ଭୁବନେଶ୍ୱର, 17.12.25, ( ପ୍ରତ୍ୟୁଷା ବ୍ୟୁରୋ ) : ଭାରତ ସରକାରଙ୍କ ପ୍ରତ୍ୟକ୍ଷ ମାର୍ଗ ଦର୍ଶନରେ ରାଜ୍ୟ ସରକାର ଆସନ୍ତା ୧୮ତାରିଖରୁ ଦୁଇ ଦିନିଆ ଏ ଆଇ ସମ୍ମିଳନୀ ଆୟୋଜନ କରିବାକୁ ଯାଉଛନ୍ତି। ଏ ସମ୍ପର୍କରେ ରାଜ୍ୟ ଆଇ ଟି ବିଭାଗର ପ୍ରମୁଖ ଶାସନ ସଚିବ ବିଶାଳ ଦେବ ଗଣ ମାଧ୍ୟମକୁ ଦେଇ ଥିବା ସୂଚନା ଶୁଣନ୍ତୁ।