ବିଶ୍ୱ ସ୍ତରରେ ପହଞ୍ଚିଲା ଅଞ୍ଜଳି।

0 152

ସୋମବାର, ନଭେମ୍ବର ୧୪, ୨୦୨୨, (ପ୍ରତ୍ୟୁଷା ବ୍ୟୁରୋ):ଦିନ ୧୨,୦୦ ଗ, ହୋଟେଲ୍‌ ନ୍ୟୁ ମାୟନ, ଭୁବନେଶ୍ୱର ଅଞ୍ଜଳି ଏହାର ଯାହାକୁ ୨୦ ବର୍ଷ ପୂର୍ବେ ୭୭ ଜଣ ପିଲାଙ୍କ ସହିତ ଭୁବନେଶ୍ବର, ଓଡ଼ିଶାରୁ ଆରମ୍ଭ କରିଥିଲା । ସମୟ କ୍ରମେ ଏହା ଓଡ଼ିଶାର ସମସ୍ତ ୩୦ ଟି ଜିଲ୍ଲା, ୨୭ ଟି ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳ ଓ ବିଶ୍ବର ୧୫ ଟି ଦେଶକୁ ସଂପ୍ରସାରିତ ହୋଇଛି! ଭାରତର ଇତିହାସରେ ପ୍ରଥମ ଥର ୧୪ ନଭେମ୍ବର ୨୦୨୨ ରେ, ଅଞ୍ଜଳି ଉତ୍ସବ ବାସ୍ତବରେ ବିଶ୍ୱ ସ୍ତରରେ ହେବାକୁ ଯାଉଛି !! ପ୍ରଥମ ଓ ଏକମାତ୍ର ଉତ୍ସବ – ଆନନ୍ଦଦାୟିକ ଶିକ୍ଷା ପ୍ରଦାନ ମତେଲ – ସମସ୍ତ ପିଲାମାନଙ୍କର ଜୀବନକୁ ବିକଶିତ ଓ ସମୃଦ୍ଧ କରୁଛି ଭିନ୍ନକ୍ଷମ ପିଲାମାନେ ସମ୍ମୁଖୀନ ହେଉଥିବା ଆହ୍ବାନ ବିଷୟରେ ସଚେତନତା ସୃଷ୍ଟି କରିବା ସହିତ ପିଲାମାନଙ୍କର ପ୍ରତିଭାର ବିକାଶ କରୁ ଛି ସମହିତ ସୁବଧା ପ୍ରଦାନ କରିବା ପାଇଁ ଗୋଷ୍ଠୀ ସ୍ତରରେ ସହଭାଗୀତା ସ୍ଥାପନ କରାଯାଉଛି – ୨୦୨୨ ରେ ଆମେ ଭାରତରେ ଏକ ଅଭିଯାନ ଆରମ୍ଭ କରିଛୁ ଓ ନଭେମ୍ବର ମାସକୁ “ଜାତୀୟ ଶିଶୁ ସଚେତନତା ମାସ – ସମସ୍ତ ପିଲାଙ୍କୁ ସାମିଲ କରିବା” ଭାବରେ ପାଳନ କରୁଛୁ । ଏହା ସହିତ ୨୦୨୨-୨୩ ର ମସ୍କଟ ଏବଂ ନଭେମ୍ବର ୧୮, ୨୦୨୩ ପର୍ଯ୍ୟନ୍ତ ବର୍ଷ ବ୍ୟାପୀ ପାଳନର କାର୍ଯ୍ୟକ୍ରମ ସବିଶେଷ ମଧ୍ୟ ଉନ୍ମୋଚନ କରାଯିବ । ଜନି ପ୍ରଥମେ ଅଞ୍ଜଳି କ୍ୟାମ୍ପକୁ ୨୦୦୧ ରେ ପରିଦର୍ଶନ କରିଥିଲେ, ୨୦୧୬ ରେ ପୁନଃପରିଦର୍ଶନ କରିଥିଲେ ଓ ୨୦୨୨-୨୩ ରେ ଏହା ସାରା ବିଶ୍ବକୁ ପରିବ୍ୟାପ୍ତ ହୋଇଛି। ସମଜ୍ଜିତ ଓ ଆନନ୍ଦଦାୟକ ଶିକ୍ଷା କ୍ଷେତ୍ରରେ ୨୦ ବର୍ଷର ଯାତ୍ରାକୁ ସାରା ବିଶ୍ବରେ ୩୦ ଦିନ ପାଇଁ ପାଳନ କରୁଛି।

Leave A Reply

Your email address will not be published.