ଇଣ୍ଡିଆନ ବ୍ୟାଙ୍କ ଏସ ଏଚ ଜି ମାଧ୍ୟମରେ ଜାରି ରଖିବ ମହିଳା ସଶକ୍ତିକରଣ ।

ଭୁବନେଶ୍ୱର , 20.04.25 ( ପ୍ରତ୍ୟୁଷା ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିକଶିତ ଭାରତ ସ୍ବପ୍ନକୁ ସଫଳ କରାଇବା ପାଇଁ ମହିଳା ସଶକ୍ତିକରଣ ଏବେ ଦେଶରେ ଆଗକୁ ବଢୁଛି। ଦେଶରେ ଏବେ ଦେଢ଼ କୋଟିରୁ ଅଧିକ ମହିଳା ଏସ ଏଚ ଜି ଜରିଆରେ ସଶକ୍ତ ହୋଇପାରିଛନ୍ତି। ଇଣ୍ଡିଆନ
Read More...

ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ବିଶ୍ବ ଲିଭର ଦିବସ ଅବସରରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ଚକ୍ର…

ଭୁବନେଶ୍ବର ୧୯ ୦୪ ( ପ୍ରତ୍ୟୁଷା ବ୍ୟୁରୋ )ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ୟୁନିଟ ୯ ମଧୁସୂଦନ ମାର୍ଗର ମହାବୁଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଠାରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୫୦ରୁ
Read More...

ଭୁବନେଶ୍ୱରରେ ସେନେସ ଶୋ ‘ରୁମର ଶୁଭାରମ୍ଭଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଯୋଗଦାନ ।

ଭୁବନେଶ୍ୱର, 12.04.25 ( ପ୍ରତ୍ୟୁଷା ବ୍ୟୁରୋ ) : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ\'ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ ପାଇଁ
Read More...

କ୍ଷୁଦ୍ର ମଧ୍ୟମ ସାମ୍ବାଦପତ୍ରରୁ ଜାଣି ହୁଏ ସବୁ ସ୍ଥାନର ଖବର ଓଡ଼ିଆ ସାପ୍ତାହିକୀ ” ଦେଶ ବିଦେଶ “ର…

ଭୁବନେଶ୍ୱର , ୧୦ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ )ରାଜ୍ୟର ଅଗ୍ରଣୀ ଓଡ଼ିଆ ସାପ୍ତାହିକୀ " ଦେଶ ବିଦେଶ "ର ଉଜ୍ବଳ ଭବିଷ୍ୟତ କାମନା କରିଛନ୍ତି ବର୍ଷୀୟାନ ନେତା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼ାଇ। ଦେଶ ବିଦେଶ ର ଏକାଦଶ ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥିଭାବେ ଭାବେ ଯୋଗ ଦେଇ
Read More...

ବ୍ରାହ୍ମଣମାନେ ହେଉଛନ୍ତି ପ୍ରକୃତ ଦଳିତ

ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଜାତି ଶ୍ରେଷ୍ଠ ବ୍ରାହ୍ମଣ ମାନଙ୍କ ସମ୍ପର୍କରେ ଏକ ପୋଷ୍ଟ କରି ଯାହା ଲେଖିଛନ୍ତି ତାହା ଚିନ୍ତା ଜନକ। ଏ ବିଷୟରେ ବର୍ତ୍ତମାନ ତର୍ଜମା କରିବାର ବେଳ ଆସିଛି।ଶ୍ରୀ ଗଡକରୀ ଟ୍ୱିଟ୍ କରି କହିଛନ୍ତି ଯେ
Read More...

ପଣ୍ଡିଆନଙ୍କୁ ସମାଲୋଚନା ନ କରିବାକୁ ପରାମର୍ଶ ଦେଲେ ନବୀନ ।

ଭୁବନେଶ୍ୱର, ୧୦ ଏପ୍ରିଲ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ "ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ସେ ଗତ ଦଶ
Read More...

୭୩ ତମ ସର୍ବ ଭାରତୀୟ ପୋଲିସ ହକି ଚମ୍ପିୟାନସିପ ୨୦୨୫ ଉଦଘାଟିତ ।

ଭୁବନେଶ୍ୱର : ୦୭ ଏପ୍ରିଲ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ ହକି ଗ୍ରାଉଣ୍ଡରେ ଆଜି ଠାରୁ ଆରମ୍ଭ ହୋଇଛି ଅଖିଳ ଭାରତୀୟ ପୋଲିସ ଉଭୟ ପୁରୁଷ ଓ ମହିଳା ହକି ଚାମ୍ପିୟାନସିପ ୨୦୨୫। ସପ୍ତମ ବାଟାଲିୟନ ପୋଲସ ପଡିଆରେ ଏହାକୁ ରାଜ୍ୟ ପୋଲିସ ମହାନିର୍ଦେଶକ ଯୋଗେଶ
Read More...