Browsing Tag

2023

ଆଜି ସନ୍ଧ୍ୟାରେ ରବୀନ୍ଦ୍ର ମଣ୍ଡପ ଠାରେ ଅଷ୍ଟମ ବୃନ୍ଦାବନ ମହୋତ୍ସବ ଉଦଘାଟିତ ହୋଇଛି

ଭୁବନେଶ୍ବର, 8.03.23 (ପ୍ରତ୍ୟୁଷା ବ୍ୟୁରୋ):ଓଡ଼ିଶାର ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ବଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଛନ୍ତି l ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅତିରିକ୍ତ ମୁଖ୍ୟ
Read More...

ଏଥର ରଜରେ ପରଦାକୁ ଆସିବ ଅନସ୍ ମିସ୍ ପ୍ରଡକସନର ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର ‘ଗୁଡୁ ଗ୍ୟାଙ୍ଗଷ୍ଟର’

8.03.23, ଭୁବନେଶ୍ବର ( ପ୍ରତ୍ୟୁଷା ବ୍ୟୁରୋ):ଦୀର୍ଘ ଦିନର ବ୍ୟବଧାନ ପରେ ଏଥର ରଜରେ ଲୋକଙ୍କୁ ମନୋରଞ୍ଜନର ଖୋରାକ୍‌ ଯୋଗାଇବା ପାଇଁ ପରଦାକୁ ଆସିବ ଅନସ୍ ମିସ୍ ପ୍ରଡକସନରେ ନିର୍ମିତ ଦ୍ବିତୀୟ ଓଡ଼ିଆ ଚଳଚ୍ଚିତ୍ର 'ଗୁଡୁ ଗ୍ୟାଙ୍ଗଷ୍ଟର'। ଆଜି ଏହି ଚଳଚ୍ଚିତ୍ରର ଟାଇଟଲ ଘୋଷଣା କରାଯାଇଛି।
Read More...

ଶ୍ରୀମନ୍ଦିରରେ ହୋଲି ପର୍ବ

ପୁରୀ 07/3 ( ପ୍ରତ୍ୟୁଷା ବ୍ୟୁରୋ ):ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଜୀଉଙ୍କ ମଇଲମ ହୋଇଥାଏ ଏହାପରେ ପାଳିଆ ମେକାପ ଭଣ୍ଡାର ଘରୁ ଅଧିବାସ ହୋଇଥିବା ଚନ୍ଦନ ବିଜେ କରି ନେଇଥାନ୍ତି । ପୁଷ୍ପାଳକ ସେବକ ମାନେ ଶ୍ରୀଜୀଉଙ୍କ ସର୍ବାଙ୍ଗ ନୀତି କରିଥାନ୍ତି । ଏହା ଉତ୍ତରାରେ ଶ୍ରୀ ଦେବୀ ଓ ଭୂଦେବୀ
Read More...

CARE connect program ମାଧ୍ୟମରେ ରୋଗୀ ଓ ଡାକ୍ତରଙ୍କ ମଧ୍ୟରେ ଭାବ ବିନିମୟ

ଭୁବନେଶ୍ୱର, ୪-୩-୨୩, ( ପ୍ରତ୍ୟୁଷା ବ୍ୟୁରୋ)-: ଉନ୍ନତମାନର ସ୍ୱାସ୍ଥ୍ୟସେବା ପାଇଁ ସୁପରିଚିତ ଥିବା କେୟାର ହସ୍ପିଟାଲ ପକ୍ଷରୁ ଏକ ଭାବ ବିନିମୟ କାର୍ଯ୍ୟକ୍ରମ CARE connect programର ଆୟୋଜନ କରାଯାଇଥିଲା । ଏଥିରେ ହାର୍ଟ ସର୍ଜରୀ ହୋଇଥିବା ଶିଶୁ ଓ ତାଙ୍କ ଅଭିବାବକମାନେ ଡାକ୍ତରଙ୍କ ସହ
Read More...

ଖୋଲାଫର୍ଦ ପ୍ରକାଶ କରେ ଖୋଲା କଥା
ସାପ୍ତାହିକରୁ ହେବ ଖୁଵ ଶୀଘ୍ର ଦୈନିକ

ଭୁବନେଶ୍ୱର 26/02 ( ପ୍ରତ୍ୟୁଷା ବ୍ୟୁରୋ )ଦୀର୍ଘ ବତିଶ ବର୍ଷ ଧରି ପ୍ରକାଶ ପାଇ ଆସୁଥିବା ସବୁଜ ଓଡିଶା ର ଖୋଲା ଫର୍ଦ ଆଜି ହୋଟେଲ ନ୍ୟୁ ମାରିୟନ ଠାରେ ତା 'ରପୂର୍ତ୍ତି ଉତ୍ସବ ପାଳନ ପାଳନ କରିଛି l ଏହି ଅବସରରେ ମନ୍ତ୍ରୀ ସମୀର ରଞ୍ଜନ ଦାସ, ମନ୍ତ୍ରୀ ଅଶ୍ୱିନୀ ପାତ୍ର , ସାଂସଦ ମୁନା
Read More...

21ରୁ ବଜେଟ ଅଧିବେଶନ ସର୍ବଦଳୀୟ ବୈଠକ ଆରମ୍ଭ

ଭୁବନେଶ୍ୱର 20/02 ( ପ୍ରତ୍ୟୁଷା ନ୍ୟୁଜ ): ବୈଠକରେ ଅଧ୍ୟକ୍ଷତା କରୁଛନ୍ତି ବାଚସ୍ପତି ବିକ୍ରମ କେଶରୀ ଆରୁଖ।ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଉପସ୍ଥିତ ଅଛନ୍ତି।ଅନ୍ୟ ମାନଙ୍କ ମଧ୍ୟ୍ୟରେ କଂଗ୍ରେସରୁ ନରସିଂହ ମିଶ୍ର, ଲକ୍ଷଣ ମୁଣ୍ଡା ପ୍ରଣବ ପ୍ରକାଶ ଦାସ ଯୋଗ ଦେଇଛନ୍ତି।ଗୃହ କିପରି
Read More...