୫-ଦିନିଆ ବ୍ୟାଙ୍କିଂ ଓ ସମାନ PLI ଦାବିରେ ବ୍ୟାଙ୍କ କର୍ମଚାରୀଙ୍କ ଧର୍ମଘଟ
ଭୁବନେଶ୍ୱର, ୧୧/୯( ପି ଏନ ଏସ ): ୫-ଦିନିଆ ବ୍ୟାଙ୍କିଂ ବ୍ୟବସ୍ଥା ଲାଗୁ କରିବା ଏବଂ ସମସ୍ତ କ୍ୟାଡର୍ ପାଇଁ ସମାନ ଓ ବୈଷମ୍ୟମୁକ୍ତ ପରଫର୍ମାନ୍ସ ଲିଙ୍କ୍ଡ ଇନ୍ସେଣ୍ଟିଭ୍ (PLI) ବ୍ୟବସ୍ଥା ଲାଗୁ କରିବା ଦାବିରେ ଶୁକ୍ରବାର ବ୍ୟାଙ୍କିଂ କ୍ଷେତ୍ରର କର୍ମଚାରୀ ଓ ଅଧିକାରୀମାନେ ଧର୍ମଘଟ ପାଳନ!-->…
Read More...
Read More...