ୍‌ମାନଙ୍କ ମଧ୍ୟରେ ଶକ୍ତି ଓ
Read More...

ନବୀନ ଶାସନରେ ଓଡ଼ିଶା “ଭ୍ରଷ୍ଟାଚାରୀ”ଙ୍କ ପେଣ୍ଠସ୍ଥଳ ହୋଇଛି : ସଜ୍ଜନ ଶର୍ମା ।

ଭୁବନେଶ୍ୱର, ତା.୦୭/୦୫ ( ପ୍ରତ୍ୟୁଷା ବ୍ୟୁରୋ ) : ନିର୍ବାଚନ ମାହୋଲ ଏବେ ଗରମା ଗରମ ହେବା ଆରମ୍ଭ କରିଛି । ସାଧାରଣତଃ ନିର୍ବାଚନ ସମୟରେ ଯେଉଁ ରାଜନୈତିକ ଦଳ ସରକାରରେ ଥାଏ ସେ ବିଗତ ୫ବର୍ଷରେ କ’ଣ କରିଛି ତାହା ଉପସ୍ଥାପିତ କରେ । ଲୋକଙ୍କ ପ୍ରତିଶ୍ରୁତି କେତେ ପାଳନ ହୋଇଛି ତାହାର ହିସାବ
Read More...

ସ୍ୱାଧୀନ ସାମ୍ବାଦିକତା ଆଣେ ନିରପେକ୍ଷତା ।

ଭୁବନେଶ୍ଵର ,୦୩ ମଇ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) :ଉତ୍କଳ ସାମ୍ୱାଦିକ ସଂଘ ସହ ବନ୍ଧିତ ଭୁବନେଶ୍ଵର ସାମ୍ୱାଦିକ ସଂଘ ପକ୍ଷରୁ ଏହାର ବାର୍ଷିକ ଉତ୍ସବ ପାଳିତ ଅବସରରେ ବିଶ୍ଵ ଗଣମାଧ୍ୟମ ସ୍ଵାଧୀନତା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ମଞ୍ଚ ମଣ୍ଡନ କରିଥିଲେ ଉତ୍କଳ ସାମ୍ୱାଦିକ ସଂଘର
Read More...

ଏକ୍ସ ଆଇ ଏମ୍ ବି ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର, 20.04.24 ( ପ୍ରତ୍ୟୁଷା ବ୍ୟୁରୋ): ଜଟଣୀ ନୂଆ କ୍ୟାମ୍ପସରେ ଏକ୍ସ ଆଇ ଏମ ବି ବିଶ୍ୱବିଦ୍ୟାଳୟ ର ୧୦ମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଅଛି l ଟାଟା କେମିକାଲସ୍ ଲିଃ ର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆର ମୁକୁନ୍ଦନ୍
Read More...

ତୃଷାର୍ତ୍ତ ଙ୍କ ଶୋଷ ମେଣ୍ଟାଉଛି ପି ପି ଏଲ୍ ।

ଭୁବନେଶ୍ଵର ୦୨ ଅପ୍ରେଲ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଗ୍ରୀଷ୍ମ ପ୍ରବାହର ବେଗ ବୃଦ୍ଧି ପାଇଛି l ଏହାକୁ ଦୃଷ୍ଟିରେ ରଖି ପାରାଦୀପ ଫସପେଟ ଲିମିଟେଡ ପକ୍ଷରୁ ଅପ୍ରେଲ ୦୨ ତାରିଖଠାରୁ ଏହାର କାର୍ଯ୍ୟାଳୟ ସାମ୍ନା ରେ ପଥଚାରୀଙ୍କ ତୃଷା ମେଣ୍ଟାଇବା ପାଇଁ ଜଳ ସେବା କେନ୍ଦ୍ର ଆରମ୍ଭ କରାଯାଇଛି l
Read More...

୨୪ରେ ରବୀନ୍ଦ୍ର ମଣ୍ଡପରେ ବୃନ୍ଦାବନ ମହୋତ୍ସବ ୨୦୨୪ ।

ଭୁବନେଶ୍ୱର: ୨୧ ମାର୍ଚ୍ଚ ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଆନନ୍ଦ ଓ ରଙ୍ଗର ପର୍ବ ପବିତ୍ର ହୋଲି ପୁର୍ଣିମା ଅବସରରେ ଭାରତୀୟ କଳା ଓ ସଂଗୀତକୁ ରଙ୍ଗ ଓ ରସରେ ଭିଜାଇ ଏହାକୁ ଗୌରବାନ୍ବିତ କରୁଥିବା ବୃନ୍ଦାବନ ମହୋତ୍ସବ ପକ୍ଷରୁ ଏହାର ୮୫ ଉତ୍ସବ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପ ଠାରେ ଚଳିତ ମାସ
Read More...

ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପି.କେ ମିଶ୍ର ପାଇଲେ ସମ୍ମାନସୂଚକ ଡି.ଲିଟ୍ ଉପାଧି ( ଉତ୍କଳ…

ଭୁବନେଶ୍ବର, ୨୯ ଫେବୃଆରୀ ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପ୍ରମୋଦ କୁମାର ମିଶ୍ରଙ୍କୁ ଉତ୍କଳ ବିଶ୍ବବିଦ୍ୟାଳୟର ୫୩ତମ ସମାବର୍ତ୍ତନ ସମାରୋହରେ ସମ୍ମାନସୂଚକ ଡି.ଲିଟ୍ ଉପାଧି ରେ ସମ୍ମାନିତ କରାଯାଇଛି । ବିଶ୍ବବିଦ୍ୟାଳୟ ପରିସରରେ ଆଜି ଆୟୋଜିତ ଭବ୍ୟ
Read More...