Browsing Tag

Todays exclusivenews

ପୂର୍ବତନ ରାଜ୍ୟ ସଭାପତି ଓ କେନ୍ଦ୍ରମନ୍ତ୍ରୀ ଡ.ଦେବେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ରାଜ୍ୟସ୍ତରୀୟ ସର୍ବଦଳୀୟ…

ଭୁବନେଶ୍ୱର,ତା.୨୨/୦୩ ( ପ୍ରତ୍ୟୁଷା ବ୍ୟୁରୋ ) : ବିଶିଷ୍ଟ ରାଜନେତା, ଭାରତୀୟ ଜନତା ପାର୍ଟିର ପୂର୍ବତନ ରାଜ୍ୟ ସଭାପତି, ରାଷ୍ଟ୍ରୀୟ ଉପସଭାପତି ଓ କେନ୍ଦ୍ରମନ୍ତ୍ରୀ ଡକ୍ଟର ଦେବେନ୍ଦ୍ର ପ୍ରଧାନଙ୍କ ଗତ ୧୭ ତାରିଖ ଦିନ ୮୩ ବର୍ଷ ବୟସରେ ଦିଲ୍ଲୀଠାରେ ଦେହାନ୍ତ ହୋଇଛି । ତାଙ୍କ ପରଲୋକରେ
Read More...

ମାର୍ଚ୍ଚ ୨୧ରୁ ସକାଳୁଆ ସ୍କୁଲ ।

୨୦/୩/୨୫( ପ୍ରତ୍ୟୁଷା ବ୍ୟୁରୋ ) ଅପ୍ରେଲ ୨ ନୁହେଁ ଆସନ୍ତା କାଲି ମାର୍ଚ୍ଚ ୨୧ ତାରିଖ ଶୁକ୍ରବାର ଠାରୁ ସକାଳୁଆ ସ୍କୁଲ ହେବ। ସକାଳ ସାଢେ଼ ୬ ଟା ଠାରୁ ୧୦.୩୦ ପର୍ଯ୍ୟନ୍ତ ସ୍କୁଲ ସମୟ ରହିବ। ପ୍ରଥମ ଠାରୁ ଦ୍ଵାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ସକାଳୁଆ ସ୍କୁଲ ହେବ ବୋଲି ରାଜ୍ୟ ସରକାର ଆଜି
Read More...

ବିରୋଧୀଙ୍କ ମୁଲତବୀକୁ ଆଗ୍ରାହ୍ୟ କଲେ ବାଚସ୍ପତି ।

ଭୁବନେଶ୍ୱର ୧୩ ମାର୍ଚ୍ଚ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) :ବିଧାନସଭା ଅଧିବେଶନ ଆରମ୍ଭରୁ ଜାରି ରହିଥିବା ଅଚଳାବସ୍ଥା ଅଜି ମଧ୍ୟ ଗୃହ କାର୍ଯ୍ୟରେ ଦେଖା ଯାଇ ଥିଲା।ଗୃହ କାର୍ଯ୍ୟ ୧୧.୩୦ରେ ଆରମ୍ଭ ହେବା ମାତ୍ରେ ପୂର୍ବ ପରି ବିଜେଡ଼ି ଓ କଂଗ୍ରେସ ବାଚସ୍ପତିଙ୍କ ଆସନ ସମ୍ମୁଖକୁ ଆସି ନାରା ବାଜି
Read More...

ପୂର୍ବାଞ୍ଚଳ ଇଣ୍ଡିଆ ବଜାରକୁ ନେଇ ଉତ୍ସାହୀ ଡାଇକିନ୍ , ଓଡ଼ିଶାରୁ ୩୦% ଅଭିବୃଦ୍ଧି ଲକ୍ଷ୍ୟ ।

ଭୁବନେଶ୍ୱର , ୧୨ ମାର୍ଚ୍ଚ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) : ଡାଇ କିନ ଇଣ୍ଡଷ୍ଟିଜ ଲିମିଟେଡ, ଜାପାନର ପୂର୍ବ ମାଲିକାନାଧୀନ ସହଯୋଗୀ କମ୍ପାନୀ ଏବଂ ଭାରତରେ ଏୟାର-କଣ୍ଡିସନିଂ ବଜାରରେ ମାର୍କେଟ ଲିଡର ହୋଇଥୁବା ଡାଇକିନ ଏୟାର କଣ୍ଡିସନ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ (ଡିଏଆଇପିଏଲ୍) ବ୍ୟାପକ
Read More...

