ଭାଟିଆ ଲାଇଫ୍‌ଷ୍ଟାଇଲ ଭୁବନେଶ୍ବରରେ ନୂତନ ଶୋ’ରୁମ୍ ଖୋଲିଲା।

0 112

ଭୁବନେଶ୍ଵର, ୨୧.୬ (ପ୍ରତ୍ୟୁଷା ବ୍ୟୁରୋ): ଭାଟିଆ ଲାଇଫ୍‌ଷ୍ଟାଇଲ, ଲେଡ଼ିଜ୍ ଏକ୍ସକ୍ୟୁସିଭ୍ କଲେକସନ ବର୍ତ୍ତମାନ ଭୁବନେଶ୍ବରସୁ ଶୁଭମ୍ ମାର୍କେଟ, ଜନପଥ, ଆକ୍ସିସ୍ ବ୍ୟାଙ୍କ ସାମନାରେ ବୁଧବାର ଦିନ ତାଙ୍କର ନୂତନ ଶୋ’ରୁମ୍ ଖୋଲିଛି । ଶୋ’ରୁମ୍‌ଟି ଭୁବନେଶ୍ଵର ମ୍ୟୁନିସିପାଲ କର୍ପୋରେସନର ମେୟର, ଶ୍ରୀମତୀ ସୁଲୋଚନା ଦାସଙ୍କ ଦ୍ୱାରା ବୁଧବାର ଦିନ ଉଦ୍‌ଘାଟିତ ହୋଇଛି।

ଗତ ୧୯୬୯ ମସିହାରୁ ଗ୍ରାହକମାନଙ୍କ ସେବାରେ ଥିବା ଭାଟିଆ ଲାଇଫ୍‌ଷ୍ଟାଇଲ ବର୍ତ୍ତମାନ ଶାଢ଼ୀ, ପଞ୍ଜାବୀ ସାଲୱାର ସୁଟ୍, ନାଇଟ୍ ଡେୟାର, ଡ୍ରେସ୍ ମ୍ୟାଟେରିଆଲ ଏବଂ ପଞ୍ଜାବୀ ଜୁଟି ଆଦି ଲେଡ଼ିଜ୍‌ ଏକ୍ସକୁସିଭ୍ କଲେକସନ ଗୋଟିଏ ଛାତ ତଳେ ଉପଲବ୍ଧ ହେଉଛି ବୋଲି ଶୋରୁମ୍‌ର ମାଲିକ କମଲ କୌର ଭାଟିଆ ଓ ମନିସ୍ ଭାଟିଆ ଗ୍ରାହାକ ଓ ସାମ୍ବାଦିକମାନଙ୍କୁ କହିଥିଲେ।

Leave A Reply

Your email address will not be published.