Browsing Tag

pratyushanews

ଉଦଯାପିତ ହେଲା ଆଇ.ସି.ଏ.ଆଇ ସମ୍ମିଳନୀ ଦରଦାମ ନିୟନ୍ତ୍ରଣରେ ସି.ଏମ.ଏ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ

ଭୁବନେଶ୍ୱର 15/5( ପ୍ରତ୍ୟୁଷା ବ୍ୟୁରୋ )ଆଚାର୍ଯ୍ୟବିହାର ସ୍ଥିତ ଆଇ ଏମ ଏମ ଟି ପ୍ରେକ୍ଷାଳୟରେ ଆଇ ସି ଏ ଅଫ ଇଣ୍ଡିଆର ତିନି ଦିନିଆ ସମ୍ମିଳନୀ ରବିବାର ଅପରାହ୍ନରେ ଏକ ମନୋଜ୍ଞ ପରିବେଶ ଭିତରେ ଉଦଯାପିତ ହୋଇଛି l ଦେଶର ଆର୍ଥିକ ପରିଚାଳନାରେ ବିଶେଷକରି ବାଣିଜ୍ୟ କାରବାରରେ ଦର ନିୟନ୍ତ୍ରଣରେ…
Read More...

ସମ୍ବଲପୁରରେ ମୁଖ୍ୟ ଶାସନ ସଚିବଙ୍କ ବିଭିନ୍ନ ଉନ୍ନୟନ କାର୍ଯ୍ୟର ତଦାରଖ

*ହୀରାକୁଦ ଡ୍ୟାମ ଏବଂ ଆଇଲାଣ୍ଡ ରେ ପର୍ଯ୍ୟଟନ ସୁବିଧା ବିକାଶ ଉପରେ ଗୁରୁତ୍ୱାରୋପ ସମ୍ବଲପୁର, ୧୪-୫, (ପ୍ରତ୍ୟୁଷl ବ୍ୟୁରୋ):ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ଅପରାହ୍ନରେ ସମ୍ବଲପୁର ଜିଲ୍ଲା ଗସ୍ତ କରି…
Read More...

କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆର ତିନି ଦିନିଆ ମ୍ୟାନେଜମେଣ୍ଟ ସେମିନାର ଉଦଘାଟିତ

ଭୁବନେଶ୍ୱର 14/5( ପ୍ରତ୍ୟୁଷା ବ୍ୟୁରୋ )ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟସ ଅଫ ଇଣ୍ଡିଆ ( ଆଇ ସି ଏ ଆଇ )ର ତିନି ଦିନିଆ ବାଣିଜ୍ୟ ପରିଚାଳନା ସମ୍ମିଳନୀ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବର୍ଣାଢ ପରିବେଶରେ ମଇ 13 ତାରିଖ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ…
Read More...

ଡାଇରେକ୍ଟ ସେଲିଂ ଶିଳ୍ପ ପାଇଁ ଓଡିଶା 5ମ ସର୍ବ ବୃହତ୍ତ ବଜାର

ଭୁବନେଶ୍ୱର 14/05( ପ୍ରତ୍ୟୁଷା ବ୍ୟୁରୋ ):ଡାଇରେକ୍ଟ ସେଲିଂ 79 ଲକ୍ଷରୁ ଅଧିକ ଭାରତୀୟଙ୍କୁ ଆତ୍ମନିର୍ଭର କରିଛି l ଓଡିଶାରେ ଏହି ଶିଳ୍ପରେ ଓଡିଶା 5ମ ସର୍ବବୃହତ୍ତ ବଜାର ହେଇପାରିଛି l 13% ରୁ ଅଧିକ ଅଭିବୃଦ୍ଧି ଓଡିଶାରେ ରହିଛି l ପଖାପାଖି 4 ଲକ୍ଷ ଳୋକ ଓଡିଶାରେ ଏଥିରେ ଆତ୍ମ ବିଶ୍ୱାସର…
Read More...

