Browsing Tag

Todays Current news

ରାଜ୍ୟରେ ଖୁବ୍ ଶୀଘ୍ର ଆସିବ ନୂଆ କୃଷିନୀତି । ସ୍ଵଚ୍ଛ କୃଷି ନୀତି ପାଇଁ ଗୋଲ ଟେବୁଲ ବୈଠକ।

ଭୁବନେଶ୍ଵର ୨୦/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) :ରାଜ୍ୟରେ ଏକ ସ୍ଵଚ୍ଛ କୃଷି ନୀତି ପାଇଁ ବ୍ୟାପକ ବିଚାର ବିମର୍ଷ ଓ ପଦକ୍ଷେପ ପ୍ରସଙ୍ଗରେ ଆଲୋଚନା ହୋଇଛି। ତୃଣମୂଳ ସ୍ତରରେ କୃଷି ନୀତି କିପରି କାର୍ଯ୍ୟକାରୀ ହେବ ତାହା ଉପରେ ଉପସ୍ଥିତ ଅତିଥି ଓ ଅଧିକାର ମାନେ ଆଲୋକପାତ କରିଥିଲେ। କୃଷି
Read More...

ବେଦାନ୍ତ କଳିଙ୍ଗ ଲାନସର୍ସ ର ଜର୍ସି ,ମାସ୍କଟ ଓ ଆନ୍ଥମ୍ ଉନ୍ମୋଚିତ।

ଭୁବନେଶ୍ୱର: ୧୯/୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଡିସେମ୍ବର ୨୮ରୁ ଆରମ୍ଭ ହେଉଥିବା ହକି ଇଣ୍ଡିଆ ଲିଗକୁ ନଜରରେ ରଖ୍ ଓଡ଼ିଶା ଭିଭିକ ଫ୍ରାଞ୍ଚାଇଜି ବେଦାନ୍ତ କଳିଙ୍ଗ ଲାଳସର୍ସ ପକ୍ଷରୁ ଏହାର ଜର୍ସି, ଆନ୍ଥମ ଏବଂ ମାସ୍କଟ୍‌କୁ ଏକ ଗ୍ରାଣ୍ଟ ଇଭେଣ୍ଟରେ ଶୁଭାରମ୍ଭ କରାଯାଇଛି । ରାଜ୍ୟ
Read More...

ଯାଜପୁର ଜିଲ୍ଲାର ଶିଳ୍ପାୟନ ଓ ସ୍ଥାନୀୟ ଅଂଚଳ ବିକାଶର ବୃହତ୍ତର ସ୍ବାର୍ଥ ପାଇଁ ଜନଶୁଣାଣୀକୁ ସମର୍ଥନ ପାଇଁ ବିସ୍ଥାପିତ…

ଡୁବୁରୀ, ଡିସେମ୍ବର 18, 2024 ( ପ୍ରତ୍ୟୁଷା ବ୍ୟୁରୋ ):– ନୀଳାଚଳ ଇସ୍ପାତ କାରଖାନାର ବାର୍ଷିକ ଉତ୍ପାଦନ କ୍ଷମତା ୧ ମେଟ୍ରିକ ଟନ ରୁ ୯.୫ ମେଟ୍ରିକ ଟନକୁ ବୃଦ୍ଧି କରିବା ପାଇଁ ସରକାରଙ୍କ ତରଫରୁ ଆସନ୍ତା 20 ତାରିଖରେ ଜନ ଶୁଣାଣି ଆୟୋଜନ କରାଯାଉଛି। ଏହି ସମ୍ପ୍ରସାରଣ କେବଳ କଳିଙ୍ଗନଗର
Read More...

