ଭାରତର ପ୍ରିୟ ଫାମିଲି ସେଲୁନ୍ ଏବଂ ସ୍ପା ଏବେ ଗ୍ରାଉଣ୍ଡ ଫ୍ଲୋର, ଡମଣା ସ୍କୋୟାର, ମ୍ୟାକ୍ସ ଫେସନ ଗଳି, କନକ ଦୁର୍ଗା ନଗର, ଚନ୍ଦ୍ରଶେଖରପୁର, ଭୁବନେଶ୍ୱରରେ ଖୋଲିଅଛି |

0 149

ଭୁବନେଶ୍ବର,26/07/22 (ପ୍ରତ୍ୟୁଷା ବ୍ୟୁରୋ):ଏହି ଫେମିଲି ସ୍ପା ଏବଂ ସେଲୁନ କୁ ଓଲିଉଡ଼ ଅଭିନେତା ଅର୍ଧେନ୍ଧୁ କୁମାର ଦାସ, ରାଜବୀର, ଅଭିନେତ୍ରୀ ଅନିଶା ପଟେଲ, ଫିଲ୍ମ ପ୍ରଡୁସର ସୁଧାକର ବସନ୍ତ, ସଞ୍ଜୟ ନାୟକ, ବିଶିଷ୍ଟ ସମାଜସେବୀ ଶ୍ରୀମତୀ ଶୁଭଶ୍ରୀ ଦାସ ଓ ସ୍ପା ର ମାଲିକ ଶ୍ରୀମତୀ ଅନୁପମା ତ୍ରିପାଠୀ, ସୂବେନ୍ଦୁ ଦାସ ଏବଂ ସ୍ପା ର ସମସ୍ତ କର୍ମଚାରୀ ଉଦଘାଟନୀ ଉତ୍ସବ ରେ ଉପସ୍ଥିତ ଥିଲେ I ଏହି ଉଦଘାଟନି ଉତ୍ସବ କୁ ପ୍ରଶାନ୍ତ ମାର୍ଥା ସୁଚାରୁରୂପେ ପରିଚାଳନା କରିଥିଲେ I ସୌନ୍ଦର୍ଯ୍ୟ ସେବା ଜଗତକୁ ସ୍ୱାଗତ ଜଣାଇ ଏହି ସ୍ପା ଏବଂ ସେଲୁନରେ ଷ୍ଟାଇଲ୍ ଟ୍ରେଣ୍ଡ, ବ୍ରାଇଡାଲ୍ ମେକାପ, ଚର୍ମର ଯତ୍ନ, କେଶର ବିଶେଷ ଚିକିତ୍ସା, ସ୍ପା ଏବଂ ଅବିଶ୍ୱାସନୀୟ ସେବାଗୁଡିକ ସମସ୍ତ ପୁରୁଷ ଓ ମହିଳା ମାନଙ୍କପାଇଁ ଗୋଟିଏ ଯାଗାରେ ଉପଲବ୍ଧ କରାଯାଇଛି | ସମଗ୍ର ଭାରତରେ 150 ରୁ ଊର୍ଧ୍ୱ ସେଲୁନ୍ ଅବସ୍ଥିତ | ଏହାର ଶାଖା : ତେଲେଙ୍ଗାନା (ଦିଲ୍ଲୀ | ହରିୟାଣା | ପଞ୍ଜାବ | ଉତ୍ତରପ୍ରଦେଶ | ରାଜସ୍ଥାନ | ବିହାର | ଉତ୍ତରପ୍ରଦେଶ ରେ ଅବସ୍ଥିତ |

Leave A Reply

Your email address will not be published.