Browsing Tag

2025

୨୫ରେ ଷଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ ।

ଭୁବନେଶ୍ୱର, 21.06.25 (ପ୍ରତ୍ୟୁଷା ବ୍ୟୁରୋ ): ରାଜ୍ୟରେ ପର୍ଯ୍ୟଟନ ଶିଳ୍ପ ର ସମୃଦ୍ଧି ପାଇଁ ହୋଟେଲ ଓ ରେସ୍ତୋରାଁ ଆସୋସିଏନ ଆସନ୍ତା ୨୫ ତାରିଖରେ ୬ ଷ୍ଠ ଓଡିଶା ପର୍ଯ୍ୟଟନ କନକ୍ଳେଭ ଅନୁଷ୍ଠିତ ହେବ l ଏକ ଦିବସୀୟ ଏହି ସମ୍ମିଳନୀରେ ରାଜ୍ୟରେ ପର୍ଯ୍ୟଟନ ଶିଳ୍ପର ଅଭିବୃଦ୍ଧି ସମ୍ପର୍କରେ
Read More...

ସରକାରୀ ପ୍ରୋତ୍ସାହନ ପାଇଁ ଦାବୀ କଲା ସିନେମା ଓ ଟିଭି ନିର୍ଦେଶକ ସଂଘ

ଭୁବନେଶ୍ୱର : ୧୫ ଜୁନ ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ଓଡ଼ିଆ ଚଳଚିତ୍ର ଓ ଟେଲିଭିଜନ ନିର୍ଦେଶକ ସଂଘ ରାଜ୍ୟ ସରକାରଙ୍କ ଠାରୁ ପ୍ରୋତ୍ସାହନ ଦାବୀ କରିଛି l ବର୍ଷିଆନ ସିନେମା ନିର୍ଦେଶକ ସବ୍ୟସାଚୀ ମହାପାତ୍ର ରଜ ସଂକ୍ରାନ୍ତି ଜୁନ ୧୫ ତାରିଖ ରବିବାର ଭୁବନେଶ୍ୱର ପ୍ରେସ କ୍ଲବ ଠାରେ ଆୟୋଜିତ ଏକ
Read More...

ଶପଥ ନେଲେ ଓଡିଶା ଫାର୍ମାସି ଅଧିକାରୀ ସେବା ସଂଘ ର ନୂଆ କର୍ମକର୍ତ୍ତା ।

ଭୁବନେଶ୍ୱର, 15.06.25 ( ପ୍ରତ୍ୟୁଷା ବ୍ୟୁରୋ ) : ଓଡିଶା ଫର୍ମାସୀ ଅଧିକାରୀ ସେବା ସଂଘର ନିର୍ବାଚିତ ନୂଆ କର୍ମକର୍ତ୍ତା ମାନେ ଆଜି ଶପଥ ନେଇଛନ୍ତି।“ ଓଡିଶା ଫାର୍ମାସି ଅଧିକାରୀ ସେବା ସଙ୍ଘ"ର “ ରୌପ୍ୟ ଜୟନ୍ତୀ ସମ୍ମିଳନୀ ଓ କାର୍ଯ୍ୟକର୍ତ୍ତା ନିର୍ବାଚନ ଚଳିତ ବର୍ଷ ମଇ ମାସ ୩୦ ଓ ୩୧
Read More...

ମିତସୁବିଶି ଇଲେକ୍ଟ୍ରିକ୍ ଇଣ୍ଡିଆ ଭୁବନେଶ୍ୱର ଏକ୍ସକ୍ଲୁସିଭ୍ ଶୋରୁମ୍ ଉଦ୍‌ଘାଟିତ

ଭୁବନେଶ୍ୱର, 12.06. 25 ( ପ୍ରତ୍ୟୁଷା ବ୍ୟୁରୋ ): ବିଶ୍ୱର ପ୍ରମୁଖ ଏୟାର କଣ୍ଡିସନର୍ ଉତ୍ପାଦକ ମିତ୍ସୁବିଶି ଇଲେକ୍ଟ୍ରିକ୍ ଏବେ ଓଡିଶାର ଭୁବନେଶ୍ୱର ରେ ତାଙ୍କର ଏକ୍ସକ୍ଲୁସିଭ୍ ଶୋରୁମ୍ "କୁଲିଂ ପ୍ଲାନେଟ୍" ଆରମ୍ଭ କରିଛନ୍ତି। ଏହି ନୂଆ ଶୋରୁମ୍ ଏସ ଆର ରେଫ୍ରିଜରେଶନ, ଲେନ୍-୨,
Read More...

ଆନ୍ତର୍ଜାତିକ ଅଭିଲେଖ ଦିବସରେ ପ୍ରତ୍ୟେକ ଜଣେ ଜଣେ ଅଭିଲେଖବିତ ହେବାକୁ ଆହ୍ୱାନ ।

ଭୁବନେଶ୍ୱର: ୦୯ ଜୁନ ୨୦୨୫ ( ପି ଏନ ଏସ ) ପ୍ରତି ବର୍ଷ ପରି ଚଳିତ ବର୍ଷ ଜୁନ ୯ ତାରିଖରେ ଓଡ଼ିଶା ରାଜ୍ୟ ଅଭିଲେଖାଗାରରେ ଆନ୍ତର୍ଜାତିକ ଅଭିଲେଖ ଦିବସ ଅନୁଷ୍ଠିତ ହୋଇଯାଇ ଅଛି । ଉକ୍ତ ଉତ୍ସବର ସେମିନାରରେ ଡ. ରାଜୀବ ଲୋଚନ ସାହୁ, ପ୍ରାକ୍ତନ ମୁଖ୍ୟ ଅଭିଲେଖପାଳ ତଥା ମହାପ୍ରବନ୍ଧକ, ଭାରତୀୟ
Read More...

୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର , ୦୬ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ରାଜ୍ୟ ସରକାର ଆସନ୍ତା ୧୨ ତାରିଖରେ ଏକ ବର୍ଷ ପୂର୍ତ୍ତି ପାଳନ କରିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ମୋଟ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।
Read More...