ଭୁବନେଶ୍ଵର ଜାଗମରାରେ ଖୋଲିଲା ” ଲଣ୍ଡନ ବେରୀ” ର ପ୍ରଥମ ଆଉଟଲେଟ।

ଭୁବନେଶ୍ଵର, 15.12.24 ( ପ୍ରତ୍ୟୁଷା ବ୍ୟୁରୋ ): ଦେଶର ଗାର୍ମେଣ୍ଟ ସେକଟର ଅଗ୍ରଣୀ ତଥା ନାଁ କରା ବ୍ରାଣ୍ଡ ହେଉଛି "ଲଣ୍ଡନ ବେରୀ - Style For Life"। ଭୁବନେଶ୍ଵର ସ୍ଥିତ ନ୍ୟୁ ଜାଗମରା ରୋଡରେ ଆଜି " ଲଣ୍ଡନ ବେରୀ" ର ଭୁବନେଶ୍ଵରରେ ପ୍ରଥମ ଆଉଟଲେଟ ଉଦଘାଟିତ ହୋଇଯାଇଛି। ହକି ଇଣ୍ଡିଆର
Read More...

ଭୁବନେଶ୍ବରରେ ପ୍ରୟାଗରାଜ ମହାକୁମ୍ଭ-୨୦୨୫ ପାଇଁ ରୋଡ୍‌ ସୋ

ଭୁବନେଶ୍ଵର : ୦୮ / ୧୨/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) “ଉତ୍ତର ପ୍ରଦେଶ ସରକାର ଏକ ବିଶାଳ ଓ ଡିଜିଟାଲ କ୍ଷେତ୍ରରେ ଉନ୍ନତ ମହାକୁମ୍ଭର ଆୟୋଜନ କରିବା ପାଇଁ ପ୍ରତିବଦ୍ଧ ଅଛନ୍ତି ବୋଲି ଉତ୍ତର ପ୍ରଦେଶର ଶ୍ରମ ଓ ରୋଜଗାର ମନ୍ତ୍ରୀ ଅନିଲ ରଜଭାର ରବିବାର ଭୁବନେଶ୍ବରରେ ଆୟୋଜିତ ଏକ ସାମ୍ବାଦିକ
Read More...

ସହିଦ ନଗରରେ ନିର୍ମାଣ ହେବ ଅତ୍ୟାଧୁନିକ ଅଡିଟୋରିୟମ ।

ଭୁବନେଶ୍ଵର: ୨୫/୧୧/୨୦୨୪ : ( ପ୍ରତ୍ୟୁଷା ବ୍ୟୁରୋ )ଭୁବନେଶ୍ଵର ମହାନଗର ନିଗମ (ବିଏମ୍‌ସି)ର ୨୬ତମ ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ମାନନୀୟା ମେୟର ଶ୍ରୀମତୀ ସୁଲୋଚନା ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର ଶ୍ରୀମତୀ ମଂଜୁଲତା କହଁର, ବିଏମ୍‌ସି କମିଶନର
Read More...

ମାର୍ଚ୍ଚ ପର୍ଯ୍ୟନ୍ତ ଗଞ୍ଜେଇ ଚାଷ ମୂଳୋତ୍ପାଟନ ଅଭିଯାନ ।

ଭୁବନେଶ୍ୱର,୨୫/୧୧( ପ୍ରତ୍ୟୁଷା ବ୍ୟୁରୋ ) : ସାଂପ୍ରତିକ ସମୟରେ, ଓଡ଼ିଶାର କେତେକ ଜିଲ୍ଲାରେ ବଡ଼ ଜଙ୍ଗଲ ଏବଂ ପାହାଡ଼ିଆ ଭୂମି ଅଛି, ଯେପରିକି କନ୍ଧମାଳ, ବୌଦ୍ଧ, ଗଜପତି,ରାୟଗଡା, ମାଲକାନଗିରି, କୋରାପୁଟ ଏବଂ ଅନ୍ୟାନ୍ୟ ପଡୋଶୀ ଜିଲ୍ଲାଗୁଡ଼ିକ ଗଞ୍ଜେଇ ଚାଷର କେନ୍ଦ୍ର ପାଲଟିଛନ୍ତି | ଆମ
Read More...