ବିଶିଷ୍ଟ ସଂଗୀତଜ୍ଞ ପ୍ରଫୁଲ୍ଲ କର ଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀଙ୍କ ଶୋକ I ରାଷ୍ଟ୍ରୀୟ ସମ୍ମାନ ସହ ଶେଷକୃତ୍ୟ ହେବ I…

ଭୁବନେଶ୍ୱର ୧୮/୦୪/୨୦୨୨( ପ୍ରତ୍ୟୁଷା ବ୍ୟୁରୋ): ଯଶସ୍ବୀ ସଙ୍ଗୀତଜ୍ଞ ପ୍ରଫୁଲ୍ଲ କରଙ୍କ ବିୟୋଗ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି I ଏକ ଶୋକବାର୍ତ୍ତା ରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ବର୍ଗତ କରଙ୍କୁ ଜଣେ ଯଶସ୍ବୀ କଳାକାର ଭାବରେ ବର୍ଣନା
Read More...

ବିଜୁ ବାବୁଙ୍କୁ ରାଜ୍ୟବାସୀଙ୍କ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର 17/4 ପ୍ରତ୍ୟୁଷା ବ୍ୟୁରୋମହାନ ଜନ ନାୟକ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସରେ ରାଜ୍ୟବାସୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି l ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅବସରରେ ତାଙ୍କ ପିତାଙ୍କ ସ୍ମୃତି ଚାରଣକରି ମାଲ୍ୟାର୍ପଣ କରିଥିଲେ l ବିଜେଡି ପାର୍ଟି ପକ୍ଷରୁ
Read More...

ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଙ୍କ ଜନ୍ମ ପୀଠ ବିକାଶ କାର୍ଯ୍ୟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ଙ୍କ ସଚିବ I ସୁଆଣ୍ଡୋ କେବଳ…

ଭୁବନେଶ୍ୱର ,୧୬/୦୪ ( ପ୍ରତ୍ୟୁଷା ବ୍ୟୁରୋ): ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଓଡ଼ିଆ ଜାତିର ଗର୍ବ ଓ ଗୌରବ.ଓଡ଼ିଆ ଜାତି ପାଇଁ ତାଙ୍କ ତ୍ୟାଗ କୁ ଏ ଜାତି କେବେ ଭୁଲି ପାରିବ ନାହିଁ I ତାଙ୍କ ଜନ୍ମସ୍ଥାନ ପ୍ରତି ଓଡ଼ିଆଙ୍କ ର ତୀର୍ଥ କ୍ଷେତ୍ର. ଗୋପବନ୍ଧୁ ଙ୍କ ଜନ୍ମପୀଠ ପୁରୀ ଜିଲ୍ଲା
Read More...

ଜୁନ 6ରୁ ଗ୍ରୀଷ୍ମଛୁଟି

ଭୁବନେଶ୍ୱର 16/4( ପ୍ରତ୍ୟୁଷା ନ୍ୟୁଜ ): ରାଜ୍ୟ ସରକାର ଆଜି ଜୁନ 6ରୁ 16 ତାରିଖ ଯାଏ ଗ୍ରୀଷ୍ମ ଛୁଟି ଘୋଷଣା କରିଛନ୍ତି l ଏହା ଉଭୟ ସରକାରୀ ଓ ଘରୋଇ ବିଦ୍ୟାଳୟ ଗୁଡିକ ପାଇଁ କାର୍ଯ୍ୟକାରୀ ହେବ l ତେବେ ଚଳିତ ବର୍ଷ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ଶିକ୍ଷା ବର୍ଷ କେବେଠାରୁ ଆରମ୍ଭ ହେବ ତାହା
Read More...

ପ୍ରତ୍ୟୁଷା ପଢ଼ାରେ ମଗ୍ନ ମନ୍ତ୍ରୀ ରଘୁ ନନ୍ଦନ

ଭୁବନେଶ୍ୱର 16/4( ଏଜେନସି )ସ୍ମାର୍ଟ ସିଟି ଭୁବନେଶ୍ୱରରୁ ପ୍ରକାଶ ପାଉଥିବା ଳୋକ ପ୍ରିୟ ଦ୍ବିଭାଷୀ ସମ୍ବାଦପତ୍ର " ପ୍ରତ୍ୟୁଷା " ପଠନରେ ମଗ୍ନ ଓଡିଶା ସରକାରର ସୂଚନା ଓ ଲୋକ ସମ୍ପର୍କ ବିଭାଗ ଏବଂ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ରଘୁ ନନ୍ଦନ ଦାସ l ଉଲ୍ଲେଖ ଯେ, ପ୍ରତ୍ୟୁଷା ଉଭୟ ଛପା ଓ
Read More...

” ଏଇ ଜୀବନ ” ଓଡ଼ିଆ ସିନେମାର ଟିଜର ରିଲିଜ

ଭୁବନେଶ୍ୱର 9/4 ( ପ୍ରତ୍ୟୁଷା ବ୍ୟୁରୋ ):ଅନନ୍ତ ଭାରତୀ କ୍ରିଏସନ ଓ ନାଁଓ ଓଡିଶାର ମିଳିତ ଆନୁକୂଲ୍ୟରେ ଓଡ଼ିଆ ଚଳଚିତ୍ର " ଏ ଜୀବନ " ର ଟିଜର ଶୁକ୍ରବାର ମନୋଜ୍ଞ ସନ୍ଧ୍ୟାରେ ମୁକ୍ତିଲାଭ କରିଛି l ସମ୍ପୂର୍ଣ ସିନେମାଟି ଆସନ୍ତା ରଜରେ ଖେଳିବ ବୋଲି ଯୁଗ୍ମ ପ୍ରଯୋଜକ ରମେଶ ମହାନ୍ତି ଓ ଅନନ୍ତ
Read More...