ଓଡିଶା ବିଧାନସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉଦବୋଧନ

0 92

ଭୁବନେଶ୍ୱର : ୨୭ ନଭେମ୍ବର ୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) ସାଧାରଣ ଜନତା କେତେ ଆଶା ଓ ବିଶ୍ୱାସ ନେଇ ଆମକୁ କ୍ଷମତା ଦେଇଛନ୍ତି ଏଣୁ ଆପଣ ଗୃହ ଭିତରେ ଓ ବାହାରେ ଆପଣ ଆଚାରଣ ଓ ଉଚ୍ଚାରଣକୁ ଏପରି ରଖନ୍ତୁ ଯାହା ଲୋକଙ୍କ ବିଶ୍ୱାସ ଜିତିବାକୁ ପରାମର୍ଶ ଦେଇଥିଲେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କ ଉଦବୋଧନରେ ଗଣତନ୍ତ୍ରର ସୁନ୍ଦରତା ଓ ଓଡିଶାର ପ୍ରାଚୀନ ପରମ୍ପରାର ଉଚ୍ଚ ପ୍ରଂଶସା କରିବା ସହ ଏହି ଗୃହରେ ଅତୀତ ସ୍ମୃତି ମନ ପକାଇ ଭାବ ବିହ୍ଵଳ ହୋଇଥିଲେ ଗୃହରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ରାଷ୍ଟ୍ରପତିଙ୍କ ଉପସ୍ଥିତିର ଉଚ୍ଚ ପ୍ରଂଶସା କରିଥିଲେ। ଗୃହରେ ବାଚସ୍ପତି ସୁରମା ପାଢ଼ୀ ଅଧ୍ୟକ୍ଷତା କରି ରାଷ୍ଟ୍ରପତି ଏ ଗୃହର ଗାରିମା ବଢ଼ାଇଥିବା କହିଥିଲେ।

Leave A Reply

Your email address will not be published.