Browsing Tag

latestodianews

ଓଡିଶା ଛୁଇଁଲା ମୌସୁମୀ

ଭୁବନେଶ୍ୱର 16/6 ( ପ୍ରତ୍ୟୁଷl ବ୍ୟୁରୋ): ପ୍ରତୀକ୍ଷାର ଅନ୍ତ ଘଟିଛି l ସ୍ୱାଭାବିକ ଭାବରେ ମୌସୁମୀ ଆଜି ଓଡିଶା ଛୁଇଁଛି l ରାଜ୍ୟର ମାଲକାନଗିରି,କୋରାପୁଟ ଓ ନବରଙ୍ଗପୁରପୁର ଜିଲ୍ଲାରେ ଏହାର ପହିଲି ପ୍ରବେଶ ହୋଇଥିବା ବେଳେ ନୂଆପଡା କଳାହାଣ୍ଡି ଓ ରାୟଗଡା ଜିଲ୍ଲାର ଅଳ୍ପ କେତେକ ଅଞ୍ଚଳରେ
Read More...

“ମିସନ୍ ଜିନ୍ଦେଗି” ସଫଳତା ହାସଲ କରିଛି

ଭୁବନେଶ୍ବର,15/06/22 ( ପ୍ରତ୍ୟୁଷl ବ୍ୟୁରୋ): ପାଞ୍ଚ ଦିନର ଅକ୍ଲାନ୍ତ ଚେଷ୍ଟାପରେ 80 ଫୁଟ ଗଭୀର ଅଣଓସାରିଆ ନଳକୂପ ମଧ୍ୟରୁ ସଫଳତା ସହ ଜୀବନ୍ତ ଉଦ୍ଧାର ହୋଇଛି 11 ବର୍ଷିୟ ରାହୁଲ l ଏନ ଡି ଆର ଏଫ ଓ ସେନା ର ମିଳିତ ଉଦ୍ୟମରେ ରାହୁଲ ପାଇଛି ନବଜୀବନ l ହରିୟାଣା ରାଜ୍ୟରେ ପ୍ରିନ୍ସ ପରେ
Read More...

ବିଶ୍ୱ ପରିବେଶ ଦିବସରେ ଏଚ ଡି ଏଫ ସି ବ୍ୟାଙ୍କର ଥିମ ” ଓନଲି ୱାନ ଆର୍ଥ

ଭୁବନେଶ୍ୱର 5/6 ( ପ୍ରତ୍ୟୁଷା ବ୍ୟୁରୋ )ବିଶ୍ୱ ପରିବେଶ ପାଇଁ ସମସ୍ତେ ଚିନ୍ତା କରିବା ବେଳ ଆସିଛି l ଆଉ ଆଜି ଏହି ଦିନରେ ଅଗ୍ରଣୀ ଘରୋଇ ବ୍ୟାଙ୍କ ଏଚ ଏଫ ଡି ସି ର ଭାଇସ ପ୍ରେସିଡେଣ୍ଟ ଓ କ୍ଲଷ୍ଟର ହେଡ଼ ଅନିମେଶ ବିଶ୍ୱାଳ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା
Read More...

ଡ. ଶରତ ସାହୁଙ୍କୁ ସ୍ପାଇସ ଆଇକନ ଆୱାର୍ଡ

ଭୁବନେଶ୍ବର, 4/06 ( ପ୍ରତ୍ୟୁଷl ବ୍ୟୁରୋ) : ଓଡ଼ିଶାର ଖାଦ୍ୟପ୍ରକ୍ରିୟାକରଣ ଶିଳ୍ପ କ୍ଷେତ୍ରରେ ୪୭ବର୍ଷରେ ପହଂଚିଥିବା ଲୋକପ୍ରିୟ ରୁଚି ଫୁଡ୍‌ଲାଇନ୍‌କୁଉତ୍କର୍ଷତା, ଗୁଣବତା ଓ ଉଦ୍ୟୋଗକ୍ଷେତ୍ରରେ ବିକାଶ ପାଇଁ ମିଳିଛି ଆଉ ଏକ ଜାତୀୟ ପୁରସ୍କାର । ନୂଆଦିଲ୍ଲୀର ଗ୍ଲୋବାଲ ସାଇସ୍ସ ମିଟ୍‌ର
Read More...

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ନବୀନ

ଭୁବନେଶ୍ୱର 30/5 ( ପ୍ରତ୍ୟୁଷା ନ୍ୟୁଜ )ତିନିଦିନିଆ ନୂଆଦିଲ୍ଲୀ ଗସ୍ତରେ ଯାଇଥିବା ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି l ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ଦୁଇ ନେତାଙ୍କ ଭେଟଘାଟକୁ ରାଜନୀତି ବିଶାରଦ
Read More...

ମୋ ସରକାରରେ ସାମିଲ ହେଲା ଅର୍ଥ, ବାଣିଜ୍ୟ ଓ ପୂର୍ତ୍ତ

ଭୁବନେଶ୍ବର, 26/05 ( ପ୍ରତ୍ୟୁଷl ବ୍ୟୁରୋ) : ରାଜ୍ୟର ପ୍ରଶାସନିକ ବ୍ୟବସ୍ଥାକୁ ମୋ ସରକାର ଏକ ନୂଆ ମଡେଲ ଦେଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ଆଜି ମୋ ସରକାର ଉପକ୍ରମ ସଂପର୍କରେ ଏକ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ
Read More...