Browsing Tag

latestodianews

ଆକ୍ସନ ମୋଡରେ ମୁଖ୍ୟ ଶାସନ ସଚିବ।

ଭୁବନେଶ୍ବର, 12.11.24 ( ପ୍ରତ୍ୟୁଷା ବ୍ୟୁରୋ) :ବଦଳି ପାଇଁ ଚାପ ପକାଇଲେ ହେବ କାର୍ଯ୍ୟାନୁଷ୍ଠାନ। ବଦଳି ଏବଂ ପୋଷ୍ଟିଂ ପାଇଁ ଆଉ ପକାଇ ହେବନି ଚାପ। ମେରିଟ୍ ଲିଷ୍ଟକୁ ଦୃଷ୍ଟିରେ ରଖି ନିୟମ ଅନୁସାରେ ପୋଷ୍ଟିଂ କରାଯିବ। ଏଥିରେ ଖିଲାପ କଲେ, କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ସବୁ
Read More...

ଭୁବନେଶ୍ବରରେ ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନ କଲେ ANCD OUT OF THE DARK ORGANIZATION

୦୮ ନଭେମ୍ବର ୨୦୨୪ ଭୁବନେଶ୍ୱର ( ପ୍ରତ୍ୟୁଷା ବ୍ୟୁରୋ) :ଭୁବନେଶ୍ୱରରେ ନୂଆ କାର୍ଯ୍ୟାଳୟ ଉଦ୍‌ଘାଟନରେ ସମୁଦାୟର ସ୍ୱାସ୍ଥ୍ୟ, ଶିକ୍ଷା, ଏବଂ ଗ୍ରାମାଞ୍ଚଳର କୃଷିକ ଉନ୍ନତିରେ ଲକ୍ଷ୍ୟ ନେଇ ANCD OUT OF THE DARK ORGANIZATION ମୂଖ୍ୟ ଭାବରେ ଅସହାୟ ଏବଂ ଆବଶ୍ୟକତାଗ୍ରସ୍ତ ଲୋକଙ୍କ ପାଇଁ
Read More...

ମଦର୍ସ ପବ୍ଲିକ ସ୍କୁଲରେ ବାର୍ଷିକ ଉତ୍ସବ ଅଙ୍କୁରମ ପାଳିତ ।

ଭୁବନେଶ୍ବର : ୦୮/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ୟୁନିଟ୍ ୧ସ୍ଥିତ ମଦର୍ସ ପବ୍ଲିକ ସ୍କୁଲ ପକ୍ଷରୁ ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଚଳିତ ନଭେମ୍ବର ୮ ତାରିଖ ଦିନ ଉତ୍ସାହର ସହ ଏହାର ବାର୍ଷିକ ଦିବସ ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମର ବିଷୟବସ୍ତୁ ଥିଲା ଅଙ୍କୁରମ୍ ଯାହାର ଅର୍ଥ ହେଉଛି
Read More...

୯ ରେ ନିଫ୍ଟ ଭୁବନେଶ୍ଵରର ସମାବର୍ତ୍ତନ ଉତ୍ସବ-୨୦୨୪ ।

ଭୁବନେଶ୍ୱର୍, ୦୬/୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ୯ ଚାରିଖରେ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଫ୍ୟାଶନ ଟେକ୍ନୋଲୋଜି ପକ୍ଷରୁ ଏହାର ସମବର୍ଦ୍ଧନ ଉତ୍ସବ- ୨୦୨୪ ଆଇଏମ୍ଏମ୍ ଟି-ସିଏସ୍‌ ଠାରେ ଆୟୋଜିତ ହେବାକୁ ଯାଉଛି। ଏହି ଅବସରରେ ୧୬୮ ଜଣ ସ୍ମାରକ ୧ ୧୧ ଜଣି ହଇର
Read More...

କଟକର ସିଡିଏଠାରେ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ନୂଆ ୟୁନିଟ୍‌- ‘ଶାନ୍ତି ଚିକିତ୍ସା ହସ୍ପିଟାଲ’ ଉଦଘାଟିତ ।

କଟକ. 06.11.24 ( ପ୍ରତ୍ୟୁଷା ବ୍ୟୁରୋ): କଟକର ସିଡିଏଠାରେ ଏକ ନୂଆ ମଲ୍ଟି-ସ୍ପେଶିଆଲିଟି ହସ୍ପିଟାଲ-‘ଶାନ୍ତି ଚିକିତ୍ସା’ର ଉଦ୍‌ଘାଟନ କରାଯାଇଛି । ଏହି ହସ୍ପିଟାଲ ହେଉଛି ଥୋରିଆସାହିଠାରେ ଅବସ୍ଥିତ ଶାନ୍ତି ମେମୋରିଆଲ ହସ୍ପିଟାଲର ଏକ ୟୁନିଟ, ଯାହାକି କଟକର ପ୍ରତିଷ୍ଠିତ ଓ ନିର୍ଭରଯୋଗ୍ୟ
Read More...

ଗଜପତିଙ୍କ ବିରୋଧ ପରେ ନିଷ୍ପତି ବଦଳାଇଲା ଇସ୍କନ ହେବନି ରଥ ଯାତ୍ରା।

ଭୁବନେଶ୍ଵର ୦୫/୧୧( ପ୍ରତ୍ୟୁଷା ବ୍ୟୁରୋ ):ପୁରୀ ଗଜପତଙ୍କ ମହାରାଜା ଦିବ୍ୟସିଂହ ଦେବଙ୍କ ଦୃଢ଼ ବିରୋଧ ଓ ଓଡ଼ିଆଙ୍କ ଭାବାବେଗକୁ ସମ୍ମାନ ଜଣାଇ ଇସ୍କନ୍ ଅଦିନିଆ ରଥଯାତ୍ରାକୁ ବନ୍ଦ କରିବାକୁ ବାଧ୍ୟ ହୋଇଛି। ଏ ନେଇ ଆଜି ସକଳେ ମହାରାଜା ଦିବ୍ୟସିଂହ ଦେବ ନିଜର ପ୍ରତିକ୍ରିୟା ପ୍ରକାଶ କରିବା ପରେ
Read More...

ନଭେମ୍ବର ୮ରୁ ଦୁଇ ଦିନ କ୍ୟାରିୟର ମେଳା ‘ପଥ ପ୍ରଦର୍ଶକ ୨.୦

ଭୁବନେଶ୍ଵର ୦୪ /୧୧/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ଆସନ୍ତା ନଭେମ୍ବର ୮ ତାରିଖରୁ ଦୁଇ ଦିନ କ୍ୟାରିୟର ମେଳା ପଥ ପ୍ରଦର୍ଶକ ୨.୦ ହେବାକୁ ଯାଉଛି। ଏହି କାର୍ଯ୍ୟକ୍ରମ ସକାଳ ୯ଟା ଠାରୁ ରାତି ୯ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ ।ଯାହା ୯ମ ଶ୍ରେଣୀରୁ ପୋଷ୍ଟସ ଗ୍ରାଜୁଏଟ୍ ପର୍ଯ୍ୟନ୍ତ
Read More...