ସେପ୍ଟେମ୍ବର ୧୯ ରୁ ଦ୍ବାଦଶ ଭୁବନେଶ୍ବର ଆନ୍ତର୍ଜାତିକ ବାଣିଜ୍ୟ ମେଳା-୨୦୨୫ ।

0 183

ଭୁବନେଶ୍ୱର: ୧୬/୯( ପ୍ରତ୍ୟୁଷା ବ୍ୟୁରୋ )

ଭୁବନେଶ୍ୱର ସ୍ଥିତ ଗୁପ୍ତା ଇଭେଣ୍ଟ ମ୍ୟାନେଜମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍‌, ଏକ ପ୍ରମୁଖ ଇଭେଣ୍ଟ ମ୍ୟାନେଜମେଣ୍ଟ୍ କମ୍ପାନୀ ଭାବରେ ସଫଳପ୍ରଦର୍ଶନୀ, ଟ୍ରେଡ୍ ଶୋ’ ଏବଂ କର୍ପୋରେଟ୍ ଇଭେଣ୍ଟ୍ ଆୟୋଜନ କରିବାରେ ବିଶେଷଜ୍ଞତା ହାସଲ କରିଛି। ୧୫ ବର୍ଷର ସଫଳ ପ୍ରଦର୍ଶନୀ, ଟ୍ରେଜ୍ଶୋ’ ଅଭିଜ୍ଞତା ସହିତ, ଏଥର ପୂଜା ବଜାରକୁ ଏକ ଉତ୍କଷ୍ଠ ସୁଯୋଗ ନେଇ ଆସୁଛି ଭୁବନେଶ୍ବର ଆନ୍ତର୍ଜାତିକ ବାଣିଜ୍ୟମେଳା-୨୦୨୫। ଏହା ଭୁବନେଶ୍ୱରସ୍ଥିତ ଜନତା ମୈଦାନ ଠାରେ ୧୯ ରୁ ୨୯ ସେପ୍ଟେମ୍ବର ୨୦୨୫ ପର୍ଯ୍ୟନ୍ତ ଚାଲିବ । ଦେଶ ବିଦେଶରସାମଗ୍ରୀ ଏଥର ପୁଣି ଥରେ ଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳାକୁ ସ୍ଵତନ୍ତ୍ର ପରିଚୟ ସହ, ସର୍ବାଧ‌ିକ ପ୍ରଭାବ ସୃଷ୍ଟି କରିବାଏହି ଆନ୍ତର୍ଜାତିକ ବାଣିଜ୍ୟ ମେଳା ସମ୍ପୂର୍ଣ୍ଣ ଶୀତ-ତାପ ନିୟତିତ ରହିବ, ଯାହା ପ୍ରବର୍ଷକ ଏବଂ ପରିଦର୍ଶକ ଉଭୟଙ୍କ ପାଇଁ ଏକ ଆରାମଦାୟକ ଓସୁରକ୍ଷିତ ବଜାରର ପରିବେଶ ପ୍ରଦାନ କରିବ । ଭାରତବର୍ଷର ୨୨ଟି ରାଜ୍ୟ ଏବଂ ୧୦ଟି ଦେଶର ଅଂଶଗ୍ରହଣ ସହିତ, ଏହା ଏକ ପ୍ରକୃତରେବିଶ୍ୱସ୍ତରୀୟ ବାଣିଜ୍ୟ ମେଳା, ଯାହା ବିଶ୍ବର ବିଭିନ୍ନ ଅଞ୍ଚଳର ୧ ଲକ୍ଷରୁ ଅଧିକ ଜାତୀୟ ଓ ଆନ୍ତର୍ଜାତିକ ଉତ୍ପାଦଗୁଡ଼ିକୁ ଗୋଟିଏ ଛାତ ତଳେପାଇବାର ସୁଯୋଗ ପ୍ରଦାନ କରୁଛି, ଅନ୍ତର୍ଭୁକ୍ତ ସାମଗ୍ରୀ ଗୁଡିକ ହେଲା,ଭାରତର ସମସ୍ତ ଅଞ୍ଚଳର ଆସବାବପତ୍ର, ଯେପରିକି କାଶ୍ମୀରୀ ଫର୍ନିଚର୍‌, କାର୍ଡିଙ୍ଗ୍ ଫର୍ନିଚର୍‌, ଆଣ୍ଟିକ ଫର୍ନିଚର୍‌, ସୋଫା ସେଟ୍, ଡାଇନିଂସେଟ୍ ଏବଂ କାର୍ଲିଙ୍ଗ୍ ଝୁଲା ଇତ୍ୟାଦି । ଆଫଗାନିସ୍ତାନର ୧୦୦ ପ୍ରକାରର ଉଦ୍ଧ ଡ୍ରାଇ ଫୁଢ଼ | ଜର୍ମାନୀ ଲ୍ୟାମ୍ପ || ବା “ଲାଦେଶରୁଜାମଦାନି ଶାଢ଼ୀ। ॥| ଇରାନରୁ ଇରାନି ଖଜୁର, ଗହଣା ଏବଂ ହର୍ବାଲ ତେଲ ॥ ଦୁବାଇରୁ ପୋଷାକ, ପରଫ୍ୟୁମ୍ ଓ | ଥାଇଲାଣ୍ଡରୁ ଗହଣା,ଜୋତା ଏବଂ ପୋଷାକ II କୋରିଆରୁ ଲେଜିସ୍‌ ଆସେସୋରିଜ୍ || ସିଙ୍ଗାପୁର ଉତ୍ପାଦ II ମାଲେସିଆନ୍ ଫାଉଣ୍ଟେନ୍ସମସ୍ତ ଭାରତୀୟ ହସ୍ତଶିଳ୍ପ ଏବଂ ହସ୍ତତନ୍ତ | ଆଣ୍ଟିକ ଧାତୁ ଏବଂ AD ଷ୍ଟୋନ ଗହଣା।

Leave A Reply

Your email address will not be published.