Browsing Tag

odianews

ନବୀନ ବାବୁ ଓଡ଼ିଆ ଲୋକଙ୍କୁ ଦୁର୍ବଳ ଭାବନ୍ତୁ ନାହିଁ – ଭର୍ତ୍ତୃହରି ମହତାବ ।

ନୂଆଦିଲ୍ଲୀ, 22.07.26 ( ପ୍ରତ୍ୟୁଷା ବ୍ୟୁରୋ ): ଗତକାଲି ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଯେଉଁ ଢଙ୍ଗରେ ଏବଂ ଯେଉଁ ବିଷୟରେ ବିବୃତି ଦେଇଛନ୍ତି, ତାହା ସମ୍ପୂର୍ଣ୍ଣ ତଥ୍ୟହୀନ, ଭିତ୍ତିହୀନ ଏବଂ ଉଦ୍ଦେଶ୍ୟମୂଳକ । ଭାରତୀୟ ଜନତା ପାର୍ଟି ପକ୍ଷରୁ ଆମେ ସମସ୍ତେ
Read More...

ଅକ୍ଟୋବର ରୁ ରାଜ୍ୟରେ ଆରମ୍ଭ ହେବ ଘର କୁ ଘର ସର୍ଭେ ପ୍ରକ୍ରିୟା।

ଭୁବନେଶ୍ୱର,୨୧ ଜୁଲାଇ ( ପ୍ରତ୍ୟୁଷା ବ୍ୟୁରୋ )୨୦୨୭ ମସିହାରେ ରାଜ୍ୟରେ ହେବାକୁ ଥିବା ତ୍ରି-ସ୍ତରୀୟ ପଞ୍ଚାୟତ ଓ ପୌର ସଂସ୍ଥା ନିର୍ବାଚନକୁ ଅବାଧ, ନିରପେକ୍ଷ ଓ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ପ୍ରସ୍ତୁତି ଜୋରଦାର ହୋଇଛି। ଏହି ପରିପ୍ରେକ୍ଷୀରେ
Read More...

ପ୍ରତିକୂଳ ପାଗ ସତ୍ତ୍ୱେ ସୁରୁଖୁରୁରେ ଅନୁଷ୍ଠିତ ହେଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬

ଭୁବନେଶ୍ୱର, ୧୬-୦୭-୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ )ମହାପ୍ରଭୁ ଶ୍ରୀ ଜଗନ୍ନାଥ, ମହାପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଏବଂ ଚକ୍ରରାଜ ସୁଦର୍ଶନଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ୨୦୨୬ ଆଜି ପୁରୀରେ ଅତ୍ୟନ୍ତ ଭକ୍ତି, ଭାବ, ଉତ୍ସାହ ଓ ପ୍ରଶାସନିକ ସମନ୍ୱୟ ସହିତ ଅନୁଷ୍ଠିତ ହୋଇଯାଇଛି । ଦିନ
Read More...

ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ଭୂସମ୍ପତ୍ତିର ସୁରକ୍ଷାକୁ ସର୍ବୋଚ୍ଚ ପ୍ରାଥମିକତା ; ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ

ଭୁବନେଶ୍ୱର, ଜୁଲାଇ ୧୩ ( ପ୍ରତ୍ୟୁଷା ବ୍ୟୁରୋ ) : ଶ୍ରୀଜଗନ୍ନାଥ ମହାପ୍ରଭୁ,ବିଜେ ପୁରୀଙ୍କ ଭୂସମ୍ପତ୍ତିର ସୁରକ୍ଷା, ସଠିକ୍ ରେକର୍ଡ଼୍ ସଂରକ୍ଷଣ ଓ ସଫଳ ପରିଚାଳନାକୁ ଅଧିକ ସୁଦୃଢ଼ କରିବା ପାଇଁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ରାଜସ୍ୱ ଅଧିକାରୀଙ୍କୁ ବିସ୍ତୃତ
Read More...

ରଥଯାତ୍ରା ପାଇଁ ପୁରୀରେ ହାଇଟେକ ହସ୍ପିଟାଲ ଉଦଘାଟିତ

ଭୁବନେଶ୍ବର,14.07.26,(ପ୍ରତ୍ୟୁଷା ବ୍ୟୁରୋ) :ବିଶ୍ବପ୍ରସିଦ୍ଧ ରଥଯାତ୍ରା ଅବସରରେ ହାଇଟେକ ମେଡିକାଲ କଲେଜ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଜରୁରୀକାଳୀନ ତଥା ଅସ୍ଥାୟୀ ହସ୍ପିଟାଲ ଖୋଲାଯାଇଛି।ଶ୍ରୀମନ୍ଦିର ଉତ୍ତର ଦ୍ଵାର tv ନିକଟରେ ସ୍ଵତନ୍ତ୍ର ଭାବେ ଜରୁରୀକାଳୀନ ତଥା ଅସ୍ଥାୟୀ
Read More...

କେନ୍ଦୁପତ୍ର ତୋଳାଳୀଙ୍କ ପାଇଁ ୨୫% ବୋନସ

ଭୁବନେଶ୍ୱର ୧୩ ଜୁଲାଇ ୨୦୨୬ ( ପ୍ରତ୍ୟୁଷା ବ୍ୟୁରୋ ) ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ରାଜ୍ୟର ଲକ୍ଷ ଲକ୍ଷ କେନ୍ଦୁପତ୍ର ତୋଳାଳୀ, ବନ୍ଧାଳୀ ଓ ସିଜିନାଲ୍ ଷ୍ଟାଫଙ୍କ କଲ୍ୟାଣ ପାଇଁ ସେମାନଙ୍କ ବୋନସ ଓ ପ୍ରୋତ୍ସାହନ ରାଶି ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏହା ସହିତ କେରି ଓ
Read More...