Browsing Category

ଓଡିଶା

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହେବ ।

ଭୁବନେଶ୍ଵର ୨୬ ଅକ୍ଟୋବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ) :ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ନମସ୍କାର । ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା I ବାତ୍ୟା 'ଦାନା', ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ
Read More...

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିବେଦନ ।

ଭୁବନେଶ୍ୱର ୨୩/୧୦/୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ
Read More...

ପଞ୍ଚାୟତ , ବିଦ୍ୟାଳୟ, ସମ୍ପ୍ରଦାୟ ସ୍ତରରେ ବାଲ୍ୟ ବିବାହ ନିରୋଧ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ।

ଭୁବନେଶ୍ଵର ୨୧/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୋର୍ଟ ପଞ୍ଚାୟତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା
Read More...

ନଭେମ୍ବର ୮ରୁ ୨୭ତମ କଳିଙ୍ଗ ପୁସ୍ତକ ମେଳା।

ଭୁବନେଶ୍ୱର , ୨୧/୧୦ ( ପ୍ରତ୍ୟୁଷା ବ୍ୟୁରୋ ) : ୨୭ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟକୁ କାଲିବ । ରାଜଧାନୀର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥ‌ିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର
Read More...

ସରକାରଙ୍କ ଉଦାସୀନତା ବିରୋଧରେ ଏମ ଆର୍ ଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଭୁବନେଶ୍ଵର ,୨୧ ଅକ୍ଟୋବର ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାତ ବର୍ଷ ଧରି ମେଡିସୀନ ରିପ୍ରେଜେନ୍ଟିଭ ମାନେ ସରକାରଙ୍କ ଉଦାସୀନତା ଯୋଗୁଁ ନିର୍ଯାତିତ ନିଷ୍ପେସିତ ହୋଇଆସୁଛନ୍ତି। ବାରମ୍ୱାର ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ ଏଣୁ
Read More...

ପ୍ରକାଶ ପାଇଛି 2022-23 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ।

ଭୁବନେଶ୍ବର, 20.10.24 ( ପ୍ରତ୍ୟୁଷା ବ୍ୟୁରୋ) ନରସିଂହପୁର ପାଇଁ ଗର୍ବ ପ୍ରକାଶ ପାଇଛି 2022-23 ଓଡିଶା ସିଭିଲ ସର୍ଭିସ ପରୀକ୍ଷା ଫଳ ଏଥିରେ ନରସିଂହପୁର ନିଜିଗଡ଼ ବାଲିସାହି ଗ୍ରାମର ବିଦ୍ୟାଧର ପାତ୍ର, ବିଜୟ ଲକ୍ଷ୍ମୀ ପାତ୍ର ଙ୍କ ପୁଅ ମନ୍ମଥ ପାତ୍ର ସଫଳତାର ସହିତ କୃତକାର୍ଯ୍ୟ
Read More...

ତନିସ୍କ ପକ୍ଷରୁ ଓଡ଼ିଶାରେ ୩ଟି ନୂଆ ଷ୍ଟୋରର ଶୁଭାରମ୍ଭ ।

ଭୁବନେଶ୍ୱର, ୧୮/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଟାଟାର ସଂସ୍ଥା ତଥା ଭାରତର ସର୍ବବୃହତ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଓଡ଼ିଶାରେ ୩ଟି ଭବ୍ୟ ନୂଆ ଷ୍ଟୋରର ଶୁଭାରମ୍ଭ କରି ନିଜର ଖୁଜୁରା ଉପସ୍ଥିତି ବିସ୍ତାର କରିଛି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ଵର ଓ କଟକ ଷ୍ଟାରକୁ ପୂର୍ବାଞ୍ଚଳ ଆଞ୍ଚଳିକ
Read More...

ହୋଟେଲ ଦ ନ୍ୟୁ ମାରିୟନ୍‌ରେ ‘ସିଲ୍କ ଇଣ୍ଡିଆ’ ପ୍ରଦର୍ଶନୀ ଆରମ୍ଭ ।

ଭୁବନେଶ୍ବର : ୧୮/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା କଳା ଓ ହସ୍ତଶିଳ୍ପ ସମିତିର ସମଗ୍ର ଭାରତର କାରିଗରମାନେ ‘ସିଂହ ଇଣ୍ଡିଆ-ୱେଡିଙ୍ଗ୍ କଲେଜନ୍” ଥମ୍ ମହିତ ପାର୍ବଣ ଋତୁର ଚାହିଁବାକୁ ପୂରଣ କରିବା ପାଇଁ ନିଜର ଏଥେନିକ୍ ଷ୍ଟେଟସ୍, ପାରମ୍ପରିକ ସିହ ଓ କଟନ ଉତ୍ପାଦଗୁଡିକୁ
Read More...

ଭୁବନେଶ୍ୱରରେ କିସ୍ନା ଡାଇମଣ୍ଡ ଆଣ୍ଡ୍ ଗୋଲ୍ଡ ଜୁଏଲାରୀର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ଶୁଭାରମ୍ଭ ।

ଭୁବନେଶ୍ୱର, 04.10.24 ( ପ୍ରତ୍ୟୁଷା ବ୍ୟୁରୋ ) : କିସ୍ନା ଡାଇମଣ୍ଡ ଆଣ୍ଡ ଗୋଲ୍ଡ ଜୁଏଲାରୀ ଓଡିଶାର ଭୁବନେଶ୍ୱରରେ ଏହାର ପ୍ରଥମ ଏକ୍ସକ୍ଲୁସିଭ ଶୋ’ରୁମ୍ର ବିଶାଳ ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରିଛି। ଏହା ଦେଶବ୍ୟାପୀ କିସ୍ନାର ୪୧ତମ ଏକ୍ସକ୍ଲୁସିଭ ଶୋ’ରୁମ୍କୁ ଚିହ୍ନିତ କରୁଛି। ଏହି
Read More...