Browsing Tag

Odisha current news today

ଭୁବନେଶ୍ୱରରେ ଅନୁଷ୍ଠିତ ହେବ ବାର୍ଷିକ ସଙ୍ଗୀତ ମହୋତ୍ସବ “ ରାଗୋତ୍ସବ-୨୦୨୫୬.

ଭୁବନେଶ୍ଵର (ପ୍ରତ୍ୟୁଷା ବ୍ୟୁରୋ) ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତକୁ ପ୍ରୋତ୍ସାହିତ କରୁଥିବା ଆଗଧାଡ଼ିର ସଙ୍ଗଠନ ଭୁବନେଶ୍ୱର ମ୍ୟୁଜିକସର୍କଲ ଦ୍ୱାରା ଆୟୋଜିତ ହେବାକୁ ଥିବା ବାର୍ଷିକ ସଙ୍ଗୀତ ମହୋତ୍ସବ-ରାଗୋତ୍ସବ-୨୦୨୫ ଚଳିତ ମାସ ୨୬, ୨୭ଏବଂ ୨୮ ତାରିଖରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ
Read More...

ଆମଷ୍ଟ୍ରାଡ୍ ଓଡ଼ିଶାରେ ଉଚ୍ଚ-କ୍ଷମତା ଏବଂ ଉଚ୍ଚ-କାର୍ଯ୍ୟଦକ୍ଷତା ଏସି ଉନ୍ମୋଚନ କରିଛି।

ଭୁବନେଶ୍ୱର, ୨୧ ନଭେମ୍ବର ୨୦୨୫( ପି ଏନ୍ ଏସ )ଆମଷ୍ଟକ୍ କଞ୍ଜୁମର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଆଜି ଏହାର ନୂତନତମ ଉଦ୍ଭାବନ - ବିରାଟ୍ ସିରିଜ୍ ରେଞ୍ଜ, ସୁପରହେଭି ଡ୍ୟୁଟି ଏୟାର କଣ୍ଡିସନରର ଏକ ଧାଡ଼ି, ଯାହା ଏକ ବିଶାଳ ୧୨୬୦ ଏମ୍ ଏମ୍ ଇଣ୍ଡୋର ୟୁନିଟ୍ ଆଈ ଡି ୟୁ ଏବଂ ୨.୫ ଟନ୍ପର୍ଯ୍ୟନ୍ତ
Read More...

ଶପଥ ନେଲେ ଜୟ ଢୋଲକିଆ ।

ଭୁବନେଶ୍ୱର,20.11.25 (ପ୍ରତ୍ୟୁଷା ବ୍ୟୁରୋ ): ନୂଆପଡା ଉପନିର୍ବାଚନରେ ଜିତିବା ପରେ ଆଜି ବିଜେପି ପ୍ରାଥୀ ତଥା ନୂଆପଡା ନବ ନିର୍ବାଚିତ ବିଧାୟକ ଜୟ ଢୋଲକିଆ ଵିଧି ବ୍ୟବସ୍ଥା ଅନୁଯାୟୀ ପଦ ଗୋପନୀୟତାର ବିଧାନସଭାରେ ଶପଥ ନେଇଛନ୍ତି। ବାଚସ୍ପତି ସୁରମା ପାଢ଼ୀ ତାଙ୍କୁ ଶପଥ ପାଠ କରାଇଥିଲେ।
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ସମ୍ମିଳନୀ ଉଦ୍‍ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ୧୮ /୧୧( ପି ଏନ ଏସ ) ଆମ୍ଭେମାନେ ଯିଏ ଯେଉଁ ପଦବୀରେ ଥାଉ ନା କାହିଁକି, ଆମେ ସମସ୍ତେ ଜନସେବା ପାଇଁ ଉତ୍ସର୍ଗୀକୃତ ଏବଂ ଆମର କାର୍ଯ୍ୟକଳାପ ପାଇଁ ଆମେ ଜନସାଧାରଣଙ୍କ ପାଖରେ ଉତ୍ତରଦାୟୀ। ସେଥିପାଇଁ ଆପଣମାନେ ଲୋକଙ୍କ ସହିତ ମିଶନ୍ତୁ, ସାଧାରଣ ଲୋକଟିର କଥା ଧୈର୍ଯ୍ୟର ସହ
Read More...

ଭୋଟ କାରସାଦି ବିରୋଧରେ କଂଗ୍ରେସ ଲଢେଇ ଜାରି ରଖିବ : ଭକ୍ତ

ଭୁବନେଶ୍ୱର,18.11.25 ( ପ୍ରତ୍ୟୁଷା ବ୍ୟୁରୋ ) : ଶାସକ ଦଳର ସବୁ ପ୍ରୟାସ ସତ୍ୱେ କଂଗ୍ରେସ ନୂଆପଡାରେ ଦ୍ୱିତୀୟ ସ୍ଥାନରେ ଅଛି। ବିଜେଡି ନୁହେଁ କଂଗ୍ରେସ ହିଁ ମୁଖ୍ୟ ବିରୋଧୀ ଦଳ ହେଇପାରିଛି ଏଣୁ ଆଗାମୀ ଦିନରେ କଂଗ୍ରେସ ଲୋକଙ୍କୁ ସଚେତନ କରିବ ଭୋଟ କରସାଦି ବିରୋଧରେ ଲଢେଇ ଜାରି ରଖିବ
Read More...