ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ , ପ୍ରତ୍ୟେକ ଜୀବନ ମୂଲ୍ୟବାନ ଏହି ନୀତିରେ ସବୁ ସମ୍ଭାବ୍ୟ…

ଭୁବନେଶ୍ବର, 17/06/ 22 (ପ୍ରତ୍ୟୁଷl ବ୍ୟୁରୋ): ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ସମସ୍ତ ସମ୍ଭାବ୍ୟ ବିପର୍ଯ୍ୟୟ ପାଇଁ ପ୍ରସ୍ତୁତ ରହିବାକୁ ରାଜ୍ୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ
Read More...

ଆମ୍ରା ର ତିନି ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ

ଭୁବନେଶ୍ୱର 17/6 ( ପ୍ରତ୍ୟୁଷା ବ୍ୟୁରୋ ) ରକ୍ତ ସଂଗ୍ରହ କ୍ଷେତ୍ରରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବା ଅଲ ଇଣ୍ଡିଆ ମୋବାଇଲ ରିଟେଲର ଆସୋସିଏସନ ( ଆମ୍ରା )ଦ୍ୱିତୀୟ ବର୍ଷରେ ତିନି ହଜାର ୟୁନିଟ ରକ୍ତ ସଂଗ୍ରହ ଲକ୍ଷ୍ୟ ରଖିଛି ବୋଲି କହିଛନ୍ତି ଏହାର ସଭାପତି ବିଶିଷ୍ଟ ମୋବାଇଲ ବିତରକ
Read More...

ଆଇ ଏ ଏସ ସ୍ତରରେ ଅଦଳବଦଳ କୁଳାଙ୍ଗେ ବିଜୟ ଅମୃତ ଵି ଏମ ସି ନୂଆ କମିଶନର

ଭୁବନେଶ୍ୱର 16/6 (ପ୍ରତ୍ୟୁଷl ବ୍ୟୁରୋ): ରାଜ୍ୟ ସରକାର ଆଜି ଆଇ ଏ ଏସ ସ୍ତରରେଵ ଡ଼ ଅଦଳ ବଦଳ କରିଛନ୍ତି I ଏ ନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି I ବିଜ୍ଞପ୍ତି ଅନୁଯାୟୀ ଗଞ୍ଜାମ ଜିଲ୍ଲପାଳ କୁଳାଙ୍ଗେ ବିଜୟ ଅମୃତଙ୍କୁ ଭୁବନେଶ୍ୱର ମହାନଗର ନିଗମର
Read More...

କମିଶନର ଓ 5T ସଚିବଙ୍କ ଓଲଟପୁର ଗସ୍ତ ,ନିଆଳି ଓଲଟପୁର ରାସ୍ତା ଦୁଇ ଥକିଆ ହେବ,ହସ୍ପିଟାଲ ପାରିପାର୍ଶ୍ଵିକ ଅଂଚଳର…

ଭୁବନେଶ୍ୱର16/6/22 (ପ୍ରତ୍ୟୁଷl ବ୍ୟୁରୋ): ଓଲଟପୁର ସ୍ଥିତ NIRTAR ଅସ୍ଥି ଚିକିତ୍ସା ତଥା ଥାଇଥାନ ସମ୍ପର୍କିତ ଏକ ପ୍ରସିଦ୍ଧ ଜାତୀୟ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ. ପ୍ରତିଦିନ ରାଜ୍ୟ ର ବିଭିନ୍ନ ଅଂଚଳରୁ ଚିକିତ୍ସା ପାଇଁ ଶହ ଶହ ରୋଗୀ ଏଠାକୁ ଆସିଥାନ୍ତି.ରୋଗୀମାନେ ଯେପରି ସୁବିଧାରେ ଏହି
Read More...

ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର 16/6 ( ପ୍ରତ୍ୟୁଷl ବ୍ୟୁରୋ): ପ୍ରତୀକ୍ଷାର ଅନ୍ତ ଘଟିଛି l ସ୍ୱାଭାବିକ ଭାବରେ ମୌସୁମୀ ଆଜି ଓଡିଶା ଛୁଇଁଛି l ରାଜ୍ୟର ମାଲକାନଗିରି,କୋରାପୁଟ ଓ ନବରଙ୍ଗପୁରପୁର ଜିଲ୍ଲାରେ ଏହାର ପହିଲି ପ୍ରବେଶ ହୋଇଥିବା ବେଳେ ନୂଆପଡା କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ
Read More...

“ମିସନ୍ ଜିନ୍ଦେଗି” ସଫଳତା ହାସଲ କରିଛି

ଭୁବନେଶ୍ବର,15/06/22 ( ପ୍ରତ୍ୟୁଷl ବ୍ୟୁରୋ): ପାଞ୍ଚ ଦିନର ଅକ୍ଲାନ୍ତ ଚେଷ୍ଟାପରେ 80 ଫୁଟ ଗଭୀର ଅଣଓସାରିଆ ନଳକୂପ ମଧ୍ୟରୁ ସଫଳତା ସହ ଜୀବନ୍ତ ଉଦ୍ଧାର ହୋଇଛି 11 ବର୍ଷିୟ ରାହୁଲ l ଏନ ଡି ଆର ଏଫ ଓ ସେନା ର ମିଳିତ ଉଦ୍ୟମରେ ରାହୁଲ ପାଇଛି ନବଜୀବନ l ହରିୟାଣା ରାଜ୍ୟରେ ପ୍ରିନ୍ସ ପରେ
Read More...