Browsing Category

ଓଡିଶା

ମସ୍ତିଷ୍କ ସୁରକ୍ଷା ପାଇଁ ସନ୍ ସାଇନ୍ ହସ୍ପିଟାଲର ସଚେତନତା କାର୍ଯ୍ୟକ୍ରମ ।

ଭୁବନେଶ୍ଵର ୩୦/୧୦ ( ପ୍ରତ୍ୟୁଷା ବ୍ୟୂରୋ ):ବିଶ୍ଵ ମସ୍ତିସ୍କ ଘାତକ ଦିବସ ଅବସରରେ ସ୍ଥାନୀୟ ସନ୍ ସାଇନ୍ ହସ୍ପିଟାଲରେ ଆଜି ଅପ ରାହ୍ନରେ ଏକ ସୁନ୍ଦର ଅନୁଭୂତି ପାଇବାକୁ କାର୍ଯ୍ୟକ୍ରମ ହେଇଥିଲା l କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର, ବୁଦ୍ଧିଜିବୀ ଓ
Read More...

ଭୁବନେଶ୍ବରରେ ମାଷ୍ଟର ସେଫ୍ ସାରାଂଶ ଗୋଇଲାଙ୍କ ଗୋଇଲା ବଟର ଚିକେନ୍ ।

ଭୁବନେଶ୍ବର, 30.10.23 ( ପ୍ରତ୍ୟୁଷା ବ୍ୟୁରୋ ): ପ୍ରସିଦ୍ଧ ଭାରତୀୟ ମାଷ୍ଟର ସେଫ ସାରାଂଶ ଗୋଏଲା ଏବଂ ବିବେକ ସାହାଣୀଙ୍କ ଦ୍ବାରା ପ୍ରତିଷ୍ଠିତ ରନ୍ଧନ ସାମଗ୍ରୀର ଗୋଇଲା ବଟର ଚିକେନ୍ ଭୁବନେଶ୍ୱରରେ ଏକ ସ୍ମରଣୀୟ ଗ୍ୟାଷ୍ଟ୍ରୋନୋମିକ୍ ଯାତ୍ରାରେ ପ୍ରସ୍ତୁତ କରାଯାଇଛି। ୨୦୧୬ ରେ ମୁମ୍ବାଇରୁ
Read More...

ଗଣସଚେତନତା ପାଇଁ ଓଏସଡମା ପକ୍ଷରୁ ମିନିମାରାଥନ୍ ।

ଭୁବନେଶ୍ଵର ୨୯/୧୦ ( ପ୍ରତ୍ୟୁଷା ଵ୍ୟୁରୋ ) :୧୯୯୯ ମସିହାରେ ଓଡ଼ିଶା ମହାବାତ୍ୟାରେ ଦୋହଲି ଯାଇଥିଲା l ଅଧା ଓଡ଼ିଶା ଏଥିରେ ପ୍ରଭାବିତ ହୋଇ ଯାଇଥିଲା ୧୨ ହାଜରରୁ ଅଧିକ ଲୋକ ଏଥିରେ ପ୍ରାଣ ହରାଇଲେ l ୫ ଲକ୍ଷ ଲୋକ ବିପନ୍ନ ହୋଇଥିଲେ l ସେତେବେଳେ ଥିବା ରାଜ୍ୟ ସରକାର ଏହାକୁ ସାମ୍ନା କରିବାକୁ
Read More...

୧୭ତମ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ୨୦୨୩

ଭୁବନେଶ୍ବର ,26.10.23 (ପ୍ରତ୍ୟୁଷା ବ୍ୟୁରୋ):କିମ୍ବଦନ୍ତ ତଥା ସମ୍ମାନିତ ଓଡ଼ିଶୀ ନୃତ୍ୟ ଗୁରୁ ଦେବପ୍ରସାଦ ଦାସଙ୍କ ସ୍ମୃତିରେ ତ୍ରିଧାରା ଅନୁଷ୍ଠାନ ପକ୍ଷରୁ ଗୁରୁ ଦେବପ୍ରସାଦ ସମ୍ମାନ ପ୍ରଦାନ ଉତ୍ସବ ଗତ ୧୬ ବର୍ଷ ଧରି ଆୟୋଜନ କରିଆସୁଅଛି । ଏହି ଉତ୍ସବ ପାଇଁ ତ୍ରିଧାରା ଦେଶ ତଥା ବିଦେଶରୁ
Read More...

ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ।

ମୁମ୍ବାଇ ,19.10.23 ( ପ୍ରତ୍ୟୁଷା ବ୍ୟୁରୋ ): ଇଣ୍ଟରନ୍ୟାସନାଲ ଟ୍ରାନ୍ସପୋର୍ଟ ୱାର୍କର୍ସ ଫେଡେରେସନର ଆନ୍ତର୍ଜାତିକ ଯୁବ ସମାବେଶ ୧୬ ରୁ ୧୮ ଅକ୍ଟୋବର ୨୦୨୩ ତିନି ଦିନ ବ୍ୟାପି ମୁମ୍ବାଇଠାରେ ଅନୁଷ୍ଠିତ ହୋଇଯାଇଛି। ଯେଉଁଥିରେ ବିଶ୍ୱର ୪୮ ଟି ଦେଶର ୧୩୮ ଜଣ ଯୁବ ପ୍ରତିନିଧି ଅଂଶଗ୍ରହଣ
Read More...

ଓଡ଼ିଶାର ନୂଆ ରାଜ୍ୟପାଳ ହେଲେ ରଘୁବର ଦାସ।

ଭୁବନେଶ୍ଵର ୧୮/୧୦ ( ପ୍ରତ୍ୟୁଷା ନ୍ୟୁଜ): ଓଡ଼ିଶାର ନୂଆ ରାଜ୍ୟପାଳ ଭାବେ ରଘୁବର ଦାସ ନିଯୁକ୍ତ ହୋଇଛନ୍ତି l ରାଷ୍ଟ୍ରପତି ଭବନରୁ ଶ୍ରୀ ଦାସଙ୍କ ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି l ଶ୍ରୀ ଦାସ ଝାରଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ସଫଳତା ସହ କାର୍ଯ୍ୟ କରିଥିଲେ l ଏବେ ସେ ବିଜେପି ର
Read More...