୧୨୯୪ ଜଣଙ୍କୁ ନିଯୁକ୍ତିପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

0 77

ଭୁବନେଶ୍ୱର , ୦୬ ଜୁନ ୨୦୨୫ ( ପ୍ରତ୍ୟୁଷା ବ୍ୟୁରୋ ):ରାଜ୍ୟ ସରକାର ଆସନ୍ତା ୧୨ ତାରିଖରେ ଏକ ବର୍ଷ ପୂର୍ତ୍ତି ପାଳନ କରିବେ। ଏଥିପାଇଁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ବେଳେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ମୋଟ ୧୨୯୪ ଜଣଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି। ଏହି ସବୁ ନିଯୁକ୍ତି ଗୁଡିକ ମଧ୍ୟରେ ରହିଛି ବିଦ୍ୟାଳୟ ଗଣ ଶିକ୍ଷା ବିଭାଗର ୮୨୬ ଜଣ ପିଜିଟି, ସ୍ୱାସ୍ଥ୍ୟ ବିଭାଗ ର ୨୨୪, ଦକ୍ଷତା ବିକାଶ ବିଭାଗ ର ୮୧ ଜଣ ଷ୍ଟେଜ ୧ ଅଧ୍ୟାପକ ଓ ବାଣିଜ୍ୟ ବିଭାଗ ର ୬୩ଜଣ ବିଭିନ୍ନ ପଦ ପାଇଁ ରହିଛି।ପୂର୍ବରୁ ପ୍ରାୟ ୨୦ ହଜାର ନିଯୁକ୍ତି ସରକାର ବର୍ଷକ ମଧ୍ୟରେ ସରକାର ଦେଇଛନ୍ତି।

Leave A Reply

Your email address will not be published.