ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟାଟ୍‌ସ୍ ଅଫ୍ ଇଣ୍ଡିଆ ପକ୍ଷରୁ ଆଜି ଅନୁଷ୍ଠିତ ହୋଇଯାଇଛି ରକ୍ତଦାନ ଶିବିର

0 184

ଭୁବନେଶ୍ବର,22/05 (ପ୍ରତ୍ୟୁଷl ବ୍ୟୁରୋ):

ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟାଟ୍‌ସ୍ ଅଫ୍ ଇଣ୍ଡିଆ – ଭୁବନେଶ୍ବର ଗୁପ୍ଟରର ବାର୍ଷିକ
ଉତ୍ସବ ତଥା ରକ୍ତଦାନ ଶିବିର ଦ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ କଷ୍ଟ୍ ଆକାଉଣ୍ଟାଟ୍‌ସ୍ ଅଫ୍ ଇଣ୍ଡିଆ – ଭୁବନେଶ୍ଵର ଋପ୍ଟରର ବାର୍ଷିକ ଉତ୍ସବ ତଥା ରକ୍ତଦାନ ଶିବିର ୨୨/୦୫/୨୦୨୨ ରିଖ (ରବିବାର) ନୟାପଲ୍ଲୀସ୍ଥିତ ସି.ଏମ୍.ଏ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି
ରକ୍ତଦାନ ଶିବିରକୁ ପ୍ରଫେସର (ଡା) ରମା ରମଣ ମହାନ୍ତି, ନିର୍ଦ୍ଦେଶକ, ଡ଼ି.ଏମ.ଇ.ଟି, ଓଡ଼ିଶା ଉଦ୍‌ଘାଟନ କରିଥିବା
ବେଳେ ବାର୍ଷିକ ଉତ୍ସବଟିକୁ ଶ୍ରୀମତୀ ଶର୍ମିଷ୍ଠା କୁମାରୀ ସେଠୀ, ମାନନୀୟା ସାଂସଦ, ଯାଜପୁର ନିର୍ବାଚନମଣ୍ଡଳୀ, ଯାଜପୁର,
ଓଡ଼ିଶା ଶୁଭ ଉଦ୍‌ଘାଟନ କରିଥିଲେ । ଆୟୋଜିତ ରକ୍ତଦାନ ଶିବିରଟିରୁ୧୦୦ରୁ ଉର୍ଦ୍ଧ୍ବ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଅଛି ।
ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା, ମାନ୍ୟବର ବିଧାୟକ, ଭୁବନେଶ୍ବର (ମଧ୍ୟମ) ନିର୍ବାଚନମଣ୍ଡଳୀ, ଖୋର୍ଦ୍ଧା, ସି.ଏମ୍.ଏ
ରମେଶ ଚନ୍ଦ୍ର ଯୋଶୀ, ନିର୍ଦ୍ଦେଶକ (ଅର୍ଥ), ନାଲ୍‌କୋ, ସି.ଏମ୍.ଏ (ଡାଃ) ଆଶିଷ ପି. ଥାଟେ, କେନ୍ଦ୍ରୀୟ ସଭ୍ୟ, ଆଇ.ସି.ଏ.ଆଇ,
ସି.ଏମ୍.ଏ ନିରଞ୍ଜନ ମିଶ୍ର, କେନ୍ଦ୍ରୀୟ ସଭ୍ୟ, ଆଇ.ସି.ଏ.ଆଇ, ସି.ଏମ୍.ଏ ବିଭୂତି ଭୂଷଣ ନାୟକ, ପୂର୍ବାଞ୍ଚଳ ଆଞ୍ଚଳିକ
ପରିଷଦ ସଭ୍ୟ ଆଇ.ସି.ଏ.ଆଇ ସମ୍ମାନୀୟ ଅତିଥ୍‌ ଭାବେ ଯୋଗଦାନ କରି ସର୍ବଭାରତୀୟସ୍ତରରେ କୃତୀ ସି.ଏମ୍. ଏ ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେବା ସହିତ ସେମାନଙ୍କର ଉଜ୍ଜ୍ବଳ ଭବିଷ୍ୟତ କାମନା କରିଥିଲେ ।


୨୩ ବର୍ଷ ବୟସ ସୀମା ଭିତରେ ସି.ଏମ୍.ଏ ହୋଇପାରିଥିବା ସର୍ବକନିଷ୍ଠ ଛାତ୍ରଛାତ୍ରୀମାନଙ୍କୁ “ଯୁବ କଷ୍ଟ୍ ଆକାଉଣ୍ଟାଣ୍ଟ”
ପୁରସ୍କାର ତଥା ମାନପତ୍ର ପ୍ରଦାନ କରାଯାଇଥିଲା। ଡ଼ିସେମ୍ବର ୨୦୧୯ ପରୀକ୍ଷାରେ ସଫଳତା ପାଇଥିବା
ଶ୍ରୀ ସୃତିରଞ୍ଜନ ସାହୁ, ଡ଼ିସେମ୍ବର ୨୦୨୦ରେ ସଫଳତାପାଇଥିବା କୁମାରୀ ଲକ୍ଷ୍ମୀପ୍ରିୟା ଜେନା ଓ ଶ୍ରୀ ଗୁଟୁଳା ସୂର୍ଯ୍ୟ ପ୍ରକାଶି
“ଯୁବ କଷ୍ଟ ଆକାଉଣ୍ଟାଣ୍ଟ” ପୁରସ୍କାର ପ୍ରଦାନ କରାଯାଇଅଛି । କୃତୀ ଛାତ୍ରଛାତ୍ରୀମାନଙ୍କୁ ନିମ୍ନଲିଖିତ ପୁରସ୍କାର ମଧ୍ୟ ପ୍ରଦାନ
କରାଯାଇଅଛି ।
ଆଦିତି ମେମୋରିଆଲ ପୁରସ୍କାର :
ଡ଼ିସେମ୍ବର – ୨୦୧୯: ଇଣ୍ଟରମେଡ଼ିଏଟ୍‌ରୁ : ଶ୍ରୀ ଅନିଲ କୁମାର ଖମାରୀ ଓ ଫାଇନାଲର�

Leave A Reply

Your email address will not be published.