ସୃଷ୍ଟି ଏକାଡେମୀ ଅଫ୍ ଗ୍ରାଜୁଏଟ ଷ୍ଟଡିଜ୍ ଦ୍ବାରା ନୂତନ ପାଠ୍ୟକ୍ରମର ଶୁଭାରମ୍ଭ ଏବଂ ଜାତୀୟ ଶିକ୍ଷା ନୀତି ; ୨୦୨୦ ର ସ୍ନାତକ ପାଠ୍ୟକ୍ରମ ଉପରେ ଆଲୋଚନା ଚକ୍ର

0 152

ଭୁବନେଶ୍ୱର : ୧୦/୮( ପ୍ରତ୍ୟୁଷା ବ୍ୟୁରୋ ):ସୃଷ୍ଟି ଏକାଡେମୀ ଅଫ ଗ୍ରାଜୁଏଟ ଟିକ୍ ଓଡିଶା ସରକାରଙ୍କର ରହଶିକ୍ଷା ବିଭାଗ ଦ୍ୱାରା ଅନୁମୋଦିତ ଏବଂ ଉତ୍କଳ ବିଶ୍ବ ବିଦ୍ୟାଳୟ ଦ୍ଵାରା ଅଦଳିତ ଏକ ଦୂତଳକ ଶିକ୍ଷାନୁଷ୍ଠାନ ଭାବରେ ଦଳିତ ଶିକ୍ଷା ବର୍ଷ ଠାରୁ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି ଅବସରରେ ସୃଷ୍ଟି ଏକାଡେମୀ ଦ୍ୱାରା ବି.ଡି.ଏ, ବି.ସି.ଏ, ବିକମ୍, ଦିଏସି କମ୍ପ୍ୟୁଟର ସାଇନ୍ସ ଭଳି ଯୁଗୋପଯୋଗୀ ପାଠ୍ୟକ୍ରମର ଶୁଭାରମ୍ଭ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ରେଭେନ୍ସା ବିଶ୍ବବିଦ୍ୟାଳୟର ବାଣିଜ୍ୟ ବିଭାଗର ମୁଖ୍ୟ ପ୍ରଫେସର କିଶୋର କୁମାର ଦାଶ, ଉତ୍କଳ ବିଶ୍ବବିଦ୍ୟାଳୟର MCA ବିଭାଗର ମୁଖ୍ୟ ପ୍ରଫେସର ପି.କେ. ବେହେରା ଏବଂ ଚାଟାର୍ଡ ଆକାଉଣ୍ଟାଟ୍ ଡକ୍ଟର ପୃଥ୍ବୀ ଉଞ୍ଜଳ ପାଦି ଦିଶିଷ୍ଟ ଶିକ୍ଷାବିତ୍ ମାନେ ଯୋଗଦେଇଥିଲେ ।ଏହି ଅବସରରେ ଜାତୀୟ ଶିକ୍ଷାନୀତି ; ୨୦୨୦୩ ପ୍ରଫେସ୍ଟାର ସ୍ନାତକ ପାଠ୍ୟକ୍ରମକୁ ୪ ବର୍ଷିଆ ପାଠ୍ୟକ୍ରମରେ ଯେଉଁ ପରିବର୍ତ୍ତନ କରାଯାଇଅଛି ଏବଂ ଏହାର କାର୍ଯ୍ୟକାରିବା ଉପରେ ଏକ ଆଲୋଚନା ଚକ୍ର ଆୟୋସିତ ହୋଇଥିଲା । ଏହି ଆଲୋଚନା ଚକ୍ରର ମୁଖ୍ୟ ଉଦ୍ଦେଶ୍ୟ ହେଉଛି, ଯେଉଁମାନେ ୪ ବର୍ଷର ଡିଗ୍ରୀ ସମାପ୍ତ କରିବେ, ସେମାନଙ୍କ ପାଇଁ ଭବିଷ୍ୟତରେ ଜଳଶିକ୍ଷା ଏବଂ ଘବେଷଣାର ଗୁରୁତ୍ବ ଦିଆଯାଇଥାଏ, NEP 2020 ଅନୁଯାୟୀ ପ୍ରାଯୁକ୍ତିକ ଶିକ୍ଷାର ଗୁଣମାନ ଅନେକ ବିଷୟ ଉପରେ ନିର୍ଭର କରେ, କିନ୍ତୁ ମୁଖ୍ୟତଃ ଏହା ନିର୍ଭର କରେ ଶିଳ୍ପ ଉପଯୁକ୍ତ ପାଠ୍ୟକ୍ରମ, ଶିକ୍ଷା-ଶିକ୍ଷଣ ପକ୍ରିୟା, କାର୍ଯ୍ୟକାରୀ ଶିଳ୍ପ ଇଣ୍ଟର୍ନସିପ୍ ଏବଂ ଛାତ୍ରଛାତ୍ରୀ ମାନଙ୍କ ସନ୍ଥ ମୂଲ୍ୟାଙ୍କନ ଉପରେ ଆଲୋକପାତ କରାଯାଇଥିଲା । ଏହି ନୂତନ ପାଠ୍ୟକ୍ରମ ବର୍ତ୍ତମାନ ଏ.