Browsing Category
ଓଡିଶା
ନାବାର୍ଡ ପକ୍ଷରୁ ପ୍ରକାଶ ପାଇଲା ଷ୍ଟେଟ୍ ଫୋକସ୍ ପେପର୍ 2025-26 ।
ନାବାର୍ଡ ପକ୍ଷରୁ ପ୍ରକାଶ ପାଇଲା ଷ୍ଟେଟ୍ ଫୋକସ୍ ପେପର୍ 2025-26 ଭୁବନେଶ୍ଵର ୧୫/୦୨( ପ୍ରତ୍ୟୁଷା ବ୍ୟୁରୋ ) ନାବାର୍ଡ କ୍ରେଡିଟ ସେମିନାର କୁ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଉଦ୍ ଘାଟନ କରିଥିବା ବେଳେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ!-->!-->!-->…
Read More...
Read More...
ନିଶା ସେବନ ଠାରୁ ଦୁରେଇ ରଖିବାକୁ ପ୍ରୟାସ ଜାରୀ ରଖିଛି ନାର୍କୋଟିକ ଅନନାମସ ସୋସାଇଟି ।
ଭୁବନେଶ୍ଵର , ୧୭/୦୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ନିଶା ଜୀବନର ବଡ ଶତ୍ରୁ। ନିଶା କବଳିତ ହୋଇ ନିଶାଡି ପରିବାରର ପ୍ରଭୂତ କ୍ଷତି ପହଞ୍ଚାଇ ଥାଏ। ସେହିଭଳି ନିଶାଡିଙ୍କୁ ଚିହ୍ନଟ କରି ନାର୍କୋଟିକ୍ ଅନନାମସ ସୋସାଇଟି ପ୍ରୟାସ ଜାରି ରଖିଛି। ଏ ସମ୍ପର୍କରେ ଆଜି ଗ୍ରାମ ବିକାଶ ଠାରେ Society!-->…
Read More...
Read More...
ଆତିଥ୍ୟ ଶିକ୍ଷାରେ ରହିଛି ଅପାର କ୍ୟାରିୟର ସମ୍ଭାବନା ଆଇଏଚଏମ ଭୁବନେଶ୍ବର ଦେଉଛି ପ୍ରୋତ୍ସାହନ ।
ଭୁବନେଶ୍ବର, ୧୪ ଫେବୃଆରୀ ୨୦୨୫: ( ପ୍ରତ୍ୟୁଷା ବ୍ୟୁରୋ )ଓଡ଼ିଶାର ଯୁବବର୍ଗଙ୍କ ମଧ୍ୟରେ ହସପିଟାଲିଟି ବା ଆତିଥ୍ୟ ଶିକ୍ଷା ବିଷୟରେ ସଚେତନତା ସୃଷ୍ଟି କରିବା ପାଇଁ ଭୁବନେଶ୍ବରର ଇନଷ୍ଟିଚ୍ୟୁଟ୍ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ (ଆଇଏଚଏମ) ସହଭାଗିତାରେ ପତ୍ର ସୂଚନା କାର୍ଯ୍ୟାଳୟ (ପିଆଇବି)!-->…
Read More...
Read More...
ଆଇନ ଶୃଙ୍ଖଳା ଓ ମଣ୍ଡି କଟନି ଛଟନି ବିରୋଧରେ ଗର୍ଜ୍ଜିଲେ ବିରୋଧୀ ।
ଭୁବନେଶ୍ଵର ,୧୪/୦୨( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନ ସଭା ବଜେଟ୍ ଅଧିବେଶନର ଦ୍ବିତୀୟ ଦିନ ପ୍ରଥମ ପର୍ଯ୍ୟାୟ ଗୃହ କାର୍ଯ୍ୟ ଚାଲି ପାରିନି। ବିରୋଧୀ କଂଗ୍ରେସ ପ୍ରଥମେ ଗୃହ ମଧ୍ୟ ଭାଗକୁ ଆସି ଆଇନ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନେଇ ନାରା ବାଜି ଆରମ୍ଭ କରିଥିଲେ। ପରେ ପରେ ବିରୋଧୀ ବିଜେଡି!-->…
Read More...
Read More...
ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନ ସଭା ଅଧିବେଶନ ଆରମ୍ଭ
ଭୁବନେଶ୍ଵର ,୧୩ / ୦୨ / ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନ ସଭାର ବଜେଟ ଅଧିବେଶନ ରାଜ୍ୟପାଳଙ୍କ ଅଭିଭାଷଣରୁ ଆରମ୍ଭ ହୋଇଛି। ଫେବୃଆରି ୧୩ ତାରିଖ ପୂର୍ବାହ୍ନ ୧୧ଟାରୁ ଗୃହ କାର୍ଯ୍ୟ ଆରମ୍ଭ ହୋଇଥିଲା। ବିଧାନସଭା ଅଧିବେଶନ ଆରମ୍ଭ ରାଜ୍ୟପାଳ ଡ ହରିବାବୁ କମ୍ବମପତି ପହଞ୍ଚିବା ପରେ ବାଚସ୍ପତି!-->…
Read More...
