ଉତ୍କଳ ଟାଇକୁନ୍ସ ଆୱାନ୍ସ ସହିତ ଭୁବନେଶ୍ଵର ରନୱେ ୱିକ ସିଜନ୍-୬ ୨୦୨୨, ମେ’ ୧୫ରେ ଅନୁଷ୍ଠିତ ହେବ

0 192

ଭୁବନେଶ୍ବର,13/05 (ପ୍ରତ୍ୟୁଷl ବ୍ୟୁରୋ):


ଉତ୍କଳ ଅପଡେନ୍ସ ଆଣ୍ଡ ଆଡିକ୍ସନ ଫେସନ୍ ମ୍ୟାନେଜମେଟ୍ ଆଣ୍ଡ କନସଲଟାନ୍ତି ପକ୍ଷରୁ ଆଜି
ଓଡ଼ିଶାର ସ୍ୱତନ୍ତ୍ର ପୁରସ୍କାର ସୋ’ ଓ ଫେସନ୍ ଫେଷ୍ଟ “ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ୱାଥ ଭୁବନେଶ୍ଵର ର ଠିକ୍
ସିଜନ୍-୬ ଭୁବନେଶ୍ଵରର ୱେଲକମ୍ ହୋଟେଲରେ ଅପରାହ୍ନ ୫ଟା ୩୦ ପରଠାରୁ ଅନୁଷ୍ଠିତ ହେବ । ଏହି
କାର୍ଯ୍ୟକ୍ରମରେ ଓଡ଼ିଶାର ବ୍ୟବସାୟ ଜଗତର ଅନେକ ବିଶିଷ୍ଟ ପ୍ରତିଭାମାନଙ୍କ ସଫଳତାକୁ ପାଳନ କରାଯିବା ସହ
ସେମାନଙ୍କୁ ସ୍ବୀକୃତି ଦିଆଯିବ ଓ ପୁରସ୍କୃତ କରାଯିବ ।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରାଯାଇଛି ଯେ ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ୱାଥ ଭୁବନେଶ୍ବର ରନ
ୱିକ୍ ସିଜନ୍-୬ରେ ବ୍ୟବସାୟ ଜଗତର ବହୁ ଟାଇକୁନ୍ ଓ ଆଇକମାନଙ୍କୁ ମାନ୍ୟତା ପ୍ରଦାନ କରିବାକୁ ଲକ୍ଷ୍ୟ
ରଖାଯାଇଛି ଯାହାର ପ୍ରତି ବଦଳରେ ସମାନ ସଫଳତା ପାଇବା ଲାଗି ଅଭିଳାଷ ରଖିଥିବା ଯୁବପିଢ଼ି ଅନୁପ୍ରାଣିତ
ହେବେ । ଓଡ଼ିଶାର ହାଇ-ଏଡ୍ ଫେସନ୍ ଡିଜାଇନ୍ ସେମାନଙ୍କ ଦ୍ଵାରା ଡିଜାଇନ୍ ହୋଇଥିବା ସମ୍ଭାରକୁ ପ୍ରଦର୍ଶନ
କରିବେ ଏବଂ ଓଲିଉଡ୍ ସେଲିବ୍ରିଟି ଲ୍ୟାମ୍ପ ୱାରେ ଚାଲିବେ । ଏହି ପୁରସ୍କାର ପାଇବାକୁ ବର୍ତମାନ ପିଢ଼ିର
ବ୍ୟବସାୟ ଜଗତର ଆଇକନ ଓ ଟାଇକୁମାନଙ୍କ ମଧ୍ୟରେ ଅଭିଳାଷ ରହିଛି ଓ ଭବିଷ୍ୟତରେ ସମାନ ସଫଳତା
ପାଇବାକୁ ଯୁବ ଉଦ୍ୟୋଗୀମାନେ ଅଭିଳାଷ ରଖିବେ । ଏହା ରାଜ୍ୟର ନେତୃବୃନ୍ଦଙ୍କୁ ପରସ୍ପରଙ୍କୁ ଭେଟିବା ଲାଗି ଏକ
। ସଂଟ ପ୍ରଦାନ କରିବ । ସେମାନେ ଭବିଷ୍ୟତର ନେତୃବୃନ୍ଦଙ୍କ ସହ ଆଲୋଚନା କରିପାରିବେ ଓ ସେମାନଙ୍କ ସହ
ଭାବ ବିନିମୟ କରିପାରିବେ ।
ଇପାରି ସଦାଶିବ ପ୍ରାୟୋଜିତ ଉତ୍କଳ ଟାଇକୁନ୍ସ ଆୱାର୍ଡସ୍ ୱାଥ ଭୁବନେଶ୍ଵର ରନୱେ ୱିକ୍ ସିଜନ୍-୬ ରେ ପ୍ରିୟା ଏସି
(ପ୍ରିୟା ମହାପାତ୍ର), ଟାସା ୱିଙ୍ଗସ (ସିପ୍ରା ଦାସ), ଟିପି ଗାର୍ମେନ୍ସ (ସାବିତ୍ରୀ ପାଣିଗ୍ରାହୀ), ଏଜେ ଫେସନ ରିଅମ
(ସେଲିନା ଦାସିଅନ) ଓ ରିଲି ଡିଜାଇନ୍ ଷ୍ଟୁଡିଓ (ରିମି ଷ୍ଟୁଡିଓ) ଭଳି ବ୍ରାଣ୍ଡ ଓ ଫେସନ ଡିଜାଇନରଙ୍କୁ ଦେଖିବାକୁ
ମିଳିବ ।

Leave A Reply

Your email address will not be published.