ବିଶ୍ୱଭୂଷଣ ହୋଇପାରନ୍ତି ପରବର୍ତ୍ତୀ ରାଷ୍ଟ୍ରପତି

0 167

ନୂଆଦିଲ୍ଲୀ 24/4( ପ୍ରତ୍ୟୁଷା ବ୍ୟୁରୋ )
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପରେ ଦେଶର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ତାକୁ ନେଇ ଜାତୀୟ ରାଜନୈତିକ ମହଲରେ ଚର୍ଚ୍ଚା ଲାଗିରହିଛି l ପୂର୍ବରୁ ବିଶ୍ୱଭୂଷଣ ନାମ ଚର୍ଚ୍ଚା କୁ ଆସିଥିଲା l ଠିକ ଏତିକି ବେଳେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ତଥା ଓଡିଶାର ବରିଷ୍ଠ ବିଜେପି ନେତା ବିଶ୍ୱ ଭୂଷଣ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବା ପରେ ଏହି ଚର୍ଚ୍ଚା ଜାତୀୟ ଗଣମାଧ୍ୟମରେ ଆଜି ମୁଖ୍ୟ ଖବର ହୋଇଛି l ଦେଖାଯାଉ ଜାତୀୟ ରାଜନୀତିରେ ଓଡ଼ିଆଙ୍କୁ ମୋଦି ସରକାର ଗୁରୁତ୍ୱ ଦେଇ ଆସୁଥିବା ବେଳେ ଏ କ୍ଷେତ୍ରରେ କ’ଣ ଓଡିଶା ସୁଯୋଗ ପାଉଛି କି ନା l

Leave A Reply

Your email address will not be published.