ପ୍ରତ୍ୟୁଷା ବ୍ୟୁରୋ, ୧୭/୩/୨୦୨୫, ନୂଆଦିଲ୍ଲୀ: ଓଡିଶାର ବିଶିଷ୍ଟ ରାଜନେତା ଜନ ନାୟକ ପୂର୍ବତନ କେନ୍ଦ୍ରର ମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନଙ୍କୁ ଦେଶ ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ପର ଲୋକ ଗତ ମର ଶରୀର ଉପରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୋଦି ତାଙ୍କ ପୁଅ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂଆ ଦିଲ୍ଲୀ ସ୍ଥିତ ବାସଭବନରେ ପହଞ୍ଚି ପୁଷ୍ପ ମାଲ୍ୟ ଦେଇ ଶୋକ ସନ୍ତପ୍ତ ପରିବାରକୁ ସାନ୍ତ୍ଵନା ଦେଇଥିଲେ।ଉଲ୍ଲେଖ ଯେ ଆସନ୍ତାକାଲି ସ୍ବର୍ଗତ ପ୍ରଧାନଙ୍କ ପାର୍ଥିବ ଶରୀରକୁ ପୁରୀ ସ୍ବର୍ଗ ଦ୍ଵାର ଠାରେ ଅନ୍ତିମ୍ ସଂସ୍କାର କରାଯିବ।