Browsing Tag

Odisha current news today

କାଲିଠୁ ୨ ଦିନ ‘ମାଷ୍ଟର କ୍ରାଷ୍ଟ୍ରର୍ସ’ ପ୍ରଦର୍ଶନୀ ।

ଭୁବନେଶ୍ବର : ୨୩ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )କ୍ରାଫ୍ଟ କାଉନ୍ସିଲ ଅଫ୍ ଓଡିଶା ପକ୍ଷରୁ ଏକ ଦୁଇ ଦିନିଆ ପ୍ରଦର୍ଶନୀ ‘ମାଷ୍ଟର କ୍ରାଷ୍ଟ୍ରର୍ସ'ର ଘୋଷଣା କରାଯାଇଛି, ଯାହା ଓଡିଶାର ପାରମ୍ପରିକ ହସ୍ତକଳା ଓ କାରିଗରୀର ଉତ୍କର୍ଷତାକୁ ପାଳନ କରୁଛି । ଏହି ପ୍ରଦର୍ଶନୀ ଆସନ୍ତା ମଇ ୨୪ ଓ ୨୫
Read More...

ମା ‘ କର୍ଣ୍ଣି ମନ୍ଦିରରେ ବିଶେଷ ପୂଜାର୍ଚନା ।

ଭୁବନେଶ୍ୱର୨୨ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : କଳ୍ପନା ଛକ ନିକଟସ୍ଥ ଉତ୍କଳ କନିକା ଗଲେରିଆ ଠାରେ ସ୍ଥାପିତ ମା କର୍ଣ୍ଣି ମନ୍ଦିରରେ ବିଶେଷ ପୂଜାର୍ଚନା କରାଯାଇଛି। ବିକାନିର ଜିଲ୍ଲା ନାଗରିକ ପରିଷଦ ପକ୍ଷରୁ ଏହା ଆୟୋଜିତ ହୋଇଥିଲା। ଅପରେସନ ସିନ୍ଦୁର ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର
Read More...

ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ

ଭୁବନେଶ୍ବର , ୨୧ ମଇ ୨୦୨୫, ପ୍ରତ୍ୟୁଷା ବ୍ୟୁରୋ : ପ୍ରକାଶ ପାଇଲା ଯୁକ୍ତ ଦୁଇ ପରୀକ୍ଷା ଫଳ । ଏକା ସାଙ୍ଗରେ ବିଜ୍ଞାନ, କଳା, ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇଛି । ଆଜି ଅପରାହ୍ଣ ୪ ଟା ସମୟରେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ପରୀକ୍ଷା ଫଳ ଘୋଷଣା
Read More...

ଓଡିଶାରେ ଯୁବ କ୍ରୀଡାବିତଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ କ୍ୟାମ୍ପେନର…

୨୧ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ଡାବର୍ର ଏକ ଅଗ୍ରଣୀ ଇନଷ୍ଟାଂଟ ଏନର୍ଜି ଡ୍ରିଙ୍କ ଡାବର ଗ୍ଲୁକୋଜ ପକ୍ଷରୁ ‘ଏନର୍ଜାଇଜ ଇଣ୍ଡିଆ’ ମେଗା କ୍ୟାମ୍ପେନର ଶୁଭାରମ୍ଭ ଘୋଷଣା କରାଯାଇଛି । ଯୁବ କ୍ରୀଡା ପ୍ରତିଭାମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ଭାରତର ପ୍ରମୁଖ ସ୍ପୋର୍ଟସ
Read More...

ପଛୁଆବର୍ଗଙ୍କୁ ପୂର୍ଣ୍ଣ ସାମ୍ବିଧାନିକ ଅଧିକାର ଦେବାକୁ ବିଜେପି ବଦ୍ଧପରିକର: ମନମୋହନ ସାମଲ

ଭୁବନେଶ୍ୱର, ତା.୨୦/୫: ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ) ନିର୍ବାଚନବେଳେ ସଂକଳ୍ପପତ୍ରରେ ବିଜେପି ପଛୁଆବର୍ଗଙ୍କ ଉନ୍ନତି ସମ୍ପର୍କରେ ଯାହାସବୁ ପ୍ରତିଶ୍ରୁତି ଦେଇଥିଲା ତାହା ଏବେ ପୂରଣ କରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛି । ବିଜେପି ରାଜ୍ୟରେ ସରକାର ଗଠନ କରିବାର ମାତ୍ର ୧୧ ମାସ
Read More...

ସମ୍ବର୍ଦ୍ଧିତ ହେଲେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମେଧାବୀ ଛାତ୍ର ଛାତ୍ରୀ ।

ଭୁବନେଶ୍ଵର: ୧୮ ମଇ ୨୦୨୫ ( ପି ଏନ ଏସ୍ ) ଶିକ୍ଷା ବିକାଶ ସମିତି, ଓଡ଼ିଶାଙ୍କ ଅଧୀନରେ ପରିଚାଳିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଗୁଡ଼ିକ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷାରେ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ପ୍ରବେଶ ସ୍ତରରେ ପ୍ରଥମ ୧୦ଟି ସ୍ଥାନରେ ଥ‌ିବା ମେଧାବୀ ଛାତ୍ରଛାତ୍ରୀମାନଙ୍କୁ
Read More...

ସି.ବି.ଏସ୍.ଇ. ଦଶମ ପରୀକ୍ଷା-୨୦୨୫ରେ ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ସୋମେଶ ପ୍ରଧାନ ରାଜ୍ୟ ଟପ୍ପର…

ଭୁବନେଶ୍ୱର : ୧୪ ମଇ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ )ଚଳିତ ବର୍ଷ ସି.ବି.ଏସ୍.ଇ. ଦଶମ ଏବଂ ଦ୍ଵାଦଶ ପରୀକ୍ଷା ଫଳ ପ୍ରକାଶ ପାଇଛି । ଭୁବନେଶ୍ଵରର ବକ୍ସି ଜଗବନ୍ଧୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ର ସୋମେଶ ପ୍ରଧାନ ଦଶମ ପରୀକ୍ଷାରେ ୫୦୦ ରୁ ୪୯୮ (୯୯.୬ ପ୍ରତିଶତ) ନମ୍ବର ରଖ୍ ରାଜ୍ୟ ଟପ୍ପର
Read More...