ବିଶ୍ଵସନୀୟ ବ୍ରାଣ୍ଡ ହୋଇପାରିଛି ରୁଙ୍ଗୁଟା ।

0 153

ଭୁବନେଶ୍ୱର ୨୩ ଜୁନ୍ ୨୦୨୩( ପ୍ରତ୍ୟୁଷା ବ୍ୟୁରୋ ): ଦେଶରେ ରୁଙ୍ଗୁଟା ଷ୍ଟିଲସ୍ ବିଶ୍ଵସନୀୟ ହୋଇପାରିଛି l ଦେଶର ଅନ୍ୟ ଟି ଏମ ଟି ଷ୍ଟିଲ ଉତ୍ପାଦନ କରୁଥିବା କମ୍ପାନୀ ଗୁଡ଼ିକ ମଧ୍ୟରେ ରୁଙ୍ଗୁଟା ଗ୍ରୁପ ର ନାମ ସ୍ଵତନ୍ତ୍ର ବୋଲି କହିଛନ୍ତି ରୁଙ୍ଗୁଟା ସି ଜି ଏମ ଅରବିନ୍ଦ କୁମାର l ଭୁବ ନେଶ୍ବରସ୍ଥିତ ହୋଟେଲ ଲେମନ୍ ଟ୍ରି ଠାରେ ବ୍ରାଣ୍ଡର ଷ୍ଟକିଷ୍ଟ ରିଟେଲର ମାନଙ୍କୁ ନେଇ ହୋଇଥିବା ଏହି କାର୍ଯ୍ୟକ୍ରମକୁ ସିଜିଏମ୍ ଅରବିନ୍ଦ କୁମାର ପ୍ରଦୀପ ପ୍ରଜ୍ଜଳନ କରି ଆରମ୍ଭ କରି କରିଥିଲେ l ଏହି ଅବସରରେ କମ୍ପାନୀ ପକ୍ଷରୁ ଏକ ଏଲ୍ ଇ ଡି ପ୍ରଦର୍ଶନ କରାଯାଇଥିଲା l କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ କମ୍ପାନୀର ରାଜ୍ୟ ମୁଖ୍ୟ ସୁବାସ ଚନ୍ଦ୍ର ଦଳେଇ l ସେ ତାଙ୍କ ଅଭି ଭାଷଣରେ ନୀଳାଚଳ ପ୍ରା ଲିଃ ସହ ରୁଙ୍ଗୁଟା ବ୍ୟବସାୟିକ କ୍ଷେତ୍ରରେ ଏକ ମାଇଲ ଖୁଣ୍ଟ ହୋଇପାରିଛି ବୋଲି କହିଛନ୍ତି l କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ବ୍ୟକ୍ତି ମାନେ ଯୋଗ ଦେଇଥିଲେ l

Leave A Reply

Your email address will not be published.