ଭକ୍ତ ଦାସ ନୂଆ ପି ସି ସି ସଭାପତି ନିଯୁକ୍ତ । ଓଡିଶା By Pratyusha News Last updated Feb 11, 2025 0 210 Share ଭୁବନେଶ୍ୱର , ୧୧/୦୨/୨୦୨୫( ପ୍ରତ୍ୟୁଷା ବ୍ୟୁରୋ ) : ଦୀର୍ଘଦିନ ଆଠ ମାସର ଅପେକ୍ଷାର ଅନ୍ତ ଘଟିଛି। ଭକ୍ତ ଦାସ ନୂଆ ପି ସି ସି ସଭାପତି ନିଯୁକ୍ତ ହୋଇଛନ୍ତି। ଏ ଆଇ ସି ସି ପକ୍ଷରୁ ଏହି ଅଳ୍ପ ସମୟ ପୂର୍ବରୁ ଘୋଷଣା ହୋଇଛି। କେ ସି ବେନୁଗୋପାଲଙ୍କ ସ୍ବାକ୍ଷରରେ ଏହି ନିଯୁକ୍ତି ପତ୍ର ଘୋଷଣା କରାଯାଇଛି। Bhubaneswar newsBreakingnewsCurrent BreakingnewsCurrent newslatestodianewsodianewsOdisha current news todayODISHA NEWS 0 210 Share FacebookTwitterGoogle+ReddItWhatsAppPinterestEmail