Browsing Tag

latestodianews

୩ ରୁ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ।

ଭୁବନେଶ୍ଵର,୩୧/୦୧( ପ୍ରତ୍ୟୁଷା ବ୍ୟୁରୋ): ଓଡିଆ ଭାଷା ସାହିତ୍ୟ ସଂସ୍କୃତିକୁ ବଳିଷ୍ଠ କରିବା ସହ ରାଜ୍ୟ ସରକାର ଆସନ୍ତା ଫେବୃଆରୀ ୩ ତାରିଖରୁ ତିନି ଦିନ ପର୍ଯ୍ୟନ୍ତ ପ୍ରଥମ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀରେ ଆୟୋଜନ କରିଛନ୍ତି l ଏହି ଅବସରରେ ସଂସ୍କୃତିକୁ ମନ୍ତ୍ରୀ, ବିଭାଗୀୟ ସଚିବ
Read More...

ଫେବୃଆରୀ ୩ରୁ ଏକାମ୍ର ଉତ୍ସବ ଭାଷା, ସଂସ୍କୃତି ସମ୍ମିଳନୀ ସହ ଉତ୍ସବର ମଜା ନେବେ ରାଜଧାନୀବାସୀ ।

ଭୁବନେଶ୍ୱର,୩୧|୧ : ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ)  ପକ୍ଷରୁ ଫେବୃଆରୀ ୩ରୁ ଫେବୃଆରୀ ୯ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି ଏକାମ୍ର ଉତ୍ସବ l ଓଡିଶା ପରି ଏକ ଭାଷାଭିତ୍ତିକ ରାଜ୍ୟକୁ ବିଶ୍ଵ ଦରବାରରେ ପହଞ୍ଚାଇବା ଲକ୍ଷ୍ୟରେ ରାଜ୍ଯ ସରକାର ପ୍ରଥମଥର ପାଇଁ ଶୁଭାରମ୍ଭ କରିବାକୁ
Read More...

ମହିଳା ଏବଂ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ମାଗଣା ବସ ସେବା ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲେ ଭଙ୍ଗୁଭୁ…

ଭୁବନେଶ୍ବର, ଓଡ଼ିଶା (୩୦ ଜାନୁଆରୀ ୨୦୨୪): ( ପ୍ରତ୍ୟୁଷା ବ୍ୟୁରୋ) ଓଡିଶାର ପ୍ରାୟ ୭୦ରୁ ଅଧିକ ମହିଳା ଏବଂ ଟ୍ରାନ୍ସଜେଣ୍ଡର ଭୁବନେଶ୍ବରରେ ଏକ ‘ବସ ଯାତ୍ରା’ କରି ସରକାରୀ ପରିବହନ ବସରେ ମହିଳା ଏବଂ ଟ୍ରାନ୍ସଜେଣ୍ଡର ବ୍ୟକ୍ତିଙ୍କ ପାଇଁ ମାଗଣା ଯାତ୍ରା ପାଇଁ ଦାବି ଉପସ୍ଥାପନ କରିଛନ୍ତି ।
Read More...

ଓଡିଶା ପବ୍ଲିକ୍ ପ୍ରୋକିୟର ପ୍ରିଫରେନ୍ସ ପଲିସି ୨୦୨୩ କୁ ଓଡିଶା ଶିଳ୍ପ ସଂଘ ସମୂହର ସ୍ବାଗତ ।

ଭୁବନେଶ୍ବର ୨୭ ଜାନୁଆରୀ ୨୦୧୪ ( ପ୍ରତ୍ୟୁଷା ବ୍ୟୁରୋ) : ୨୪ ଜାନୁୟାରୀ ୨୦୨୪ ରେ ଆମ ରାଜ୍ୟ ସରକାର ଓଡିଶା ଅଣୁ ଓ କ୍ଷୁଦ୍ର ଉଦ୍ୟୋଗମାନଙ୍କ ପାଇଁ (ଓଏସଏମଇ) ଓଡ଼ିଶା ଜନସାଧାରଣ କ୍ରୟ ଅଗ୍ରାଧୂକାର ନୀତି ୨୦୨୩ (ଓଡିଶା ପବ୍ଲିକ୍ ପ୍ରୋକ୍ୟାରମେଣ୍ଟ ପ୍ରିଫରେନ୍ସ ପଲିସି ୨୦୨୩କୁ ଲାଗୁ କରିଛନ୍ତି
Read More...

