” ପ୍ରତ୍ୟୁଷା ” ପକ୍ଷରୁ ସ୍ବର୍ଗତ ଅଶୋକ ଦାସଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି

0 160

ଭୁବନେଶ୍ୱର 28/12 (ପ୍ରତ୍ୟୁଷା ବ୍ୟୁରୋ): ଯାଜପୁର ଭୂମିପୁତ୍ର ଅଶୋକ ଦାସଙ୍କ 14ତମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତ୍ୟୁଷା ପରିବାର ପକ୍ଷରୁ ସ୍ବର୍ଗତ ଦାସଙ୍କ ଶ୍ରାଦ୍ଧ ଦିବସରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯିବା ସହିତ ଅମର ଆତ୍ମାର ସଦଗତି କାମନା କରାଯାଉଛି । ଆସନ୍ତା କାଲି ଯାଜପୁର ମାଟିର ସୁଯୋଗ୍ୟ ସନ୍ତାନ ଯାଜପୁର ଭୂମିପୁତ୍ର ସ୍ବର୍ଗତ ଅଶୋକ ଦାସଙ୍କ ଚତୁର୍ଦଶତମ ଶ୍ରାଦ୍ଧ ବାର୍ଷିକ l ଏହି ଉପଲକ୍ଷେ ରାଜ୍ୟର ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ଉତ୍ସବର ଆୟୋଜନ ହୋଇଛି l

Leave A Reply

Your email address will not be published.