Browsing Tag

Odisha current news today

ସିଆଇଆଇ ଓଡିଶା ପକ୍ଷରୁ ଓଡିଶାରେ ଶିଳ୍ପ ଅଭିବୃଦ୍ଧି ଓ ସ୍ଥାୟୀ ବିକାଶ ପାଇଁ ଏକ ରୋଡମ୍ୟାପ ସହିତ ୨୦୨୬-୨୭ ପାଇଁ ନୂଆ…

ଭୁବନେଶ୍ୱର, 7.05.26 ( ପ୍ରତ୍ୟୁଷା ବ୍ୟୁରୋ ): ଭାରତୀୟ ଶିଳ୍ପ ମହାସଂଘ (ସିଆଇଆଇ), ଓଡିଶା ରାଜ୍ୟ ପରିଷଦ ପକ୍ଷରୁ, ଜେଏସଡବ୍ଲ୍ୟୁ ଷ୍ଟିଲ ଲିମିଟେଡର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅନୀଲ କୁମାର ସିଂହ ୨୦୨୬-୨୭ ବର୍ଷ ପାଇଁ ଏହାର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏଥିସହିତ ଟାଟା ଷ୍ଟିଲ
Read More...

ସେଣ୍ଟର ଫର ସାଇଟ ଭୁବନେଶ୍ୱରରେ ଆଡ଼ଭାନ୍ସ ପେଡିଆଟ୍ରିକ ଅପଥାଲମୋଲୋଜି ସେବାର ଶୁଭାରମ୍ଭ ।

ଭୁବନେଶ୍ୱର : ୦୬ ମଇ ୨୦୨୬( ପି ଏନ ଏସ ) ସ୍ଵତନ୍ତ୍ର ଓ ବ୍ୟାପକ ଚକ୍ଷୁ ଚିକିତ୍ସା ପ୍ରଦାନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ସୁଦୃଢ କରି ସେଣ୍ଟର ଫରସାଇଟ ଗ୍ରୁପ ଅଫ୍ ଆଇ ହସ୍ପିଟାଲ୍ଡ ପକ୍ଷରୁ ଏହାର ଭୁବନେଶ୍ଵର ସେଣ୍ଟରରେ ଉତ୍ସର୍ଗୀକୃତ ପେଡିଆଟ୍ରିକ ଅପ୍‌ଥାଲମୋଲୋଜି ସେବାରଶୁଭାରମ୍ଭ
Read More...

ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ପୂର୍ବରୁ ରାଜ୍ୟପାଳଙ୍କୁ ଭେଟିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ।

ଭୁବନେଶ୍ୱର, 29.04.26 ( ପ୍ରତ୍ୟୁଷା ବ୍ୟୁରୋ ): ସଂସଦୀୟ ବ୍ୟାପାର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ବୁଧବାର ଦିନ ଲୋକଭବନରେ ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟିଙ୍କୁ ଭେଟି ଏପ୍ରିଲ ୩୦ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର ଅଧିବେଶନର କାର୍ଯ୍ୟସୂଚୀ ଏବଂ
Read More...

ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍‌ପିଟାଲରେ ‘ବେସିକ୍ ଲାଇଫ୍ ସପୋର୍ଟ’ ତାଲିମ୍ କାର୍ଯ୍ୟକ୍ରମ ଆୟୋଜିତ ।

ଭୁବନେଶ୍ବର,୨୪/୪/୨୦୨୬( ପ୍ରତ୍ୟୁଷା ବ୍ୟୁରୋ): ହାଇଟେକ୍ ମେଡିକାଲ୍ କଲେଜ ଓ ହସ୍ପିଟାଲରେ ବେସିକ ଲାଇଫ୍ ସପୋର୍ଟ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି | ପ୍ରାୟ ୭ଶହରୁ ଅଧିକ ନସିଂ ଅଫିସର, ସୁପରଭାଇଜର, ନସିଂ ଛାତ୍ରଛାତ୍ରୀଙ୍କୁ ଏହି ଜୀବନ ରକ୍ଷାକାରୀ ତାଲିମ୍ ପ୍ରଦାନ କରାଯାଇଛି I
Read More...