ସନାତନ ଧର୍ମ ଓ ସତ୍ ଶିକ୍ଷାର ପ୍ରସାର ପାଇଁ ୭୩ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀର ବ୍ୟାପକ ଆୟୋଜନ

ଭୁବନେଶ୍ୱର,୨୭/୦୧( ପ୍ରତ୍ୟୁଷା ବ୍ୟୁରୋ):ସଦଗୁରୁ ସ୍ୱାମୀ ନିଗମାନନ୍ଦ ସରସ୍ବତୀ ଦେଵଙ୍କ ପ୍ରତିଷ୍ଠିତ ନୀଳାଚଳ ସାରସ୍ୱତ ସଂଘ, ପୁରୀଙ୍କ ଆଦର୍ଶ ଓ ଉଦେଶ୍ୟ ସନାତନ ଧର୍ମ ପ୍ରଚାର, ସତଶିକ୍ଷା ବିସ୍ତାର ଓ ଶିଵ ଜ୍ଞାନେ ଜୀବ ସେବା l ଏହି ଲକ୍ଷ ନେଇ ପ୍ରତି ବର୍ଷ ଅନୁଷ୍ଠିତ ହୁଏ ଉତ୍କଳ
Read More...

ନରସିଂହପୁର ମିନି ମାରାଥନକୁ ପ୍ରବଳ ଜନ ସମର୍ଥନ ।

ନରସିଂହପୁର , ୨୭୵୦୧୵୨୪ (ପ୍ରତ୍ୟୁଷା ବ୍ୟୁରୋ) : ନରସିଂହପୁର ର ଅଗ୍ରଣୀ ସାମାଜିକ ସଙ୍ଗଠନ ସାର୍ପ ପକ୍ଷରୁ ୧୬ତମ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ଏହି ମାରାଥନ୍ ରେ ଓଡ଼ିଶାର ବିଭିନ୍ନ ଅଞ୍ଚଳର ୫୦୦ ରୁ ଅଧିକ ଯୁବକ ଯୁବତୀ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ପୁରସ୍କାର ବିତରଣ
Read More...

ଏକ୍ସଆଇଏମବି ସର୍ବ ଭାରତୀୟ ମ୍ୟାନେଜମେଣ୍ଟ ସାଂସ୍କୃତିକ ଉତ୍ସବ ଉଦଘାଟିତ ।

ଭୁବନେଶ୍ଵର ୨୬/୦୧( ପ୍ରତ୍ୟୁଷା ବ୍ୟୁରୋ ):ଭୁବନେଶ୍ବର ସ୍ଥିତ ଜାଭିୟର ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ ଗତ ୩୬ବର୍ଷ ଧରି ବ୍ୟବସାୟ ଜଗତର ଅଗ୍ରଣୀ ବ୍ୟକ୍ତିତ୍ବମାନଙ୍କୁ ବିକଶିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଆସୁଛି । ଷ୍ଟୁଡେଣ୍ଟ ଏକ୍ନିକ୍ୟୁଟିଭ୍ କାଉନସିଲ ସହଯୋଗରେ ଜେଭିୟର୍
Read More...

ଆଦିବାସୀ ମେଳା ୨୦୨୪ ଉଦଘାଟିତ ।

ଭୁବନେଶ୍ଵର ୨୬/୦୧ ( ପ୍ରତ୍ୟୁଷା ବ୍ୟୁରୋ ) : ଓଡ଼ିଶା ଜନଜାତିଙ୍କ ସଶକ୍ତିକରଣ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବରଦାନ ହୋଇ ଉଠିଥିବା ଆଦିବାସୀ ମେଳା ୨୦୨୪ ଜନ ରାଜ୍ୟ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଭାସି କରକମଳରେ ଉଦଘାଟିତ ହୋଇଛି l ପ୍ରତ୍ୟହ ଅପରାହ୍ନ ୨.୩୦
Read More...