Browsing Tag

ODISHA NEWS

ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ବିଶ୍ବ ଲିଭର ଦିବସ ଅବସରରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ଚକ୍ର…

ଭୁବନେଶ୍ବର ୧୯ ୦୪ ( ପ୍ରତ୍ୟୁଷା ବ୍ୟୁରୋ )ବିଶ୍ବ ଲିଭର ଦିବସ ଅବସରରେ ମଣିପାଲ ହସ୍ପିଟାଲ ଭୁବନେଶ୍ବର ତରଫରୁ ୟୁନିଟ ୯ ମଧୁସୂଦନ ମାର୍ଗର ମହାବୁଦ୍ଧ ସୋସାଇଟି ଅଫ୍ ଇଣ୍ଡିଆ ଠାରେ ବିଶାଳ ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଓ ଆଲୋଚନା ସଭା ଆଜି ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୨୫୦ରୁ
Read More...

ଭୁବନେଶ୍ୱରରେ ସେନେସ ଶୋ ‘ରୁମର ଶୁଭାରମ୍ଭଓଡ଼ିଆ ଅଭିନେତ୍ରୀ ଶୀତଲ ପାତ୍ରଙ୍କ ଯୋଗଦାନ ।

ଭୁବନେଶ୍ୱର, 12.04.25 ( ପ୍ରତ୍ୟୁଷା ବ୍ୟୁରୋ ) : ଭୁବନେଶ୍ୱରର ଉତ୍କଳ କନିକା ଗାଲେରିଆ ମଲରେ ସେନେସର ନୂଆ ଶୋ\'ରୁମ୍ ଉଦଘାଟିତ ହୋଇଯାଇଛି । ସେନେସ ହେଉଛି ଭାରତର ବିଶ୍ୱସନୀୟ ଗହଣା ବ୍ରାଣ୍ଡ ସେନକୋ ଗୋଲ୍ଡର ଏକ ପଦକ୍ଷେପ ଯାହା ୮୫ ବର୍ଷରୁ ଅଧିକ ସମୟ ଧରି ନିଜର ସମୃଦ୍ଧ କାରିଗରୀ ପାଇଁ
Read More...

ବ୍ରାହ୍ମଣମାନେ ହେଉଛନ୍ତି ପ୍ରକୃତ ଦଳିତ

ଭୁବନେଶ୍ୱର : ୧୦ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରି ଜାତି ଶ୍ରେଷ୍ଠ ବ୍ରାହ୍ମଣ ମାନଙ୍କ ସମ୍ପର୍କରେ ଏକ ପୋଷ୍ଟ କରି ଯାହା ଲେଖିଛନ୍ତି ତାହା ଚିନ୍ତା ଜନକ। ଏ ବିଷୟରେ ବର୍ତ୍ତମାନ ତର୍ଜମା କରିବାର ବେଳ ଆସିଛି।ଶ୍ରୀ ଗଡକରୀ ଟ୍ୱିଟ୍ କରି କହିଛନ୍ତି ଯେ
Read More...

ପଣ୍ଡିଆନଙ୍କୁ ସମାଲୋଚନା ନ କରିବାକୁ ପରାମର୍ଶ ଦେଲେ ନବୀନ ।

ଭୁବନେଶ୍ୱର, ୧୦ ଏପ୍ରିଲ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ):ବିଜୁ ଜନତା ଦଳ ସଭାପତି ଶ୍ରୀ ନବୀନ ପଟ୍ଟନାୟକ ଆଜି ସନ୍ଧ୍ୟାରେ ଗଣମାଧ୍ୟମକୁ କହିଛନ୍ତି ଯେ ସେ ସ୍ପଷ୍ଟ କରିଦେବାକୁ ଚାହାଁନ୍ତି ଯେ "ଶ୍ରୀ କାର୍ତ୍ତିକେୟ ପାଣ୍ଡିଆନ ଅତୀତରେ ରାଜ୍ୟ ଓ ଦଳ ପାଇଁ ବହୁତ ଭଲ କାମ କରିଛନ୍ତି। ସେ ଗତ ଦଶ
Read More...