Read More...
ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପାଳନ କରୁଛି 500+ ସଫଳ କିଡନୀ ପ୍ରତ୍ୟାରୋପଣ ସହିତ ରୋଗୀଙ୍କୁ ଅସାଧାରଣ ସେବା ଓ ଯତ୍ନ…
ଭୁବନେଶ୍ୱର, ୧୧ ।୦୨ , (ପ୍ରତ୍ୟୁଷା ବ୍ୟୁରୋ) : ମଣିପାଲ ହସ୍ପିଟାଲ ଭୁବନେଶ୍ୱର ୫୦୦ରୁ ଅଧିକ ସଫଳ କିଡ୍ନୀ ପ୍ରତିରୋପଣ କରି ଓଡିଶାରେ କିଡ୍ନୀ ପ୍ରତିରୋପଣ କ୍ଷେତ୍ରରେ ପୁଣି ଏକ ମାଇଲଷ୍ଟୋନ୍ ଅତିକ୍ରମ କରିଛି । ଯେଉଁଥିରେ ରୋଗୀଙ୍କର ଅସାଧାରଣ ସହନଶୀଳତା ସହିତ ହସ୍ପିଟାଲର ଅଭିଜ୍ଞ ଡାକ୍ତର,!-->…
Read More...
Read More...
ଭକ୍ତ ଦାସ ନୂଆ ପି ସି ସି ସଭାପତି ନିଯୁକ୍ତ ।
ଭୁବନେଶ୍ୱର , ୧୧/୦୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ଦୀର୍ଘଦିନ ଆଠ ମାସର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତ ଦାସ ନୂଆ ପି ସି ସି ସଭାପତି ନିଯୁକ୍ତ ହୋଇଛନ୍ତି। ଏ ଆଇ ସି ସି ପକ୍ଷରୁ ଏହି ଅଳ୍ପ ସମୟ ପୂର୍ବରୁ ଘୋଷଣା ହୋଇଛି। କେ ସି ବେନୁଗୋପାଲଙ୍କ ସ୍ବାକ୍ଷରରେ ଏହି ନିଯୁକ୍ତି ପତ୍ର ଘୋଷଣା!-->…
Read More...
Read More...
ଟାଟା ଷ୍ଟିଲ୍ ଫାଉଣ୍ଡେସନ ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ ପକ୍ଷରୁ ଦୁଇଦିନିଆ କନ୍କ୍ଲେଭ୍ ‘ଅରୁଣିମା…
ବ୍ରହ୍ମପୁର, 11/02/25 ( ପ୍ରତ୍ୟୁଷା ବ୍ୟୁରୋ ) : ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍) ଓ ଟାଟା ଷ୍ଟିଲ୍ ସ୍ପେସିଆଲ୍ ଇକୋନମିକ୍ ଜୋନ୍ (ଟିଏସ୍ଏସ୍ଇଜେଡ୍) ଦ୍ୱାରା ‘ଅରୁଣିମା ୨୦୨୫’ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ବିଜୁ ପଟ୍ଟନାୟକ ଅଡିଟୋରିୟମ୍ରେ ଆୟୋଜିତ। ଏହି ଅବସରରେ ମୁଖ୍ୟ!-->…
Read More...
Read More...
PGL FURNITURES Featherlite Opens Exclusive Experience Centre in Bhubaneswar.
Bhubaneswar, 7th February 2025 ( Pratyushanews ): Featherlite, a leader in workspace furniture solutions, has announced the grand opening of its exclusive Experience Centre, which is dedicated to showcasing cutting-edge designs in!-->…
Read More...
Read More...
ଲିମ୍ଫାଟିକ ଫାଇଲେରିଆ ଦୂରୀକରଣ କାର୍ଯ୍ୟକ୍ରମ ଫେବୃଆରୀ ୧୦ରୁ ୧୯ ତାରିଖ ଯାଏଁ ଚାଲିବ
ଭୁବନେଶ୍ୱର, 06. 02.25 ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ରାଜ୍ୟର ୬ ଟି ଫାଇଲେରିଆପ୍ରବଣ ଜିଲ୍ଲାରେ ଲିମ୍ଫାଟିକ ଫାଇଲେରିଆ (ଏଲଏଫ) ଦୂରୀକରଣ ନିମନ୍ତେ ସାମୂହିକ ଔଷଧ ସେବନ କାର୍ଯ୍ୟକ୍ରମ (ଏମଡିଏ) ଚଳିତବର୍ଷ (୨୦୨୫) ଫେବୃଆରୀ ୧୦!-->…
Read More...
Read More...