କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆର ତିନି ଦିନିଆ ମ୍ୟାନେଜମେଣ୍ଟ ସେମିନାର ଉଦଘାଟିତ
ଭୁବନେଶ୍ୱର 14/5( ପ୍ରତ୍ୟୁଷା ବ୍ୟୁରୋ )ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟସ ଅଫ ଇଣ୍ଡିଆ ( ଆଇ ସି ଏ ଆଇ )ର ତିନି ଦିନିଆ ବାଣିଜ୍ୟ ପରିଚାଳନା ସମ୍ମିଳନୀ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବର୍ଣାଢ ପରିବେଶରେ ମଇ 13 ତାରିଖ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ!-->…
Read More...
Read More...