୭୩ ତମ ସର୍ବ ଭାରତୀୟ ପୋଲିସ ହକି ଚମ୍ପିୟାନସିପ ୨୦୨୫ ଉଦଘାଟିତ ।

ଭୁବନେଶ୍ୱର : ୦୭ ଏପ୍ରିଲ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମ୍ ହକି ଗ୍ରାଉଣ୍ଡରେ ଆଜି ଠାରୁ ଆରମ୍ଭ ହୋଇଛି ଅଖିଳ ଭାରତୀୟ ପୋଲିସ ଉଭୟ ପୁରୁଷ ଓ ମହିଳା ହକି ଚାମ୍ପିୟାନସିପ ୨୦୨୫। ସପ୍ତମ ବାଟାଲିୟନ ପୋଲସ ପଡିଆରେ ଏହାକୁ ରାଜ୍ୟ ପୋଲିସ ମହାନିର୍ଦେଶକ ଯୋଗେଶ
Read More...

ଓଡ଼ିଆ ପକ୍ଷ ପାଳନ ଅବସରରେ ଆଜି ଐତିହ୍ୟ ଗଣଦୌଡ଼ର ଆୟୋଜନ ।

ଭୁବନେଶ୍ୱର ୫ ଏପ୍ରିଲ, ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ସମୃଦ୍ଧ ଶିଳ୍ପ-ସ୍ଥାପତ୍ୟ, କଳା-ଭାସ୍କର୍ଯ୍ୟ, ସାଂସ୍କୃତିକ ବିଭବ ଏବଂ ଐତିହ୍ୟ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ଆମ ରାଜ୍ୟ ଓଡ଼ିଶା। ଓଡ଼ିଆ ପକ୍ଷ ପାଳନ ଅବସରରେ ଓଡ଼ିଶାରେ ରହିଥିବା ଐତିହ୍ୟ ସ୍ଥଳୀଗୁଡ଼ିକର ବହୁଳ ପ୍ରଚାର ଓ
Read More...

ସଂଗୀତ ଯାଦୁରେ ମନ ମୋହୁଛନ୍ତି ଅପୂର୍ବା ।

ଭୁବନେଶ୍ୱର, 05.04.25 ( ପ୍ରତ୍ୟୁଷା ବ୍ୟୁରୋ ) : କୁନି କଳିକା ଅପୂର୍ବା ସଂଗୀତ ଯାଦୁରେ ଶ୍ରୋତାଙ୍କ ମନ ମୋହୁଛନ୍ତି। ସଂଗୀତ ଗୁରୁ ରଜନୀ କାନ୍ତ ମହାପାତ୍ରଙ୍କ ପ୍ରେରଣାରେ ଉଦୟ ସଂଗୀତାୟାନ ଛାତ୍ର ଛାତ୍ରୀଙ୍କ ମଧ୍ୟରେ ତାଙ୍କର ସଂଗୀତ ପରିବେଷଣ ଶୈଳୀ ଶ୍ରୋତାଙ୍କ ମନରେ ଉଙ୍କି ମାରିଛି।
Read More...

ଅଲଟ୍ରାଭାୟୋଲେଟି ପକ୍ଷରୁ ଟେସେରାକ୍ଟ ପ୍ରଦର୍ଶିତ ।

ଭୁବନେଶ୍ୱର : ୦୪ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ଦ୍ରୁତତମ ଭାରତୀୟ ମୋଟରସାଇକେଲର ନିର୍ମାତା ଅଲଟ୍ରାଭାୟୋଲେଟି ପକ୍ଷରୁ ଆଜି ଭୁବନେଶ୍ଵରରେଏହାର ଅତ୍ୟାଧୁନିକ ଉତ୍ପାଦ ବର୍ଗମାଳାର ଶୁଭାରମ୍ଭ ଘୋଷଣା କରାଯାଇଛି । ତେରଟି ସହରରେ ଦୃଢ଼ ଉପସ୍ଥିତି ସହିତ ଏହିପ୍ରଦର୍ଶନୀ ଅଲଟ୍ରାଭାୟୋଲେଟର
Read More...