କଷ୍ଟ ଆକାଉଣ୍ଟ ଅଫ ଇଣ୍ଡିଆର ତିନି ଦିନିଆ ମ୍ୟାନେଜମେଣ୍ଟ ସେମିନାର ଉଦଘାଟିତ

0 174

ଭୁବନେଶ୍ୱର 14/5( ପ୍ରତ୍ୟୁଷା ବ୍ୟୁରୋ )
ଦି ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟସ ଅଫ ଇଣ୍ଡିଆ ( ଆଇ ସି ଏ ଆଇ )ର ତିନି ଦିନିଆ ବାଣିଜ୍ୟ ପରିଚାଳନା ସମ୍ମିଳନୀ ଓଡିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କରକମଳରେ ବର୍ଣାଢ ପରିବେଶରେ ମଇ 13 ତାରିଖ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଛି l ସି ଏମ ଏ ଅଧ୍ୟକ୍ଷ ନିରଞ୍ଜନ ମିଶ୍ର ସ୍ୱାଗତ ଭାଷଣ ଦେଇ ଉତ୍ସବ ଆରମ୍ଭ କରିଥିଲେ l କାର୍ଯ୍ୟକ୍ରମ ସମ୍ପର୍କରେ ନିଜ ଅଭିଭାଷଣ ରଖିବା ବେଳେ ରାଜ୍ୟପାଳ ସି ଏମ ଏ ମାନଙ୍କ କାର୍ଯ୍ୟର ଭୁୟସୀ ପ୍ରଶଂସା କରିଥିଲେ l ତିନିଟି ସୋପାନରେ ସମ୍ମିଳନୀ ପ୍ରଥମ ଦିନ ଶେଷ ହେବାପରେ ଆଉ ଦୁଇ ଦିନ କଷ୍ଟ ଏକ୍ସଲେନ୍ସ ଏ ସଷ୍ଟନେବୁଲ ବିଜିନେସ ଷ୍ଟ୍ରାଟେଜି ଉପରେ ଆଲୋଚନା ହେବ l କାର୍ଯ୍ୟକ୍ରମରେ ନିରୋଜ ଦି ଯୋଶୀ, ଶ୍ରୀଧର ପାତ୍ର ଏମ କେ ମିତ୍ତଲଙ୍କ ସମେତ ବହୁ ବିଶିଷ୍ଟ ସି ଏମ ଏ ମାନେ ଯୋଗଦେଇଛନ୍ତି l

Leave A Reply

Your email address will not be published.