Browsing Tag

ODISHA NEWS

ନଭେମ୍ବର ୦୨ରୁ ଗୋ ନବରାତ୍ରୀ ମହୋତ୍ସବ – ୨୦୨୪ ।

ଭୁବନେଶ୍ଵର ୨୯/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଆନନ୍ଦ ଓ ସୌଭାଗ୍ୟର ବିଷୟ, ପରମପୁଜ୍ୟ ପରମହଂସ ପ୍ରଜ୍ଞାନାନନ୍ଦ ମହାରାଜଙ୍କର ଦିବ୍ୟ ମାର୍ଗଦର୍ଶନରେ ପବିତ୍ର ଗୋ ନବରାତ୍ରି ଚଳିତ ବର୍ଷ ହରିହରାନନ୍ଦ ଗୁରୁକୁଳମ, ବାଲିଘାଇ, ପୁରୀ ଠାରେ ଗୁରୁଗୋବିନ୍ଦ ଗୋସେବାଶ୍ରମ ଓ ଓଡିଶା ଗୋସେବା
Read More...

ସରକାର ଆପଣମାନଙ୍କ ସହିତ ସବୁବେଳେ, ସବୁସମୟରେ, ଦୃଢ ଭାବେ ଛିଡା ହେବ ।

ଭୁବନେଶ୍ଵର ୨୬ ଅକ୍ଟୋବର ୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ) :ଜୟ ଜଗନ୍ନାଥ ସମସ୍ତଙ୍କୁ ମୋର ନମସ୍କାର । ପ୍ରଭୁ ଜଗନ୍ନାଥଙ୍କ, ଅପାର କରୁଣାରୁ, ଆମ ରାଜ୍ୟ ଉପରୁ, ଏତେ ବଡ ବିପତ୍ତି ହଟି ଗଲା I ବାତ୍ୟା 'ଦାନା', ଏବଂ ଏହାର ପ୍ରଭାବରୁ, କୌଣସି ମୃତାହତ ହୋଇନାହିଁ I ସରକାରଙ୍କ 'ଜିରୋ
Read More...

ପଞ୍ଚାୟତ , ବିଦ୍ୟାଳୟ, ସମ୍ପ୍ରଦାୟ ସ୍ତରରେ ବାଲ୍ୟ ବିବାହ ନିରୋଧ ପାଇଁ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱ ।

ଭୁବନେଶ୍ଵର ୨୧/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ) : ସୁପ୍ରିମକୋର୍ଟ ବିଭିନ୍ନ ମନ୍ତ୍ରଣାଳୟକୁ ବାଲ୍ୟ ବିବାହକୁ ସମ୍ପୂର୍ଣ୍ଣ ବିଲୋପ କରିବା ନିମନ୍ତେ ନିର୍ଦ୍ଦେଶନାମା ଜାରି କରିଛନ୍ତି | କୋର୍ଟ ପଞ୍ଚାୟତ ବିଦ୍ୟାଳୟର ପ୍ରଧାନଶିକ୍ଷକ, ସମ୍ପ୍ରଦାୟ ପୋଲିସ୍ ଏବଂ ବାଲ୍ୟ ବିବାହ ସୁରକ୍ଷା
Read More...

ନଭେମ୍ବର ୮ରୁ ୨୭ତମ କଳିଙ୍ଗ ପୁସ୍ତକ ମେଳା।

ଭୁବନେଶ୍ୱର , ୨୧/୧୦ ( ପ୍ରତ୍ୟୁଷା ବ୍ୟୁରୋ ) : ୨୭ ତମ କଳିଙ୍ଗ ପୁସ୍ତକ ମେଳା ଚଳିତ ବର୍ଷ ନଭେମ୍ବର ୮ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖ ପର୍ଯ୍ୟକୁ କାଲିବ । ରାଜଧାନୀର ୟୁନିଟ ୩ ସ୍ଥିତ ପ୍ରଦର୍ଶନୀ ପଡିଆରେ ଆୟୋଜିତ ହେବାକୁ ଥ‌ିବା ଏହି ୧୦ ଦିନିଆ ପୁସ୍ତକ ପର୍ବରେ ରାଜ୍ୟ ତଥା ଦେଶର
Read More...

