Browsing Tag

ODISHA NEWS

ପି ସି ସି ସଭାପତି ଶରତ ପଟ୍ଟନାୟକଙ୍କ ପିତୃ ବିୟୋଗ ।

ଭୁବନେଶ୍ଵର ୧୧/୦୧( ପ୍ରତ୍ୟୁଷା ବ୍ୟୁରୋ):ରାଜ୍ୟ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ପିତା ବିଶିଷ୍ଟ ଶିକ୍ଷାବିତ୍ ଯୁଗଳ କିଶୋର ପଟ୍ଟନାୟକଙ୍କ ପରଲୋକ ୯୮ ବର୍ଷ ବୟସରେ ହୋଇଯାଇଛି l ସ୍ବର୍ଗତ ପଟ୍ଟନାୟକଙ୍କ ପରଲୋକ ଗମନ ଖବର ପାଇବା ମାତ୍ରେ ରାଜ୍ୟରେ ଶୋକର ଛାୟା ଖେଳି ଯାଇଛି l
Read More...

ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍ସୁରାନ୍ସ ପକ୍ଷରୁ ‘ଆକ୍ଟିଭ୍ ୱାନ୍’ ଉନ୍ମୋଚିତ ।

ଭୁବନେଶ୍ବର: ୧୧/୦୧ ( ପ୍ରତ୍ୟୁଷା ବ୍ୟୁରୋ ):ଆଦିତ୍ୟ ବିର୍ଲା କ୍ୟାପିଟାଲ୍‌ର ଏକ ଅଂଶ ଆଦିତ୍ୟ ବିର୍ଲା ହେଲ୍‌ଥ ଇନ୍ସୁରାନ୍‌ ପକ୍ଷରୁ ଏକ ସରଳ ଏବଂ ବ୍ୟାପକ ସ୍ଵାସ୍ଥ୍ୟ ବୀମା ଯୋଜନାର ଶୁଭାରମ୍ଭ କରାଯାଇଛି l ଯାହା ପଲିସିଧାରକଙ୍କ ସ୍ବାସ୍ଥ୍ୟ ବୀମା ଆବଶ୍ୟକତା ସହିତ ସେମାନଙ୍କୁ ସୁସ୍ଥକର
Read More...

୧୨ରୁ ତିନି ଦିନ କୃଷି ଓଡିଶା ୨୦୨୪ ।

ଭୁବନେଶ୍ବର, ୮/୦୧ (ପ୍ରତ୍ୟୁଷା ବ୍ୟୁରୋ): ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଆସନ୍ତା ଜାନୁଆରୀ ୧୨ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭୁବନେଶ୍ଵର ଜନତା ମଇଦାନଠାରେ ‘ କୃଷି ଓଡ଼ିଶା - ୨୦୨୪’ ଆୟୋଜିତ ହେବ। ଚଳିତ ବର୍ଷ କୃଷି ଓଡ଼ିଶାର ବିଷୟବସ୍ତୁ ରହିଛି ‘ କୃଷି
Read More...

ନୂଆଗାଁ ରୋଡ୍ – ଦଶପଲ୍ଲା ରେଳସେକ୍ସନକୁ ଉଦ୍ ଘାଟନ କରିବା ସହ ଦଶପଲ୍ଲାକୁ ଟ୍ରେନ୍ ଚଳାଚଳର ଶୁଭାରମ୍ଭ କଲେ…

ଭୁବନେଶ୍ବର. 7.01.24 ( ପ୍ରତ୍ୟୁଷା ବ୍ୟୁରୋ ):ଦଶପଲ୍ଲା ରେଳ ଷ୍ଟେସନରେ ପ୍ରାୟ ୮ ହଜାର ଲୋକଙ୍କ ସମାଗମରେ ଆୟୋଜିତ କାର୍ଯ୍ୟକ୍ରମରେ ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ନବନିର୍ମିତ ନୂଆଗାଁ ରୋଡ୍ - ଦଶପଲ୍ଲା ରେଳ ସେକ୍ସନ, ଦଶପଲ୍ଲା
Read More...

‘ଟ୍ରାନ୍ସଫରମେଟିଭ ଓଡ଼ିଶା ‘୨୦୨୪’ ଶୀର୍ଷକରେ ଇଣ୍ଟରଭ୍ୟୁ ଟାଇମ୍ସ ପକ୍ଷରୁ ଆଲୋଚନା ।

ଭୁବନେଶ୍ବର, ୩୧ା୧୨ ( ପ୍ରତ୍ୟୁଷା ବ୍ୟୁରୋ ):ରାଜ୍ୟର ଅଗ୍ରଣୀ ମାସିକ ପତ୍ରିକା ଓ ୱେବ୍‌ପୋର୍ଟାଲ ‘ଇଣ୍ଟରଭ୍ୟୁ ଟାଇମ୍ସ’ ପକ୍ଷରୁ ‘ଟ୍ରାନ୍ସଫରମେଟିଭ ଓଡ଼ିଶା ‘୨୦୨୪’ ଶୀର୍ଷକରେ ରବିବାର ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଏକ ହୋଟେଲରେ ଅନୁଷ୍ଠିତ ହୋଇଯାଇଛି। ପତ୍ରିକାର ପ୍ରତିଷ୍ଠାତା ତଥା ମୁଖ୍ୟ
Read More...

ରସୁଲଗଡ଼ରେ ଖୋଲିଲା ଶ୍ରୀଲେଦର୍ସର ନୂଆ ଶୋ’ରୁମ୍ ।

ଭୁବନେଶ୍ୱର,୨୮।୧୨ ( ପ୍ରତ୍ୟୁଷା ବ୍ୟୁରୋ ): ବିଗତ ୭୦ ବର୍ଷ ଧରି ଭାରତୀୟ ଫୁଟ୍ୱେର୍ ଶିଳ୍ପରେ ଏକ ଭରସାଯୋଗ୍ୟ ବ୍ରାଣ୍ଡ୍ ଭାବେ ମାନ୍ୟତା ବଜାୟ ରଖିଥିବା ‘ଶ୍ରୀଲେଦର୍ସ’ ଭୁବନେଶ୍ୱରସ୍ଥିତ ରସୁଲଗଡ଼ଠାରେ ଏହାର ନୂଆ ଶୋ’ରୁମ୍‌ର ଉଦ୍‌ଘାଟନ କରିଛି । ଏହା ଓଡ଼ିଶାରେ କମ୍ପାନିର ଅଷ୍ଟମ ଶୋ’ରୁମ୍
Read More...