“ମିସନ୍ ଜିନ୍ଦେଗି” ସଫଳତା ହାସଲ କରିଛି

0 165

ଭୁବନେଶ୍ବର,15/06/22 ( ପ୍ରତ୍ୟୁଷl ବ୍ୟୁରୋ):

ପାଞ୍ଚ ଦିନର ଅକ୍ଲାନ୍ତ ଚେଷ୍ଟାପରେ 80 ଫୁଟ ଗଭୀର ଅଣଓସାରିଆ ନଳକୂପ ମଧ୍ୟରୁ ସଫଳତା ସହ ଜୀବନ୍ତ ଉଦ୍ଧାର ହୋଇଛି 11 ବର୍ଷିୟ ରାହୁଲ l ଏନ ଡି ଆର ଏଫ ଓ ସେନା ର ମିଳିତ ଉଦ୍ୟମରେ ରାହୁଲ ପାଇଛି ନବଜୀବନ l ହରିୟାଣା ରାଜ୍ୟରେ ପ୍ରିନ୍ସ ପରେ ଏହା ସେନାକୁ ଦ୍ୱିତୀୟ ସଫଳତା ମିଳିଛି l ” ରଖେ ହରି ମାରେ କିଏ” ଏହି ବାକ୍ୟ ଆଜି ପୁଣି ଇଶ୍ୱର ସତ୍ତାକୁ ଉଦ୍ଜୀବିତ କରିଛି l

Leave A Reply

Your email address will not be published.