ସରକାରଙ୍କ ଉଦାସୀନତା ବିରୋଧରେ ଏମ ଆର୍ ଙ୍କ ବିକ୍ଷୋଭ ପ୍ରଦର୍ଶନ ।

ଭୁବନେଶ୍ଵର ,୨୧ ଅକ୍ଟୋବର ୨୦୨୪( ପ୍ରତ୍ୟୁଷା ବ୍ୟୁରୋ ):ସାତ ବର୍ଷ ଧରି ମେଡିସୀନ ରିପ୍ରେଜେନ୍ଟିଭ ମାନେ ସରକାରଙ୍କ ଉଦାସୀନତା ଯୋଗୁଁ ନିର୍ଯାତିତ ନିଷ୍ପେସିତ ହୋଇଆସୁଛନ୍ତି। ବାରମ୍ୱାର ଦାବୀ ପୂରଣ ପାଇଁ ପ୍ରତିଶ୍ରୁତି ମିଳୁଥିଲେ ମଧ୍ୟ ଏହା ଏ ପର୍ଯ୍ୟନ୍ତ ସଫଳ ହୋଇ ପାରିନାହିଁ ଏଣୁ
Read More...

ଅରୁନ୍ଧତୀ ଜୁଏଲର୍ସର ନୂତନ ଓ ବୃହତ୍ତ ଅତ୍ୟାଧୁନିକ ନୂତନ ଫ୍ଲାଗସିପ ସୋରୁମ ଉଦଘାଟିତ ।

ଭୁବନେଶ୍ଵର , ୨୦/୧୦/୨୦୨୪ ( ପ୍ରତ୍ୟୁଷା ବ୍ୟୁରୋ ): ଅରୁନ୍ଧତୀ ଜୁଏଲର୍ସ ଭୁବନେଶ୍ବର ଜନପଥ ଶାଖା ଏବେ ନୂତନ ଓ ବୃହତ୍ତ ରୂପରେଖ ନେଇ ନିଜ ଗ୍ରାହକବନ୍ଧୁଙ୍କୁ ସର୍ବଶ୍ରେଷ୍ଠ ସେବା ଯୋଗାଇଦେବାପାଇଁ ତା ୨୦ ଅକ୍ଟୋବରରେ ଉଦଘାଟିତ ହୋଇଯାଇଛି | ଚଳିତ ପାର୍ବଣ ମହୋତ୍ସବରେ ତଥା ନିଜ ଗ୍ରାହକ
Read More...

ତନିସ୍କ ପକ୍ଷରୁ ଓଡ଼ିଶାରେ ୩ଟି ନୂଆ ଷ୍ଟୋରର ଶୁଭାରମ୍ଭ ।

ଭୁବନେଶ୍ୱର, ୧୮/୧୦/୨୦୨୪( ପ୍ରତ୍ୟୁଷା ବ୍ୟୁରୋ ) : ଟାଟାର ସଂସ୍ଥା ତଥା ଭାରତର ସର୍ବବୃହତ ଗହଣା ରିଟେଲ ବ୍ରାଣ୍ଡ ତନିସ୍କ ଓଡ଼ିଶାରେ ୩ଟି ଭବ୍ୟ ନୂଆ ଷ୍ଟୋରର ଶୁଭାରମ୍ଭ କରି ନିଜର ଖୁଜୁରା ଉପସ୍ଥିତି ବିସ୍ତାର କରିଛି। ପୂର୍ବାହ୍ନ ୧୧ଟାରେ ଭୁବନେଶ୍ଵର ଓ କଟକ ଷ୍ଟାରକୁ ପୂର୍ବାଞ୍ଚଳ ଆଞ୍ଚଳିକ
Read More...