ଆଇନ ଶୃଙ୍ଖଳା ଓ ମଣ୍ଡି କଟନି ଛଟନି ବିରୋଧରେ ଗର୍ଜ୍ଜିଲେ ବିରୋଧୀ ।
ଭୁବନେଶ୍ଵର ,୧୪/୦୨( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନ ସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ ପ୍ରଥମ ପର୍ଯ୍ୟାୟ ଗୃହ କାର୍ଯ୍ୟ ଚାଲି ପାରିନି। ବିରୋଧୀ କଂଗ୍ରେସ ପ୍ରଥମେ ଗୃହ ମଧ୍ୟ ଭାଗକୁ ଆସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନେଇ ନାରା ବାଜି ଆରମ୍ଭ କରିଥିଲେ। ପରେ ପରେ ବିରୋଧୀ ବିଜେଡି!-->…
Read More...
Read More...