ଷ୍ଟାଇଲ ବଜାର ପକ୍ଷରୁ ଭୁବନେଶ୍ୱରରେ ସଂସ୍କୃତି, ସିନେମା ଓ ସମୁଦାୟକୁ ପାଳନ କରିବା ପାଇଁ ଓଡିଆ ଫିଲ୍ମ ବିନ୍ଦୁସାଗର ସହ…

ଭୁବନେଶ୍ୱର, 24.04.26.( ପ୍ରତ୍ୟୁଷା ବ୍ୟୁରୋ) : ପୂର୍ବ ଭାରତର ଅନ୍ୟତମ ଅଗ୍ରଣୀ ଭାଲ୍ୟୁ ଫ୍ୟାଶନ ରିଟେଲ ଚେନ୍‌, ଷ୍ଟାଇଲ ବଜାର ପକ୍ଷରୁ ନିକଟରେ ମୁକ୍ତିଲାଭ କରିଥିବା ଓଡିଆ ଫିଲ୍ମ ବିନ୍ଦୁସାଗର ସହ ଏକ ସ୍ୱତନ୍ତ୍ର ସହଭାଗିତା ଘୋଷଣା କରାଯାଇଛି । ଏନେଇ ଏପ୍ରିଲ ୨୪ ତାରିଖ ୨୦୨୬ରେ
Read More...

ଓପୋ ଇଣ୍ଡିଆ ପକ୍ଷରୁ ଏଫ୩୩ ସିରିଜ ଉନ୍ମୋଚିତ ।

ଭୁବନେଶ୍ୱର, 20.04.26 ( ପ୍ରତ୍ୟୁଷା ବ୍ୟୁରୋ ) : ଓପୋ ଇଣ୍ଡିଆ ପକ୍ଷରୁ ଆଜି ଭାରତରେ ଓପୋ ଏଫ୍‌୩୩ ସିରିଜର ବଜାର ପ୍ରବେଶ କରାଯାଇଛି ଯେଉଁଥିରେ ଓପୋ ଏଫ୍‌୩୩ ପ୍ରୋ ୫ଜି ଓ ଓପୋ ଏଫ୍‌୩୩ ୫ଜି ସ୍ମାର୍ଟଫୋନ ଅନ୍ତର୍ଭୁକ୍ତ ରହିଛି । ଏଫ୍‌୩୩ ସିରିଜରେ ସେଗମେଂଟର ସର୍ବୋତମ ୧୦୦ଂ ଫିଲ୍ଡ ଅଫ୍
Read More...

ଭୁବନେଶ୍ୱର ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନ ଏବଂ ଉତ୍କଳ ହସ୍ପିଟାଲ ଓଡିଶାରେ ନୂତନ ଇତିହାସ ରଚିଲେ, ଗୋଟିଏ…

ଭୁବନେଶ୍ବର, ତା ୧୮.୦୪.୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ୱର ନୀଳାଦ୍ରି ବିହାର ସ୍ଥିତ ଉତ୍କଳ ହସ୍ପିଟାଲରେ ବିଶ୍ୱ ଲିଭର ଦିବସ ପାଳନର ହୋଇଯାଇଅଛି ଏହି ଅବସରରେ ସଚେତନେତା ପାଇଁ ଆଜି ପ୍ରାତଃ କାଳରେ ଏକ ମିନି ମାରାଥନର ଅୟୋଜନ ହୋଇଥିଲା ଏଥିରେ ୩୦୦ ଜଣ ମହିଳା ଏବଂ ପୁରୁଷ
Read More...

ଏକ୍ସଆଇଏମ ୟୁନିଭରସିଟି ଦ୍ୱାଦଶ ପିଜି ସାମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ।

ଭୁବନେଶ୍ବର,ତାରିଖ: ୧୭ ଏପ୍ରିଲ ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ୱରସ୍ଥିତ XIM University, ଯାହା ଶିକ୍ଷାଗତ କୃତିତ୍ୱ ଓ ଦାୟିତ୍ୱଶୀଳ ବିଶ୍ୱ ନେତୃତ୍ୱ ଗଠନରେ ନିରନ୍ତର କାର୍ଯ୍ୟରତ, ୧୭ ଏପ୍ରିଲ ୨୦୨୬ ତାରିଖରେ ତାହାର ନୂତନ କ୍ୟାମ୍ପସ୍ ଅଡିଟୋରିୟମରେ ୧୨ତମ ପୋଷ୍ଟଗ୍ରାଜୁଏଟ୍
Read More...