ଆଇ.ସି.ଟି.ଇ ପ୍ରଚଳିତ ମଡେଇ କରିକୁଲମ୍ ଦେଶର ସର୍ବୋତ୍ତମ ଶିକ୍ଷାନୁଷ୍ଠାନର ଜିନ୍ ପ୍ରଫେସର ରଙ୍ଗାଧର ମିଶ୍ର ସାଗତ ଭାଷଣ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟର ସରକାରୀ ଏବଂ ପରୋଗ ଯୁକ୍ତ ଦୁଇ ଶିକ୍ଷାନୁଷ୍ଠାନର କଳା, ବାଣିଜ୍ୟ ଏବଂ ବିଜ୍ଞାନ ବିଭାଗର ଶିକ୍ଷକମାନେ ଅଂଶଗ୍ରହଣ କରିଥିଲେ ତ‌ଥା ବିଶିଷ୍ଟ ଶିକ୍ଷାବିତ୍ମାନେ ଯୋଗଦେଇ ସେମାନଙ୍କର ମତସାବ୍ୟସ୍ତ କରିଥିଲେ ।ଆଜିର ସନ୍ଧିଶୀଳ ଏବଂ ଦୃଢ ବଦଳୁଥିବା ବିଶ୍ବରେ ଏକ ଉପଯୁକ୍ତ ସ୍ନାତକ ଡିଗ୍ରୀ କୋର୍ସ ବାଛିବା ଭବିଷ୍ୟଦର ସଫଳତା ପାଇଁ ବହୁତ ଆବଶ୍ୟକ ଅଟେ ବୋଲି ଅତିଥି ମାନେ ନିଜର ବକ୍ତବ୍ୟରେ ମତପୋଷଣ କରିଥିଲେ । ଶେଷରେ ଅନୁଷ୍ଠାନର ପ୍ରତିଷ୍ଠାତା ଇଁ ସରୋଜ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିବା ସମସ୍ତ ଅତିଥୁ ଶିକ୍ଷାବିତ୍ ଏବଂ ଘଣମାଧ୍ୟମର ପ୍ରତିନିଧୁ ମାନଙ୍କୁ ସମ୍ବୋଧ‌ିତ କରି ଅନୁଷ୍ଠାନର ଭବିଷ୍ୟତ କାର୍ଯ୍ୟକ୍ରମରେ ସ୍ନାତକ ଡିଗ୍ରୀର ସୁପରିପ୍ପଳନା ଉପରେ ଗୁରୁଦ୍ୱାରୂପ କରିଥିଲେ । ଏବଂ ଆମ ରାଜ୍ୟର ପ୍ରତ୍ୟେକ ଛାତ୍ରଛାତ୍ରୀ ମାନଙ୍କର ବୌଦ୍ଧିକ ବିକାଶ ସହିତ ଦକ୍ଷତା ବିକାଶ ଏବଂ ସେମାନଙ୍କୁ ନିଯୁକ୍ତି କ୍ଷେତ୍ରରେ ସଫଳତା ହାସଲ କରିବା ଉପରେ ଅନୁଷ୍ଠାନ ପ୍ରତିଶୃତି ବଦ୍ଧ ଅଟେ । ପ୍ରଫେସର ସତ ପଟ୍ଟନାୟକ, ପ୍ରଫେସର ନିର୍ମଳ ରାଉତରାୟ, ନିହାର ଗଞ୍ଜନ ପାଇଁ, ଧର୍ମ ଭାରତ, ଆଲୋକ ଜାଠି, ଏବଂ ବିଭାଗୀୟ ମୁଖ୍ୟ ପ୍ରଫେସର ପ୍ରଜ୍ଞା ପାରମିତା ଷଡଙ୍ଗୀ ଯୋଗ ଦେବା ସହ କାର୍ଯ୍ୟକ୍ରମ ପରିଲଳନା କରିବାରେ ସହଯୋଗ କରିଥିଲେ ।

Leave A Reply

Your email address will not be published.