ଉତ୍କଳ ଟାଇକୁନ୍ସ ଆୱାନ୍ସ ସହିତ ଭୁବନେଶ୍ଵର ରନୱେ ୱିକ ସିଜନ୍-୬ ୨୦୨୨, ମେ’ ୧୫ରେ ଅନୁଷ୍ଠିତ ହେବ

ଭୁବନେଶ୍ବର,13/05 (ପ୍ରତ୍ୟୁଷl ବ୍ୟୁରୋ): ଉତ୍କଳ ଅପଡେନ୍ସ ଆଣ୍ଡ ଆଡିକ୍ସନ ଫେସନ୍ ମ୍ୟାନେଜମେଟ୍ ଆଣ୍ଡ କନସଲଟାନ୍ତି ପକ୍ଷରୁ ଆଜିଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ ଓ ଫେସନ୍ ଫେଷ୍ଟ “ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ୱାଥ ଭୁବନେଶ୍ଵର ର ଠିକ୍ସିଜନ୍-୬ ଭୁବନେଶ୍ଵରର ୱେଲକମ୍ ହୋଟେଲରେ…
Read More...

ଚାନ୍ଦି ଭଣ୍ଡାର ରେ ରଜ, ସାବିତ୍ରୀ ସମ୍ଭାର

ଭୁବନେଶ୍ୱର 13/5( ପ୍ରତ୍ୟୁଷା ନ୍ୟୂଜ଼ )ଓଡ଼ିଆଙ୍କ ପ୍ରିୟ ପର୍ବ ରଜ ଓ ସାବିତ୍ରୀ ପାଇଁ ରାଜଧାନୀର ବିଶ୍ୱସନୀୟ ସୋ ରୁମ ଚାନ୍ଦି ଭଣ୍ଡାର ଆଣିଛି ମନଲୋଭା କଲେକ୍ସନ l ବ୍ରାଣ୍ଡ ନ୍ୟୁ ପନୀ ହୀରା କ୍ରୟ କରିବାର ସୁଯୋଗ ପାଇବେ ଗ୍ରାହକ l ଆକର୍ଷଣୀୟ ଅଫର ମଧ୍ୟ ଉପଲବ୍ଧ l …
Read More...

ଆଜିଠୁ 3 ଦିନ କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆ ର ସେମିନାର

ଭୁବନେଶ୍ବର, 12/05 ( ପ୍ରତ୍ୟୁଷl ବ୍ୟୁରୋ ) : ଅଫ ଇଣ୍ଡିଆ ଶିକ୍ଷାନୁଷ୍ଠାନ ତରଫରୁ କଷ୍ଟ ଏକସିଲେନସି ଏ ଷଷ୍ଟେନେବଲ ବିଜିନେସ ଷ୍ଟ୍ରଟେଜି ବିଷୟ ବସ୍ତୁ ଉପରେ ତିନି ଦିନିଆ ସେମିନାର ଅନୁଷ୍ଠିତ ହେବାକୁ ଯାଉଛି l ଏହାକୁ ଉଦଘାଟନ କରିବେ ରାଜ୍ୟପାଳ ଶ୍ରୀଯୁକ୍ତ ଗଣେଷୀ ଲାଲ l ମୁଖ୍ୟ ଅତିଥି…
Read More...

14ରୁ ରାଜ୍ୟ ସ୍ତରୀୟ ଖଦି ଓ଼ ଗ୍ରମୋଦ୍ୟୋଗ ପ୍ରଦର୍ଶନୀ

ଭୁବନେଶ୍ୱର 12/5 ( ପ୍ରତ୍ୟୁଷା ନ୍ୟୁଜ଼ )ଖଦି ଓ ଆନୁସାଙ୍ଗିକ କୁଟୀର ଶିଳ୍ପ କାରିଗରଙ୍କ ଉତ୍ପାଦନର ବିକ୍ରିବାଟା ପାଇଁ ଓଡିଶା ଖଦି ବୋର୍ଡ ଆସନ୍ତା 14ମଇ ରୁ 23ମଇ ପର୍ଯ୍ୟନ୍ତ ରାଜ୍ୟ ସ୍ତରୀୟ ପ୍ରଦର୍ଶନୀ ଆୟୋଜନ କରିଛନ୍ତି l ଏହା ପ୍ରତ୍ୟହ ଅପରାହ୍ନ 3ଟାରୁ ରାତ୍ରି 9ଟା ପର୍ଯ୍ୟନ୍ତ ଚାଲିବ…
Read More...