ପଟିଆରେ ଖୋଲିଲା ଜେ ଆଣ୍ଡ ଟି ର ପଞ୍ଚମ ମେଗା ଜୁଏଲାରୀ ଷ୍ଟୋର ।

୦୯/୩/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ଜେ ଆଣ୍ଡ ଟି ଜେମ୍ସ ଆଣ୍ଡ୍ ଜୁଏଲାରୀର ନୂତନ ମେଗା ସୋରୁମ୍ ରବିବାର ପୂର୍ବାହ୍ନରେ ଭୁବନେଶ୍ୱର ମେୟର ସୁଲୋଚନା ଦାସଙ୍କ କର କମଳ ରେ ଉଦଘାଟିତ ହୋଇଛି। ଷ୍ଟୋରର ସତ୍ଵାଧିକାରୀ ସୁରେଶ ଚୌଧୁରୀ ଏହି ଅବସରରେ ମେୟରଙ୍କୁ ସୋ ରୁମ୍ ବୁଲାଇ ଦେଖାଇଥିଲେ । ଉଦଘାଟନ
Read More...

ବିଧାନ ସଭାରେ ବିଜୁ ଝଡ ଆରମ୍ଭରୁ ହଟ୍ଟଗୋଳ, ଗୃହ ମୁଲତବୀ ।

ଭୁବନେଶ୍ଵର ୦୭/୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ବିଧାନ ସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ ଆଜି ଠାରୁ ଆରମ୍ଭ ହୋଇଛି। ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିରୋଧୀ ଦଳ ବିଜେଡ଼ି ଓ କଂଗ୍ରେସ ହାତରେ ପ୍ଳା କାର୍ଡ ଓ ଦେହରେ ଫେକ୍ସ ଜ୍ୟାକେଟ ପରିଧାନ କରି ଗୃହ ମଧ୍ୟ ଭାଗକୁ ଆସି ନରା
Read More...

“ବିକଶିତ ଭାରତ ” ପାଇଁ ନିରନ୍ତର ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା” ଉପରେ ଜାତୀୟ ସମ୍ମିଳନୀ ।

ଭୁବନେଶ୍ବର, ୬ ମାର୍ଚ୍ଚ ୨୦୨୫ ,( ପ୍ରତ୍ୟୁଷା ବ୍ୟୁରୋ ) : ସିଏସ୍‌ଇଆର୍-ଇନଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ସିଏସଆଇଆର-ଆଇଏମଏମଟି) ଏବଂ ଏହାର ଏସସି/ଏସଟି କର୍ମଚାରୀ କଲ୍ୟାଣ ସଂଗଠନର ମିଳିତ ସହଯୋଗରେ, "ବିକଶିତ ଭାରତ ପାଇଁ ନିରନ୍ତର ବିଜ୍ଞାନ ଏବଂ
Read More...

ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପ୍ରୟାସ ‘ବନତାରା’ ଉଦଘାଟିତ…

ଅହମଦାବାଦ: ୦୪/୩/୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ) ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାଟର ଜାମନଗରଠାରେ ଏକ ଅନନ୍ୟ ବନ୍ୟପ୍ରାଣୀ ସଂରକ୍ଷଣ, ଉଦ୍ଧାର ଏବଂ ଥଇଥାନ ପଦକ୍ଷେପ ବନତାରାକୁ ଉଦଘାଟନ କରିଛନ୍ତି। ଶ୍ରୀ ଅନନ୍ତ ଅମ୍ବାନୀ ଏବଂ ତାଙ୍କ ସହଯୋଗୀମାନଙ୍କର ସହାନୁଭୂତିଶୀଳ
Read More...

ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ ପ୍ରେସ୍ କ୍ଲବ ଅଫ୍ ଓଡ଼ିଶାରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ।

୨୫ । ୦୨ ( ପ୍ରତ୍ୟୁଷା ବ୍ୟୁରୋ ) -: ପ୍ରେସ୍ କ୍ଲବ ଅଫ୍ ଓଡ଼ିଶା ର ମିଳିତ ସହଯୋଗରେ ମଣିପାଲ ହସ୍ପିଟାଲ ଭୁବନେଶ୍ୱର ପକ୍ଷରୁ କିଡନୀ ରୋଗ ଓ ମୂତ୍ରରୋଗ ଉପରେ ସଚେତନତା ସୃଷ୍ଟି କରିବା ପାଇଁ ଏକ ବିଶାଳ ସ୍ୱାସ୍ଥ୍ୟ ଶିବିରର ଆୟୋଜନ କରାଯାଇଥିଲା । ମାଷ୍ଟରକ୍ୟାଣ୍ଟି ସ୍ଥିତ ପ୍ରେସ୍ କ୍ଲବ ଅଫ୍
Read More...