Browsing Tag

latestodianews

୯ ରେ ନିଫ୍ଟ ଭୁବନେଶ୍ଵରର ସମାବର୍ତ୍ତନ ଉତ୍ସବ-୨୦୨୪ ।

ଭୁବନେଶ୍ୱର୍, ୦୬/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ୯ ଚାରିଖରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପକ୍ଷରୁ ଏହାର ସମବର୍ଦ୍ଧନ ଉତ୍ସବ- ୨୦୨୪ ଆଇଏମ୍ଏମ୍ ଟି-ସିଏସ୍‌ ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ୧ ୧୧ ଜଣି ହଇର
Read More...

କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ନୂଆ ୟୁନିଟ୍‌- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ ।

କଟକ. 06.11.24 ( ପ୍ରତ୍ୟୁଷା ବ୍ୟୁରୋ): କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍‌ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ
Read More...

ଗଜପତିଙ୍କ ବିରୋଧ ପରେ ନିଷ୍ପତି ବଦଳାଇଲା ଇସ୍କନ ହେବନି ରଥ ଯାତ୍ରା।

ଭୁବନେଶ୍ଵର ୦୫/୧୧( ପ୍ରତ୍ୟୁଷା ବ୍ୟୁରୋ ):ପୁରୀ ଗଜପତଙ୍କ ମହାରାଜା ଦିବ୍ୟସିଂହ ଦେବଙ୍କ ଦୃଢ଼ ବିରୋଧ ଓ ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇସ୍କନ୍ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏ ନେଇ ଆଜି ସକଳେ ମହାରାଜା ଦିବ୍ୟସିଂହ ଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ପରେ
Read More...

ନଭେମ୍ବର ୮ରୁ ଦୁଇ ଦିନ କ୍ୟାରିୟର ମେଳା ‘ପଥ ପ୍ରଦର୍ଶକ ୨.୦

ଭୁବନେଶ୍ଵର ୦୪ /୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ନଭେମ୍ବର ୮ ତାରିଖରୁ ଦୁଇ ଦିନ କ୍ୟାରିୟର ମେଳା ପଥ ପ୍ରଦର୍ଶକ ୨.୦ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସକାଳ ୯ଟା ଠାରୁ ରାତି ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଯାହା ୯ମ ଶ୍ରେଣୀରୁ ପୋଷ୍ଟସ ଗ୍ରାଜୁଏଟ୍ ପର୍ଯ୍ୟନ୍ତ
Read More...

ଆଇଡିବିଆଇ ବ୍ୟାଙ୍କ ଦ୍ବାରା ଦୁର୍ନୀତି ନିବାରଣ ସଚେତନତା ପାଇଁ ଶୋଭାଯାତ୍ରା

ଭୁବନେଶ୍ୱର ୨୭.୧୦.୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ): ସମ୍ପ୍ରତି ସମାଜରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବଢିବଢି ଚାଲିଥିବା ବେଳେ କେତେକ ବ୍ୟକ୍ତି ,ଚିନ୍ତା ନାୟକ ଓ ସଙ୍ଗଠନ ଗଭୀର ଚିନ୍ତା ପ୍ରକଟ କରି ଦୁର୍ନୀତି ବିରୁଦ୍ଧରେ ସ୍ୱର ଉତ୍ତୋଳନ କରୁଛନ୍ତି । ଏହି କ୍ଷେତ୍ରରେ ଏହାର ଆବଶ୍ୟକତାକୁ
Read More...

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହେବ ।

ଭୁବନେଶ୍ଵର ୨୬ ଅକ୍ଟୋବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ) :ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ନମସ୍କାର । ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା I ବାତ୍ୟା 'ଦାନା', ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ
Read More...

ବାତ୍ୟା ପରିପ୍ରେକ୍ଷୀରେ ଲୋକଙ୍କୁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଙ୍କ ନିବେଦନ ।

ଭୁବନେଶ୍ୱର ୨୩/୧୦/୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ବାତ୍ୟା ପରିପ୍ରେକ୍ଷୀରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ବାସୀଙ୍କ ଉଦ୍ଦେଶ୍ୟ ରେ ଏକ ବାର୍ତ୍ତା ଦେଇ କହିଛନ୍ତି ଯେ ବାତ୍ୟା ଆସୁଥିବା ଖବର ପାଇ ଆମେ ସମସ୍ତେ ଚିନ୍ତିତ.ପୂର୍ବରୁ ଆମେ ସମସ୍ତେ ମିଶି ସଫଳତା ସହ ଅନେକ
Read More...

ପଞ୍ଚାୟତ , ବିଦ୍ୟାଳୟ, ସମ୍ପ୍ରଦାୟ ସ୍ତରରେ ବାଲ୍ୟ ବିବାହ ନିରୋଧ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ।

ଭୁବନେଶ୍ଵର ୨୧/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୋର୍ଟ ପଞ୍ଚାୟତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା
Read More...