Browsing Tag

pratyushanews

ସାତ ଅକ୍ଟୋବରରୁ ରାଜଧାନୀରେ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା

ଭୁବନେଶ୍ୱର ,28/09/22 (ପ୍ରତ୍ୟୁଷା ବ୍ୟୁରୋ): ୭ମ ଆନ୍ତର୍ଜାତୀୟ ବାଣିଜ୍ୟ ମେଳା-୨୦୨୨ ଭୁବନେଶ୍ବରର ଜନତା ମଇଦାନଠାରେ ୭ ଅକ୍ଟୋବର ୨୦୨୨ରୁ ୧୭ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ହେବାକୁ ଯାଉଅଛି । ଏହି ମେଳାରେ ୭ଟି ଦେଶ ଓ ୨୦ଟି ରାଜ୍ୟ ଅଂଶଗ୍ରହଣ କରିବେ । ଏଥିରେ ରାଷ୍ଟ୍ରୀୟ ଏବଂ…
Read More...

ନବରାତ୍ରିର ୯ ଦିନ ଏହି ୯ଟି ରଙ୍ଗର ବସ୍ତ୍ର ପିନ୍ଧନ୍ତୁ

ଭୁବନେଶ୍ବର,26/09/22 (ପ୍ରତ୍ୟୁଷା ବ୍ୟୁରୋ):ପ୍ରସନ୍ନ ହେବେ ମା’, ବଦଳିବ ଭାଗ୍ୟ, ମିଳିବ ସୁଖ ସମୃଦ୍ଧି ନବରାତ୍ରିର ପର୍ବ ୨୬ ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଛି ଓ ଏହି ସମୟରେ ମା ଦୂର୍ଗାଙ୍କୁ ୯ଟି ରୂପରେ ପୂଜା କରିବା ଦ୍ଵାରା ବିଶେଷ ଲାଭ ପ୍ରାପ୍ତ ହୋଇଥାଏ । ନବରାତ୍ରିର ସମସ୍ତ ଦିନ…
Read More...

ଦେବୀ ମା’ଙ୍କୁ ଭବ୍ୟ ସ୍ବାଗତ ଜଣାଇ ରିଲିଜ୍ ହେଲା ସୁସ୍ମିତା ଦାସଙ୍କ ନବ ଦୁର୍ଗା ସ୍ତୋତମ୍

ଭୁବନେଶ୍ବର,26/09/22 (ପ୍ରତ୍ୟୁଷା ବ୍ୟୁରୋ):"ଅୟିଗିରି ନନ୍ଦିନୀ' ଏବଂ "ପୃଥ୍ବୀ ମନ୍ଥନ"ର ନିର୍ମାତାଙ୍କ ଦ୍ବାରା ନିର୍ମିତ ଏହି ମନଛୁଆଁ ମ୍ୟୁଜିକ୍ ଭିଡିଓ ଦେବୀ ଆଦିଶକ୍ତିଙ୍କ ପରାକ୍ରମ ବିଷୟରେ ମନେପକେଇ ଦେଉଛି । ଏବେ ଆସିଥିବା ଭକ୍ତିଭରା ନବ ଦୁର୍ଗା ସ୍ତୋତମ୍ ମା'ଙ୍କ ଦିବ୍ୟ ଅନୁଭବକୁ…
Read More...

ବୋକା କାଫେ ସହଭାଗିତାରେ ଆଗକୁ ବଢ଼ୁଛି ଓଡିଶା ମିଲେଟ ମିଶନ

ଭୁବନେଶ୍ୱର 24/9( ପ୍ରତ୍ୟୁଷା ନ୍ୟୁଜ )ଜନସାଧାରଣଙ୍କ ମଧ୍ୟରେ ବାଜରା ଯଅ ଓ ମାଣ୍ଡିଆ ଜାତୀୟ ଶସ୍ୟରେ ପ୍ରସ୍ତୁତ ବ୍ୟଞ୍ଜନକୁ ଆଦୃତ କରାଇବା ପାଇଁ ଓ ଏମ ଏମ ( ଓଡିଶା ମିଲେଟ ମିଶନ ) ବୋକା କାଫେ ସହାଭାଗିତା ରେ ପଦକ୍ଷେପ ନେଇଛି l ଏହି ଅବସରରେ ଓଡିଶା କୃଷି ଓ କୃଷକ ସଶକ୍ତିକରଣ…
Read More...

ରାତି ଅଧରେ ଜୟଶଙ୍କରଙ୍କୁ ଫୋନ କଲେ ମୋଦି

(ପ୍ରତ୍ୟୁଷା ବ୍ୟୁରୋ): ନ୍ୟୁୟର୍କ,୨୩।୯: ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ନ୍ୟୁୟର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ତାଙ୍କରଏକ ରୋଚକ ଘଟଣା ଶେୟାର କରିଥିଲେ। ‘ମୋଦୀ @ ୨୦: ଡ୍ରିମ୍ନମିଟ ଡେଲିଭରି' ପୁସ୍ତକ ଉପରେ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀମୋଦି ଏକ…
Read More...

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ଙ୍କପ୍ରକାଶ ପାଇଲା ସମ୍ପତ୍ତି ତାଲିକା

ଭୁବନେଶ୍ବର: ୨ ବର୍ଷ ପରେ ମନ୍ତ୍ରୀଓ ମୁଖ୍ୟମନ୍ତ୍ରୀ ନବୀନପଟ୍ଟନାୟକଙ୍କ ସମ୍ପତ୍ତି ତାଲିକାକୁ ସାର୍ବଜନୀନ କରିଛନ୍ତିରାଜ୍ୟ ସରକାର। ରାଜ୍ୟ ମନ୍ତ୍ରୀମଣ୍ଡଳରେ ସବୁଠାରୁ ଧନୀଭାବେ ମୁଖ୍ୟମନ୍ତ୍ରୀ ନିଜର ସ୍ଥାନ ବଜାୟ ରଖୁଛନ୍ତି।ଡିସେମ୍ବର ୩୧,୨୦୨୧ ସୁଦ୍ଧା ମୁଖ୍ୟମନ୍ତ୍ରୀଙ୍କ ମୋଟସମ୍ପତ୍ତିର…
Read More...