ପୋପଙ୍କୁ ଭେଟିଲେ ନବୀନ

0 162

ଭୁବନେଶ୍ୱର 22/6 (ପ୍ରତ୍ୟୁଷା ନ୍ୟୁଜ )
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରୋମ ଭଟିକାନ ସିଟିରେ ଖ୍ରୀଷ୍ଟିଆନ ଧର୍ମଗୁରୁ ଫ୍ରାନ୍ସିସ ପୋପଙ୍କୁ ସାକ୍ଷାତ କରିଛନ୍ତି l ନବୀନ ମୁଖ୍ୟମନ୍ତ୍ରୀ ଭାବେ ପୋପଙ୍କୁ ସାକ୍ଷାତ କରିବା ଦେଶରେ ପ୍ରଥମ ବୋଲି କୁହାଯାଉଛି l

Leave A Reply

Your email address will not be published.