୯ ରେ ନିଫ୍ଟ ଭୁବନେଶ୍ଵରର ସମାବର୍ତ୍ତନ ଉତ୍ସବ-୨୦୨୪ ।

0 32

ଭୁବନେଶ୍ୱର୍, ୦୬/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ୯ ଚାରିଖରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପକ୍ଷରୁ ଏହାର ସମବର୍ଦ୍ଧନ ଉତ୍ସବ- ୨୦୨୪ ଆଇଏମ୍ଏମ୍ ଟି-ସିଏସ୍‌ ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ୧ ୧୧ ଜଣି ହଇର ଛାତ୍ରଛାତ୍ରୀଙ୍କ ସମେତ ୧୯୬ ଜଣ ଛାତ୍ରଛାତ୍ରୀ ଡିଗ୍ରୀ ଗ୍ରହଣ କରିବେ। ଇନ ମୁଖ୍ୟ କଟକ ବଦ୍ଧନ ସିଂ ଦେଓ ଏବଂ ନିପ୍ଲର ଡାଇରେକ୍ଟର ଜେନେରାଲ ର କଣାର ଛାତ୍ରଛାତ୍ରମାନଙ୍କୁ ଏହି ଡିଗ୍ରୀ ପ୍ରଦାନ କରିବେ। ଭାରତ ସରକାରଙ୍କ ବୟନ ପ୍ରଣାଲରର ଏକ ପ୍ରତିଷ୍ଠିତ ଅନୁଷ୍ଠାନ, ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି ଜିଲ୍ଲା ଭୁବନେଶ୍ୱର ରାଜ୍ୟ ତଥା ଦେଶରେ ଫ୍ୟାସନ ଶିକ୍ଷା କ୍ଷେତ୍ରରେ ନିଜର ବ୍ୟାପକତା ଆଣିବା ପାଇଁ ଏକ ଗୁରୁତ୍ତ୍ଵପୁଣି ଶବକ୍ଷେପ ଗ୍ରହଣ କରିଛି । ନିପ୍ଟ, ଭୁବନେଶ୍ଵର ପରିସରରେ ଆୟୋଜିତ ଏକ ବାତିକ ବଳକାର ଗଣମାଧମକୁ ସରୋଧ କରି ନିର୍ଦ୍ଦେଶକ ରାଜେଶ କୁମାର ଝା ବ୍ୟାବକ ଇଣ୍ଟଷରେ କ୍ୟାଲିର ସୁଯୋଗ ତଥା ୨୦୨୫ ନିୟୁ ଆଡମିଶନ ପ୍ରକ୍ରିୟା ସମ୍ପର୍କରେ ଲକ୍ଷ୍ୟ ରଖାଯାଇଥିବା ଉବକ୍ଷେପଗୁଡିକ ଉପରେ ଗୁରୁବାରୋପ କରିଥିଲେ। ୧୯୮୬ ମସିହାରେ ପ୍ରତିଷ୍ଟ ହୋଇଥିବା ନିଜ ଭାରତରେ ପ୍ରଥମ ଅନୁଷ୍ଠାନ ଥିଲା ଯାହା ଫ୍ୟାସନ କ୍ଷେତ୍ରରେ ଶିକ୍ଷା ଆରମ୍ଭ କରିଥିଲା ଏବଂ ସର୍ବଭାରତୀୟ ସ୍ତରରେ ଶିକ୍ଷାର ଗୁଣାତ୍ମକ ମୂଲ୍ୟ ବୃଦ୍ଧି କରିଥିଲା। ଏହି ଅନୁଷ୍ଠାନ ଅଷ୍ଟ ଗ୍ରାଜୁଏଟ୍ ଓ ହାଇକୋରେକ୍ସ, ଡକ୍ଟରାଇ ପ୍ରୋଗ୍ରାମ ଆଦି ପ୍ରଦାନ କରିଥାଏ। ଏଥିରେ ଛାତ୍ରଛାତ୍ରୀମାନଙ୍କ ପାଇଁ ଲାଇଭ ଇଣ୍ଟକସିସ୍, ଲାଇଭ ପ୍ରୋଜେକ୍ଟ ଏବଂ ଜାତୀୟ ତଥା ଆନ୍ତର୍ଜାତୀୟ ପ୍ୟାତ ହାଇଜରେ କର୍ମନିଯୁକ୍ତିର ବ୍ୟାପକ ସୁଯୋଗ ରହିଥିବା ବେଳେ ଫ୍ୟାସନ ଇଣ୍ଡଷ୍ଟ୍ରିରେ ଭାବିଷ୍ୟତ କରିବା ପାଇଁ ସେମାନଙ୍କୁ ପ୍ରେରଣା ଯୋଗାଇଥାଏ।

Leave A Reply

Your email address will not be published.