ସ୍ୱାତୀରେ ଆଉ ଗୋଟେ ଲଭ ଷ୍ଟୋରୀର ଶୁଭମୁକ୍ତି

0 239

ଭୁବନେଶ୍ୱର 22/5 ( ପ୍ରତ୍ୟୁଷା ବ୍ୟୁରୋ ) ରମେଶ ବାରିକ ପ୍ରଯୋଜିତ ସଞ୍ଜୟ ନାୟକ ନିର୍ଦେଶିତ ଆଉ ଗୋଟେ ଲଭ ଷ୍ଟୋରୀ ଆଜି ସ୍ଵାତି ସିନେମାରେ ଶୁଭମୁକ୍ତି ଲାଭ କରିଛି l


ପ୍ରିମିୟର ସୋ ଭରପୁର ଦର୍ଶକରେ ଆରମ୍ଭ ହୋଇଥିଲା l ମାତୃ ହୃଦୟ ପ୍ରତିପତି ଓ ଅହଂକାର ମଧ୍ୟରେ ସମ୍ପର୍କକୁ ଭୁଲି ନିଜ ଜନ୍ମିତ ଝିଅର ଭଲ ପାଇବାରେ କିଭଳି କଣ୍ଟା ସାଜିଛି ତାହାହିଁ ଚଳଚିତ୍ରଟିର କାହାଣୀକୁ ନେଇ ଗତିଶୀଳ ହୋଇଛି l ଦେଖନ୍ତୁ ଚଳଚିତ୍ରରେ ମୁଖ୍ୟ ଚରିତ୍ରରେ ଥିବା ଭୂମିକା କ’ଣ କହୁଛନ୍ତି l

Leave A Reply

Your email address will not be published.