Browsing Tag

Odisha news today

ଶ୍ରୀମନ୍ଦିରରେ ହୋଲି ପର୍ବ

ପୁରୀ 07/3 ( ପ୍ରତ୍ୟୁଷା ବ୍ୟୁରୋ ):ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇଥାଏ ଏହାପରେ ପାଳିଆ ମେକାପ ଭଣ୍ଡାର ଘରୁ ଅଧିବାସ ହୋଇଥିବା ଚନ୍ଦନ ବିଜେ କରି ନେଇଥାନ୍ତି । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉଙ୍କ ସର୍ବାଙ୍ଗ ନୀତି କରିଥାନ୍ତି । ଏହା ଉତ୍ତରାରେ ଶ୍ରୀ ଦେବୀ ଓ ଭୂଦେବୀ…
Read More...

CARE connect program ମାଧ୍ୟମରେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଭାବ ବିନିମୟ

ଭୁବନେଶ୍ୱର, ୪-୩-୨୩, ( ପ୍ରତ୍ୟୁଷା ବ୍ୟୁରୋ)-: ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ସୁପରିଚିତ ଥିବା କେୟାର ହସ୍ପିଟାଲ ପକ୍ଷରୁ ଏକ ଭାବ ବିନିମୟ କାର୍ଯ୍ୟକ୍ରମ CARE connect programର ଆୟୋଜନ କରାଯାଇଥିଲା । ଏଥିରେ ହାର୍ଟ ସର୍ଜରୀ ହୋଇଥିବା ଶିଶୁ ଓ ତାଙ୍କ ଅଭିବାବକମାନେ ଡାକ୍ତରଙ୍କ ସହ…
Read More...

କଳିଙ୍ଗରନର୍ସ ପକ୍ଷରୁ ୫ମ ଜାତୀୟସ୍ତରର ଗଣଦୌଡ

ଭୁବନେଶ୍ବର, ( ପ୍ରତ୍ୟୁଷା ବ୍ୟୁରୋ): :ଓଡିଶାରେ ଏକ ସୁସ୍ଥ ସମାଜ ଓ ସମସ୍ତଙ୍କୁ ସ୍ଵାସ୍ଥ୍ୟ ସମ୍ପର୍କରେ ସଚେତନ କରାଇବାକୁ ଯାଇ କଳିଙ୍ଗରନର୍ସ ଏକ ମାରାଥନ୍‌ର ଆୟୋଜନ କରିଛି । ଏହି ସିଟି ମାରାଥନ୍‌ ଶିଖରଚଣ୍ଡୀଠାରୁ ଆରମ୍ଭ କରାଯାଇଥିଲା। ଏଥିରେ ୫କିମି (ସକାଳ ୬:୩୦, ରିପୋର୍ଟଟାଇମ୍ –…
Read More...

ଖୋଲାଫର୍ଦ ପ୍ରକାଶ କରେ ଖୋଲା କଥା
ସାପ୍ତାହିକରୁ ହେବ ଖୁଵ ଶୀଘ୍ର ଦୈନିକ

ଭୁବନେଶ୍ୱର 26/02 ( ପ୍ରତ୍ୟୁଷା ବ୍ୟୁରୋ )ଦୀର୍ଘ ବତିଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ସବୁଜ ଓଡିଶା ର ଖୋଲା ଫର୍ଦ ଆଜି ହୋଟେଲ ନ୍ୟୁ ମାରିୟନ ଠାରେ ତା 'ରପୂର୍ତ୍ତି ଉତ୍ସବ ପାଳନ ପାଳନ କରିଛି l ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର , ସାଂସଦ ମୁନା…
Read More...

ଜିଲ୍ଲାପାଳ ସମ୍ମିଳନୀ ଆରମ୍ଭ,ଲୋକଙ୍କ ଦ୍ୱାର ଦେଶରେ ପହଂଚିବ ସରକାରୀ ସେବା।

ଭୁବନେଶ୍ବର, 14.02.23 (ପ୍ରତ୍ୟୁଷା ବ୍ୟୁରୋ):ଆରମ୍ଭ ହୋଇଛି ଦୁଇ ଦିନିଆ ଆଇଏଏସ ସମ୍ମିଳନୀ । ମୁଖ୍ୟମନ୍ତ୍ରୀ ଙ୍କ ସମେତ ରାଜ୍ୟ ସରକାର ଙ୍କ ତିନି ମନ୍ତ୍ରୀ ପ୍ରଦୀପ ଅମାତ, ନିରଞ୍ଜନ ପୂଜାରୀ, ଟୁକୁନି ସାହୁ ଉପସ୍ଥିତ ଥିଲେ। ତିନି ବର୍ଷ ପରେ ଏଭଳି ବୈଠକ କରାଯାଉଛି। 17 ଟି ବିଷୟ ଉପରେ ବିଶେଷ…
Read More...

“ରିଲାଏନ୍ସ ଜୁଏଲ୍‌ସ ସହିତ ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍ ଅନୁଭୂତିର ଚମତ୍କାର ସୌନ୍ଦର୍ଯ୍ୟକୁ ଅନ୍‌ଲକ୍ କରନ୍ତୁ’

ଭୁବନେଶ୍ୱର, ୩ ଫେବ୍ରୁଆରି ୨୦୨୩ ( ପ୍ରତ୍ୟୁଷl ବ୍ୟୁରୋ): ଭାରତର ଅଗ୍ରଣୀ ଉତ୍କୃଷ୍ଟ ଗହଣା ବ୍ରାଣ୍ଡ୍ ରିଲାଏନ୍ସ ଜୁଏଲସ୍ ପକ୍ଷରୁ ଗତ ୧୫ ବର୍ଷ ଧରି ଡିଜାଇନ ଉତ୍କର୍ଷ ଜରିଆରେ ଏହାର ପୃଷ୍ଠପୋଷକମାନଙ୍କୁ ରୋମାଂଚିତ କରୁଥିବା ବେଳେ କଂପାନି ଏହାର ସୋ’ରୁମ୍‌ରେ “ଏଲିନାଙ୍କ ଡ୍ରିମ୍ ଡାଇମଣ୍ଡ୍…
Read More...

ଜିଓ ପକ୍ଷରୁ ଓଡ଼ିଶାରେ ଟ୍ରୁ-୫ଜିର ଶୁଭାରମ୍ଭ

ଭୁବନେଶ୍ୱର, ୦୫/୦୧/୨୦୨୩ (ପ୍ରତ୍ୟୁଷା ବ୍ୟୁରୋ): ମାନ୍ୟବର କେନ୍ଦ୍ର ଯୋଗାଯୋଗ, ରେଳ, ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ ବୈଷ୍ଣବ ଏବଂ ମାନ୍ୟବର କେନ୍ଦ୍ର ଶିକ୍ଷା ଏବଂ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଜି ଅତୁଲ୍ୟ ଭାରତର ଆତ୍ମା ଭାବେ…
Read More...